fbpx
Browsing Category

ଖେଳ

ଫାଇନାଲ ମ୍ୟାଚରେ ଚିତପଟାଙ୍ଗ ମାରିଲା ପୂର୍ବତନ ଚମ୍ପିଆନ୍ ଶ୍ରୀଲଙ୍କା: ମାତ୍ର ୫୧ ରନ ମିଳିଲା ଟାର୍ଗେଟ

ନୂଆଦିଲ୍ଲୀ: ଏସିଆ କପ୍ ଫାଇନାଲ ମ୍ୟାଚରେ ଭାରତର ଗାତକ ବୋଲିଂ ଆଗରେ ଫେଲ ମାରିଛି ପୂର୍ବତନ ଚମ୍ପିଆନ୍ । ଭାରତର ପେସ୍ ଆଟାକ୍ ସାମ୍ନାରେ ସମ୍ପୂର୍ଣ୍ଣ ଦଳ ମାତ୍ର ୫୦ ରନ୍ କରିବାରେ ସମର୍ଥ ହୋଇ ପାରିଛି । ମହମ୍ମଦ…

ଶ୍ରୀଲଙ୍କା ଗ୍ରାଉଣ୍ଡ ଷ୍ଟାଫଙ୍କୁ ଦେବ ୪୨ ଲକ୍ଷ: କଠିନ ପରିଶ୍ରମର ଉପହାର ଘୋଷଣା କଲେ ଜୟ ଶାହ

ନୂଆଦିଲ୍ଲୀ: ଏସିଆ କପ୍ ଟୁର୍ଣ୍ଣାମେଣ୍ଟ ଆଜି ଶେଷ ପାଦରେ ପହଞ୍ଚିଛି । ଫାଇନାଲ ମ୍ୟାଚରେ ଭାରତ-ଶ୍ରୀଲଙ୍କା ମଧ୍ୟରେ ମହାଯୁଦ୍ଧ ଆରମ୍ଭ ହୋଇଛି । କିନ୍ତୁ ଏହି ମ୍ୟାଚ ପୂର୍ବରୁ ପ୍ରବଳ ବର୍ଷା ଯୋଗୁଁ ଫାଇନାଲ କେଳାଯିବାକୁ…

ଭାରତ ବିପକ୍ଷ ଦିନିକିଆ ସିରିଜ୍ ପାଇଁ ଅଷ୍ଟ୍ରେଲିଆ ଟିମ୍ ଘୋଷଣା

ନୂଆଦିଲ୍ଲୀ: ଆଜି ଏସିଆ କପର ଫାଇନାଲ ମ୍ୟାଚ ଚାଲିଥିବା ବେଳେ ଆସନ୍ତା ୨୨ ତାରିଖରୁ ଭାରତ ପୁଣି ଏକ ନୂଆ ଟୁର୍ଣ୍ଣାମେଣ୍ଟରେ ସାମିଲ ହେବ । ଭାରତ ବିପକ୍ଷ ତିନି ଦିନିଆ ସିରିଜ ପାଇଁ ଅଷ୍ଟ୍ରେଲିଆର ତା’ର ୧୮ ଜଣିଆ ଦଳ…

ସିରାଜଙ୍କ ଆଗରେ ମୁଣ୍ଡ ନୁଆଁଇଲା ଘରୋଇ ଦଳ: ୫ ଓଭରରେ ଶ୍ରୀଲଙ୍କାର ଖେଳ ଶେଷ

ନୂଆଦିଲ୍ଲୀ: ଏସିଆ କପ୍ ଫାଇନାଲ ମ୍ୟାଚରେ ଆଜି ମୁହାଁମୁହିଁ ହୋଇଛନ୍ତି ଦୁଇ ସର୍ବଶ୍ରେଷ୍ଠ ଦଳ ଭାରତ ଏବଂ ଶ୍ରୀଲଙ୍କା । କିନ୍ତୁ ଭାରତର ଘାତକ ବୋଲିଂ ଆଗରେ ଶ୍ରୀଲଭ୍କାର ସମସ୍ତ ଖେଳାଳି ଫେଲ ମାରିଛନ୍ତି । ମହମ୍ମଦ…

IND vs SL Weather Forecast: ବର୍ଷା ଯୋଗୁଁ ଧୋଇଯିବ କି ଫାଇନାଲ ମ୍ୟାଚ?

କଲମ୍ବୋ: ଆଜି ଏସିଆ କପର ଫାଇନାଲ ମ୍ୟାଚକୁ ନେଇ ମୁହାଁମୁହିଁ ହେବେ ଭାରତ-ଶ୍ରୀଲଙ୍କା । ହେବାକୁ ଥିବା ଏହି ଦିନିକିଆ ଏସିଆ କପ୍‌ କ୍ରିକେଟ ପ୍ରତିଯୋଗିତାର ଫାଇନାଲ ମ୍ୟାଚ ସ୍ଥାନୀୟ ରଣସିଂହ ପ୍ରେମଦାସା ଷ୍ଟାଡିୟମ୍‌ରେ…

ପାକିସ୍ତାନକୁ ଶକ୍ତ ଧକ୍କା : ନସିମ ବିଶ୍ୱକପ୍ ଖେଳିବା ନେଇ ଆଶଙ୍କା

କରାଚୀ: ପାକିସ୍ତାନ କ୍ରିକେଟ ଦଳର ପ୍ରମୁଖ ପେସ୍‌ ବୋଲର ନସିମ ଶାହ ଆଗାମୀ ଦିନିକିଆ କ୍ରିକେଟ ବିଶ୍ୱକପ ଖେଳିବା ନେଇ ଆଶଙ୍କା ସୃଷ୍ଟି ହୋଇଛି । କାରଣ ସେ ଚଳିତ ଏସିଆ କପ ଖେଳିବା ଅବସରରେ ଆହତ ହୋଇଛନ୍ତି । ତାଙ୍କ…

ପାଞ୍ଚ ବର୍ଷର ଟ୍ରଫି ମରୁଡ଼ି ଶେଷ କରିବାକୁ ଭାରତ: ଟିମରେ ୫ ଟି ପରିବର୍ତ୍ତନ କରିବେ ହିଟମ୍ୟାନ୍

ନୂଆଦିଲ୍ଲୀ: ଶ୍ରୀଲଙ୍କାରେ ଚାଲିଥିବା ଏସିଆ କପ କ୍ରିକେଟ ପ୍ରତିଯୋଗିତାରେ ସଫଳ ହେବା ଭାରତ ପାଇଁ ବଡ ଆହ୍ୱାନ ସୃଷ୍ଟି କରିଛି । ଫାଇନାଲରେ ଶ୍ରୀଲଙ୍କା ସହିତ ମୁକାବିଲା କରିବ ଭାରତ । ଗତ ପାଞ୍ଚ ବର୍ଷ ଧରି ଭାରତ ଏସିଆ…

ବିସିସିଆଇ ପକ୍ଷରୁ ଘରୋଇ କ୍ରିକେଟ ପ୍ରତିଯୋଗିତା କାର୍ଯ୍ୟସୂଚୀ ଘୋଷିତ ଜାନୁଆରୀ ୫ରୁ ରଣଜୀ ଟ୍ରଫି ଲିଗ୍ ପର୍ଯ୍ୟାୟ

ନୂଆଦିଲ୍ଲୀ: କରୋନା ଯୋଗୁଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଗତ ତିନି ବର୍ଷ ଧରି ପୂର୍ଣ୍ଣାଙ୍ଗ ଘରୋଇ କ୍ରିକେଟ ପ୍ରତିଯୋଗିତା କାର୍ଯ୍ୟସୂଚୀ ଘୋଷଣା କରି ପାରୁ ନ ଥିଲା । ତେବେ ଚଳିତ ବର୍ଷ ସମସ୍ତ ଘରୋଇ…

ଟିମ୍ ଇଣ୍ଡିଆ ସ୍କାଡ୍‌ରେ ହେଲା ବଡ଼ ପରିବର୍ତ୍ତନ, ଆହତ ଶିବମ ମାଭିଙ୍କ ସ୍ଥାନରେ ଏହି ଘାତକ ବୋଲରଙ୍କୁ ମିଳିଲା ସୁଯୋଗ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଟିମ୍ ଦିନିକିଆ ବିଶ୍ୱକପ୍ ପୁର୍ବରୁ କିଛି ସିନିଅର ଖେଳାଳୀଙ୍କ ଆହତ ସମସ୍ୟା ଦେଇ ଗତି କରୁଛି । ଏଥିସହ ଆହତ କାରଣରୁ ଏସୀୟ ଗେମ୍ସରେ ଅଂଶଗ୍ରହଣ କରୁଥିବା ଜୁନିୟର ଦଳରେ ବଡ଼ ପରିବର୍ତ୍ତନ…

ଭାରତର ପରାଜୟରେ ପାକିସ୍ତାନ ଖୁସି ମନାଉଛି: ଏହା କେତେଦୂର ଠିକ୍?

ନୂଆଦିଲ୍ଲୀ: ଚଳିତ ଏସିଆ କପର ସୁପର-୪ର ଅନ୍ତିମ ମ୍ୟାଚରେ ଭାରତ ସଂଘର୍ଷପୂର୍ଣ୍ଣ ଭାବେ ବାଂଲାଦେଶ ନିକଟରୁ ୬ ରନରେ ପରାସ୍ତ ହୋଇଥିଲା । ଏହି ପରାଜୟ ଟିମ୍ ଇଣ୍ଡିଆର ଫାଇନାଲ ଖେଳିବା କ୍ଷେତ୍ରରେ ଯଦିଓ ପ୍ରଭାବହୀନ ରହିବ,…