fbpx
Browsing Category

ଖେଳ

ବିଶ୍ୱ ବ୍ୟାଡମିଣ୍ଟନ ଚାମ୍ପିୟନ୍ସିପ୍ ରୁ ଓହରିଲେ ସିନ୍ଧୁ

ନୂଆଦିଲ୍ଲୀ: ଦୁଇ ଅଲିମ୍ପିକ୍ସ ପଦକ ବିଜେତା ତଥା ଗତ ରାଜ୍ୟ ଗୋଷ୍ଠୀ କ୍ରୀଡ଼ାରେ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ବିଜୟିନୀ ମହିଳା ବ୍ୟାଡମିଣ୍ଟନ ତାରକା ପି.ଭି.ସିନ୍ଧୁ ଚଳିତ ଅଗଷ୍ଟ ମାସ ୨୧ରୁ ୨୮ ତାରିଖ ପର୍ଯ୍ୟନ୍ତ…

ମୋତେ ୩-୪ ଚାପୁଡ଼ା ମାରିଲେ, ଆଇପିଏଲ ଟିମ୍ ମାଲିକଙ୍କ ବିରୋଧରେ ଭୟଙ୍କର ଅଭିଯୋଗ ଆଣିଲେ ରସ୍ ଟେଲର

ନୂଆଦିଲ୍ଲୀ: ପୂର୍ବତନ ନ୍ୟୁଜିଲାଣ୍ଡ କ୍ରିକେଟର ରସ୍ ଟେଲର ଏକ ଆଶ୍ଚର୍ଯ୍ୟଜନକ ବୟାନ ଦେଇଛନ୍ତି । ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ତାଙ୍କର ଅଟୋବାୟୋଗ୍ରାଫିରେ ସେ ଏନେଇ ଖୁଲାସା କରିଛନ୍ତି । ତାଙ୍କର ବହିର ନାମ…

ରିକି ପଣ୍ଟିଂଙ୍କ ବଡ ଭବିଷ୍ୟବାଣୀ: ଏସିଆ କପ୍‌ରେ ପାକିସ୍ତାନକୁ ଧୁଳି ଚଟାଇବ ଭାରତ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆର ଦିଗଜ କ୍ରିକେଟର ରିକି ପଣ୍ଟିଂ ଭାରତ-ପାକିସ୍ତାନ ମଧ୍ୟରେ ଏସିଆ କପ୍‌ରେ ହେବାକୁ ଥିବା ମୁକାବିଲାକୁ ନେଇ ଭବିଷ୍ୟବାଣୀ କରିଛନ୍ତି। ପଣ୍ଟିଂ କହିଛନ୍ତି ଯେ, ରୋହିତ ଶର୍ମାଙ୍କ ନେତୃତ୍ୱରେ…

ଆସନ୍ତା ବର୍ଷ ମାର୍ଚ୍ଚ ମାସରେ ମହିଳା ଭାରତୀୟ ପ୍ରିମିୟର ଲିଗ୍‌, ୫ରୁ ୬ ଦଳ ଅଂଶ ଗ୍ରହଣ କରିବାକୁ ଯୋଜନା

ମୁମ୍ବାଇ: ଆସନ୍ତା ବର୍ଷ ମାର୍ଚ୍ଚ ମାସରେ ମହିଳା ଭାରତୀୟ ପ୍ରିମିୟର ଲିଗର(ମହିଳା ଆଇପିଏଲ) ପ୍ରଥମ ସଂସ୍କରଣ ଆୟୋଜନ କରାଯିବ ବୋଲି କହିଛନ୍ତି ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି । ଏଥିରେ ୫ରୁ ୬ ଦଳ ଅଂଶ ଗ୍ରହଣ କରିବା…

ଲିଜେଣ୍ଡ କ୍ରିକେଟ୍‌ ଲିଗ୍‌: ସେପ୍ଟେମ୍ବର ୧୭ରୁ ଆରମ୍ଭ ହେବ ଟୁର୍ଣ୍ଣାମେଣ୍ଟ, ଇଣ୍ଡିଆନ ମହାରାଜ ଦଳର ନେତୃତ୍ୱ ନେବେ ଗାଙ୍ଗୁଲି

ନୂଆଦିଲ୍ଲୀ: ଆସନ୍ତା ସେପ୍ଟେମ୍ବର ୧୭ ତାରିଖରୁ ଅନୁଷ୍ଠିତ ହେବ ଲିଜେଣ୍ଡ କ୍ରିକେଟ ପ୍ରତିଯୋଗିତା । ଏଥିରେ ବିଶ୍ୱର ସଂଖ୍ୟାଧିକ ଅବସର ପ୍ରାପ୍ତ ଭେଟେରାନ ଖେଳାଳି ଅଂଶ ଗ୍ରହଣ କରିବେ । ସମସ୍ତ ଖେଳାଳି ଏଡି…

ଭାରତୀୟ କ୍ରିକେଟ୍‌ ରିଷଭ ପନ୍ତ ଉତ୍ତରାଖଣ୍ଡର ବ୍ରାଣ୍ଡ ଆମ୍ବାସଡର ନିଯୁକ୍ତ

ଡେରାଡୁନ: ଭାରତୀୟ କ୍ରିକେଟ୍‌ ଦଳର ଉଇକେଟ୍‌ କିପରି ରିଷଭ ପନ୍ତଙ୍କୁ ଉତ୍ତରାଖଣ୍ଡ ରାଜ୍ୟର ବ୍ରାଣ୍ଡ ଆମ୍ବାସଡର ନିଯୁକ୍ତ କରାଯାଇଛି । ନୂଆଦିଲ୍ଲୀସ୍ଥିତ ଉତ୍ତରାଖଣ୍ଡ ସଦନରେ ପନ୍ତଙ୍କୁ ଏହି ନିଯୁକ୍ତି ପ୍ରଦାନ କରି…

ଆସନ୍ତା ୧୮ରୁ ଜିମ୍ବାୱେ ବିପକ୍ଷ ଦିନିକିଆ କ୍ରିକେଟ ସିରିଜ: ଭାରତୀୟ ଦଳର ନେତୃତ୍ୱ ନେବେ ରାହୁଲ, ଫିଟ୍‌ ହୋଇ ଦଳକୁ ଫେରିବେ ଦୀପକ ଚହର

ମୁମ୍ବାଇ: ଜିମ୍ବାୱେ ବିପକ୍ଷ ଦିନିକିଆ କ୍ରିକେଟ ସିରିଜରେ ଭାରତୀୟ ଦଳର ନେତୃତ୍ୱ ନେବେ କେ.ଏଲ୍‌.ରାହୁଲ । ଆଘାତ ଜନିତ କାରଣ ନେଇ ରାହୁଲ ବହୁଦିନ ଧରି ଭାରତୀୟ ଦଳ ଠାରୁ ଦୂରେଇ ରହିଥିବା ବେଳେ ଗୁରୁବାର ଦିନ ବିସିସିଆଇ…

୧୦୦ବଲ ବିଶିଷ୍ଟ ମ୍ୟାଚରେ ୧୦୦ ଲଗାଇ ଇତିହାସ ରଚିଲେ ,ତାଜୁବ ହେଲେ କ୍ରିକେଟର

ନୂଆଦିଲ୍ଲୀ:ଇତିହାସ ରଚିଲେ ୱିଲ ସ୍ମିଦ୍। ଲଣ୍ଡନରେ ଚାଲିଥିବା ଏକ ଟୁର୍ଣ୍ଣାମେଣ୍ଟରେ ଦମଦାର ପ୍ରଦର୍ଶନ କରିବା ପରେ ତାଙ୍କ ନାମ ବର୍ତ୍ତମାନ ବହୁତ ଚର୍ଚ୍ଚା ହେଉଛି । ସୂଚନାମୁତାବକ ଏହି ଟୁର୍ଣ୍ଣାମେଣ୍ଟରେ ୧୦୦ ଟି ବଲକୁ…

ଆସନ୍ତା ମାସରେ ବିଶ୍ୱ ରେସଲିଂ ଚାମ୍ପିଅନଶି୍ପ, ଭାରତୀୟ ରେସଲରଙ୍କ ଅସଲ ଶକ୍ତି ପରୀକ୍ଷା

ନୂଆଦିଲ୍ଲୀ: ଇଂଲଣ୍ଡର ବର୍ମିଂହାମରେ ଚଳିତ ବର୍ଷ ଅନୁଷ୍ଠିତ ୨୨ତମ ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତ ୨୨ ସ୍ୱର୍ଣ୍ଣ ପଦକ ପାଇ ଥିବାବେଳେ ଏଥିରୁ ଅଧିକ ସ୍ୱର୍ଣ୍ଣ ହାସଲ କରିଛନ୍ତି ଭାରତୀୟ ରେସଲର । ପୁରୁଷ ବର୍ଗରେ ଭାରତୀୟ…

ବଦଳିଯିବ Mumbai Indiansର ଲୁକ! ଟି-୨୦ ଲିଗ ପାଇଁ ହେବ ନୂଆ ନାଁ ଆଉ ଲୋଗୋ

ନୂଆଦିଲ୍ଲୀ: ଆଇପିଏଲ ଫ୍ରାଞ୍ଚାଇଜି ମୁମ୍ବାଇ ଇଣ୍ଡିଆନ୍ସର ମାଲିକାନା ରଖିଥିବା ରିଲାଏନ୍ସ ଇଣ୍ଡଷ୍ଟ୍ରୀଜ ଲିମିଟେଡ ଦଳକୁ ନେଇ ଏକ ବଡ ପରିବର୍ତ୍ତନର ଘୋଷଣା କରିଛି । ମୁମ୍ବାଇ ଇଣ୍ଡିଆନ୍ସର ୱାନ ଫ୍ୟାମିଲିରେ ସାମିଲ…