Browsing Category
ଖେଳ
ଅଟକିଲା ଦିଲ୍ଳୀ ଏକ୍ସପ୍ରେସ: ପନ୍ତଙ୍କ ହାତରୁ ମ୍ୟାଚ ଛଡାଇ ନେଲେ ଶୁଭମନ-ଲକି ଫର୍ଗୁସନ
ମୁମ୍ବାଇ: ଦିଲ୍ଲୀ-ଗୁଜୁରାଟ ହାଇ ଡ୍ରାମା ମ୍ୟାଚରେ ଶେଷରେ ବିଜୟଲାଭ କରିଛି ଗୁଜୁରାଟ ଟାଇଟନ୍ସ । ଲଗାତାର ଦ୍ୱିତୀୟ ମ୍ୟାଚରେ ଦ୍ୱିତୀୟ ବିଜୟ ହାସଲ କରିଛନ୍ତି ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା । ଶୁଭମନ ଗିଲଭ୍କ ଚମତ୍କାର…
ଫେଲ ମାରିଲା ଦୁଇ ଦୁଇଟି ଅର୍ଦ୍ଧଶତକ: ନିଜ ମାଟିରେ ରାଜସ୍ଥାନଠୁ ହାରିଲା ମୁମ୍ବାଇ ପଲଟନ
ମୁମ୍ବାଇ: ଲଗାତାର ଦ୍ୱିତୀୟ ମ୍ୟାଚରେ ଦ୍ୱିତୀୟ ପରାଜୟ ବରଣ କରିଛି ମୁମ୍ବାଇ ଇଣ୍ଡିଆନ୍ସ । ଜୋସ ବଟଲରଙ୍କ ଶତକ ଆଗରେ ହାର ମାନିଛି ଇଶାନ କିଶାନ ଏବଂ ତିଲକ ବର୍ମାଙ୍କ ଅର୍ଦ୍ଧଶତକ । ଶେଷରେ ମ୍ୟାଚକୁ ୨୩ ରନରେ ଜିୀତି…
IPL-୧୫ ର ପ୍ରଥମ ସେଞ୍ଚୁରୀ: ମାତ୍ର ୬୬ ବଲରେ ଦମଦାର ଶତକ ମାରିଲେ ଜୋସ ବଟଲର
ମୁମ୍ବାଇ: ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରାଜସ୍ତାନ ରୋୟଲ୍ସ ମଧ୍ୟରେ ଚାଲିଥିବା ଦମଦାର ମ୍ୟାଚରେ ଗର୍ଜିଛି ବଟଲରଙ୍କ ବ୍ୟାଟ । ମାତ୍ର ୬୬ ବଲରେ ହାସଲ କରିଛନ୍ତି ଚଳିତ IPL ସିଜନର ପ୍ରଥମ ବ୍ୟକ୍ତିଗତ ଶତକ । ଏହି ପାଳିରେ ୧୧…
ଭାରତୀୟ ମହିଳା ଟିମର ବିଜୟ ଅଭିଯାନ ଆରମ୍ଭ: ଜୁନିୟର ହକି ବିଶ୍ୱକପରେ ୱେଲ୍ସକୁ ମାତ୍ ଦେଲା ଇଣ୍ଡିଆ
ନୂଆଦିଲ୍ଲୀ: ଜୁନିୟର ହକି ବିଶ୍ୱକପରେ ଆରମ୍ଭ ହୋଇଛି ଭାରତୀୟ ମହିଳା ଟିମର ବିଜୟ ଅଭିଯାନ । ୱେଲ୍ସକୁ ୫-୧ରେ ମାତ ଦେଇଛି ସଳାମୀ ଟେଟେଙ୍କ ଏହି ଦମଦାର ଟିମ । ଶେଷ ୫୭ ଏବଂ ୫୮ ମିନିଟରେ ୨ ପେନାଲ୍ଟି ସ୍କୋର ଭାରତ ଏହି…
୧୧ ବର୍ଷ ପୂର୍ବେ ୱାଙ୍ଖେଡେରେ ଉଡିଥିଲା ଧୋନୀଙ୍କ ହେଲିକପ୍ଟର: ସ୍ମରଣୀୟ ମୂହୂର୍ତ୍ତରେ ମନେ ପଡେ ଭାରତୀୟ ଦଳର ସଫଳତା
ନୂଆଦିଲ୍ଲୀ: ଭାରତର ବିଶ୍ୱକପ୍ ବିଜୟକୁ ପୁରିଛି ୧୧ ବର୍ଷ । ୨୦୧୧ ମସିହାର ଆଜିର ଦିନରେ ଭାରତ ନିଜର ଦ୍ୱିତୀୟ ଦିନିକିଆ ବିଶ୍ୱକପ୍ ବିଜୟୀ ହୋଇଥିଲା । ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ବିଜୟ ସୂଚକ ଛକା ମାରିବା…
ଇଣ୍ଡିଆନ୍ସ ବନାମ ରୟାଲ୍ସ ଲଢେଇ: ଅନୋଖା ମାଇଲଖୁଣ୍ଟ ହାସଲ କରିବେ ରୟାଲ୍ସ କ୍ୟାପଟେନ୍ ସାମସନ୍
ନୂଆଦିଲ୍ଲୀ: ଆଇପିଏଲର ନବମ ମ୍ୟାଚରେ ପରସ୍ପରର ସମ୍ମୁଖୀନ ହେବେ ରାଜସ୍ଥାନ ରୟାଲ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ । ଏହି ମୁକାବିଲାରେ ବିଜୟୀ ହେବା ସହିତ ରାଜସ୍ଥାନ ପଏଣ୍ଟ ଟେବଲର ଟପକୁ ଆସିବାକୁ ଚାହିଁବ । ଅନ୍ୟ ପକ୍ଷରେ ଏହି…
ମିଳିଲା ବିସିସିଆଇର ଗ୍ରୀନ୍ ସିଗିନାଲ୍: ଏଣିକି ୫୦ ପ୍ରତିଶତ ଦର୍ଶକ ଷ୍ଟାଡିୟମରେ ବସି ଦେଖିପାରିବେ ଆଇପିଏଲ୍, ଆସନ୍ତା ସପ୍ତାହରୁ ବିକ୍ରି ହେବ…
ମୁମ୍ବାଇ: କରୋନା ସଂକ୍ରମଣ ଆତଙ୍କ ନେଇ ଚଳିତ ବର୍ଷର ଆଇପିଏଲ ବିନା ଦର୍ଶକରେ ଆୟୋଜନ କରିବା ପାଇଁ ବିସିସିଆଇ ନିଷ୍ପତ୍ତି ନେଇଥିଲା । ମାତ୍ର ଦେଶରେ ଧୀରେଧୀରେ କରୋନା ସଂକ୍ରମଣ ହ୍ରାସ ପାଉଥିବା ବେଳେ ଦୈନିକ ସଂକ୍ରମଣ ୧…
ଆଇସିସି ମହିଳା ଦିନିକିଆ ବିଶ୍ୱକପ୍ ଫାଇନାଲ: ଭାରତର ଜିଏସ୍ ଲକ୍ଷ୍ମୀଙ୍କୁ ମିଳିଲା ମ୍ୟାଚ୍ ରେଫରି ଦାୟିତ୍ବ
ଖ୍ରୀଷ୍ଟଚର୍ଚ୍ଚ(ନ୍ୟୁଜିଲାଣ୍ଡ): ଭାରତର ଜିଏସ ଲକ୍ଷ୍ମୀ ଚଳିତ ଆଇସିସି ମହିଳା ଦିନିକିଆ କ୍ରିକେଟ ବିଶ୍ୱକପ ଫାଇନାଲ ମ୍ୟାଚ ପାଇଁ ମ୍ୟାଚ ରେଫରି ନିଯୁକ୍ତ ହୋଇଛନ୍ତି ।ଏଠାରେ ସୂଚାଇ ଦିଆ ଯାଇ ପାରେ ଯେ ଆଇସିସି…
ମାଲିଙ୍ଗାଙ୍କ ରେକର୍ଡ ଭାଙ୍ଗିଲେ ବ୍ରାଭୋ, ଆଇପିଏଲ୍ରେ ସର୍ବାଧିକ ୱିକେଟ ହାସଲ କଲେ
ମୁମ୍ବାଇ: ଇଣ୍ଡିଆନ ପ୍ରିମିୟର ଲିଗ(ଆଇପିଏଲ)ରେ ସର୍ବାଧିକ ୱିକେଟ ହାସଲ କରିଥିବା ଶ୍ରୀଲଙ୍କାର ପୂର୍ବତନ ପେସ୍ ବୋଲର ଲସିଥ ମାଲିଙ୍ଗାଙ୍କ ରେକର୍ଡ ଭାଙ୍ଗିଲେ ଡ୍ୱାନେ ବ୍ରାଭୋ । ମୁମ୍ବାଇ ଇଣ୍ଡିଆନ୍ସ ଫ୍ରାଞ୍ଚାଇଜ ପାଇଁ…
ୱାନଖେଡେ ଷ୍ଟାଡିୟମରେ ରସେଲ ତୋଫାନ: ପଞ୍ଜାବକୁ ବିପକ୍ଷରେ କୋଲକାତାର ଏକତରଫା ବିଜୟ
ମୁମ୍ବାଇ: ଇଣ୍ଡିଆନ ପ୍ରିମିୟର ଲିଗର ଅଷ୍ଟମ ମ୍ୟାଚରେ ଜବରଦସ୍ତ ପାଳି ଖେଳିଛନ୍ତି କୋଲକାତାର ଷ୍ଟାର ଅଲରାଉଣ୍ଡର ଆନ୍ଦ୍ରେ ରସେଲ । ପଞ୍ଜାବର ୧୩୮ ରନର ପିଛା କରି ଏକତରଫା ବିଜୟ ହାସଲ କରିଛି କୋଲକାତା । ୩୧ ବଲରେ ୮ ଛକା…