Browsing Category

ଖେଳ

ମହିଳା କ୍ରିକେଟ୍‌ ବିଶ୍ୱକପ୍‌: ଆଜି ଭାରତ ପାଇଁ ‘କର ବା ମର’ ପରିସ୍ଥିତି, ଜିତିଲେ ସେମିଫାଇନାଲ୍, ହାରିଲେ ବିଶ୍ୱକପରୁ ବିଦାୟ

ଖ୍ରୀଷ୍ଟଚର୍ଚ୍ଚ(ନ୍ୟୁଜିଲାଣ୍ଡ): ଭାରତୀୟ ମହିଳା କ୍ରିକେଟ ଦଳ ପାଇଁ କର ବା ମର ପରିସ୍ଥିତି । ଶେଷ ଲିଗ ପର୍ଯ୍ୟାୟ ମ୍ୟାଚ ହାରିଲେ ବିଶ୍ୱକପରୁ ବିଦାୟ ହେବାକୁ ପଡିବ । ଜିତିଲେ ସେମିଫାଇନାଲ ମ୍ୟାଚ ଖେଳିବା ପାଇଁ…

ଆଜିଙ୍କ୍ୟ ରାହାଣେଙ୍କ ଦମଦାର ବ୍ୟାଟିଂ: ୱାଙ୍ଖେଡେରେ ବିଜୟ ସହିତ ନାଇଟ୍ ରାଇଡର୍ସର ଅଭିଯାନ ଆରମ୍ଭ

ନୂଆଦିଲ୍ଳୀ: ଆଇପିଏଲର ଉଦଘାଟନୀ ମୁକାବିଲାରେ ଦମଦାର ବିଜୟ ହାସଲ କରିଛି କୋଲକାତା ନାଇଟ ରାଇଡର୍ସ । ପ୍ରଥମ ଥର ଦଳର ଅଧିନାୟକତ୍ୱ ଭାର ସମ୍ଭାଳିଥିବା ଶ୍ରେୟସ ଆୟରଙ୍କ ଦଳ ମୁକାବିଲାକୁ ୱିକେଟରେ ଜିତି ନେଇଛି । ଅନ୍ୟ…

ଉଦଘାଟନୀ ମ୍ୟାଚରେ ଚେନ୍ନାଇର ବ୍ୟାଟିଂ ବିପର୍ଯ୍ୟୟ: ଧୋନୀ ଧମାକା ସତ୍ୱେ କେକେଆର ଆଗରେ ୧୩୨ ରନର ବିଜୟ ଲକ୍ଷ୍ୟ

ନୂଆଦିଲ୍ଲୀ: ଆରମ୍ଭ ହୋଇଛି ଟି-୨୦ର ମହାସମର । ଇଣ୍ଡିଆନ ପ୍ରିମିୟର ଲିଗର ପ୍ରଥମ ମୁକାବିଲାରେ ପରସ୍ପରକୁ ସାମ୍ନା କରିଥିଲେ ଚେନ୍ନାଇ ସୁପର କିଙ୍ଗସ ଓ କୋଲକାତା ନାଇଟ ରାଇଡର୍ସ । ଟସ୍ ଜିତି ନାଇଟ ରାଇଡର୍ସ ପ୍ରଥମେ…

ଓଡ଼ିଶାର ଗର୍ବ ଓ ଗୌରବଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସହାୟତା: ନବୀନ ନିବାସରେ ଶ୍ରୀୟଙ୍କା ଓ ଜୟନ୍ତୀ ସମ୍ମାନିତ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନବୀନ ନିବାସ ଠାରେ ଦୁଇ ଓଡିଆ ଆନ୍ତର୍ଜାତିକ କ୍ରୀଡା ପ୍ରତିଯୋଗୀ ଶ୍ରୀୟଙ୍କା ଷଡଙ୍ଗୀ ଓ ଜୟନ୍ତୀ ବେହେରାଙ୍କୁ ନବୀନ ନିବାସ ଠାରେ ସମ୍ବର୍ଦ୍ଧିତ…

IPL 2022: CSK ବିପକ୍ଷରେ KKRର ରେକର୍ଡ ବହୁତ ଖରାପ, ଗତ ସିଜିନରେ ହାରିଥିଲା ସବୁ ମ୍ୟାଚ୍

ନୂଆଦିଲ୍ଲୀ : ଟାଟା ଆଇପିଏଲ ୨୦୨୨ର ପ୍ରଥମ ମୁକାବିଲାରେ ଆଜି ମୁହାଁମୁହିଁ ହେବେ ଡିଫେଣ୍ଡିଂ ଚାମ୍ପିଅନ ଚେନ୍ନାଇ ସୁପର କିଙ୍ଗସ ଏବଂ ଉପ ବିଜେତା କୋଲକାତା ନାଇଟ ରାଇଡର୍ସ । ଏହି ମ୍ୟାଚ୍ ଜିତି କେକେଆର ଚେନ୍ନାଇ…

ମହିଳା କ୍ରିକେଟ ପାଇଁ ଖୁସି ଖବର: ୨୦୨୩ରୁ ମହିଳା ଆଇପିଏଲ୍‌ ଯୋଜନା କରିଛି ବିସିସିଆଇ

ମୁମ୍ବାଇ: ମହିଳା କ୍ରିକେଟ ପାଇଁ ଶୁଭ ଖବର । ପୁରୁଷ ଆଇପିଏଲ ପରି ମହିଳା ଆଇପିଏଲ ଆୟୋଜନ ନେଇ ବହୁଦିନ ଧରି ଦାବି ହୋଇ ଆସୁଥିଲେ ହେଁ ବିସିସିଆଇ ଏ ଦିଗରେ କୌଣସି ସକାରାତ୍ମକ ପଦକ୍ଷେପ ନେଉନଥିଲା । ମାତ୍ର ମହିଳା…

ଆଜିଠୁ ଫଟାଫଟ୍‌ କ୍ରିକେଟ୍ ମହାକୁମ୍ଭ: ଉଦ୍‌ଘାଟନି ମ୍ୟାଚରେ ସୁରପ କିଙ୍ଗସ ଓ ନାଇଟ ରାଇଡର୍ସ ମଧ୍ୟରେ ମୁକାବିଲା

ମୁମ୍ବାଇ : ଆଜିଠୁ ଆଇପିଏଲର ପଞ୍ଚଦଶ ସଂସ୍କରଣ ଆରମ୍ଭ ହେବ  । ମୋଟ୍‌ ୩ଟି ଭେନ୍ୟୁରେ ମୁମ୍ବାଇ, ନଭି ମୁମ୍ବାଇ ଓ ପୁନେ) ଏଥର ସିଜନର ୭୦ଟି ଲିଗ୍‌ ମ୍ୟାଚ୍‌ ଖେଳାଯିବ । ବେଶ୍‌ କିଛି ଦିନ ହେଲା ପୁନେ ଓ ମୁମ୍ବାଇରେ ୧୦ଟି…

ଆଇପିଏଲ ୨୦୨୨: ମାଲାମାଲ ହେବେ ଭାଷ୍ୟକାର, ଜାଣନ୍ତୁ କାହାକୁ ମିଳିବ କେତେ ଫି

ନୂଆଦିଲ୍ଲୀ : ଆରମ୍ଭ ହେବାକୁ ଯାଉଛି ଫଟାଫଟ୍ କ୍ରିକେଟର ମଜା ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ)। ମାର୍ଚ୍ଚ ୨୬ରେ ମୁମ୍ବାଇର ଐତିହାସିକ ଓ୍ଵାଙ୍ଖେଡେ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ କୋଲକାତା ନାଇଟ୍…

ସରକାରଙ୍କ ହକି ପ୍ରୀତି ପାଇଁ ଆଥଲେଟିକ୍ସ ହନ୍ତସନ୍ତ: ଫେସବୁକ ପୋଷ୍ଟରେ ସରକାରଙ୍କୁ ଟାର୍ଗେଟ୍ କଲେ ଦୂତୀ ଚାନ୍ଦ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ରାଜ୍ୟ ସରକାରଙ୍କ କ୍ରୀଡାନୀତିକୁ ସମାଲୋଚନା କରିଛନ୍ତି ଆନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଆଥଲେଟ ଦୂତୀ ଚାନ୍ଦ । ଆଥଲେଟିକ୍ସକୁ ରାଜ୍ୟ ସରକାର ସାବତ ପୁଅ ନଜରରେ ଦେଖୁଥିବା ନେଇ ଦୂତୀ ଅଭିଯୋଗ…

IPL 2022: ଗୁଜରାଟର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା କରିବେ ଓପନିଂ ! ଶୁଭମାନ ଗିଲ୍ ଦେଲେ ସଙ୍କେତ

ମୁମ୍ବାଇ : ଭାରତୀୟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏଥର ଇଣ୍ଡିଆନ ପ୍ରିମିୟର ଲିଗ(ଆଇପିଏଲ)ରେ ନୂତନ ଭୂମିକାରେ ନଜର ଆସିବେ । ସମସ୍ତ କ୍ରିକେଟପ୍ରେମୀ ଜାଣିଛନ୍ତି ଯେ, ପାଣ୍ଡ୍ୟା ଗୁଜରାଟ ଟାଇଟନ୍ସର…