fbpx
Browsing Category

Top Stories

ଆମେରିକାର ପାକିସ୍ତାନ ପ୍ରେମ ହଠାତ୍ ବଢ଼ିଗଲା କିପରି: ଭାରତ ବିରୋଧୀ ଷଡ଼ଯନ୍ତ୍ର କରୁଛନ୍ତି କି ଦୁଇଦେଶ

ନୂଆଦିଲ୍ଲୀ: ଅତୀତରେ ଆମେରିକା-ପାକିସ୍ତାନର ପ୍ରେମ ବିଷୟରେ କାହାକୁ ଅଛପା ନାହିଁ । ଆମେରିକା ପାକିସ୍ତାନକୁ ସାହାଯ୍ୟ କରିବାର ପରିଣାମ ପରୋକ୍ଷରେ ଭୋଗିଥିଲା ଭାରତ । ତେବେ ଏହା ମଧ୍ୟରେ ଅନେକ ବର୍ଷ ବିତିଯିବା ପରେ…

Video: ପୋଲିସ୍ ସାଜିଲା ଚୋର, ପାଟ୍ରୋଲିଂ ସମୟରେ ଦୋକାନ ବାହାରେ ଶୋଇଥିବା ଯୁବକଙ୍କ ମୋବାଇଲ୍ ନେଇଗଲେ

ନୂଆଦିଲ୍ଲୀ: ଯେତେବେଳେ ରକ୍ଷକ ହୂଏ ଭକ୍ଷକ ଅର୍ଥାତ ଯଦି ବାଡ଼ ଖାଇବ ଫସଲ ଖାଇବ ତେବେ କହିବା କାହାକୁ। ସେହି ଆଧାରରେ ଯଦି ପୋଲିସ ନିଜେ ସାଧାରଣ ଲୋକଙ୍କ ଠାରୁ ଚୋରି କରିବ ତେବେ ନ୍ୟାୟ କାହାଠୁ ଆଶା କରିବା। ଏପରି ଏକ…

(Video) ଲଲିପପ୍ ପାଇଁ ଚାଲିଗଲା ୧୦ ବର୍ଷ ପୁଅର ଜୀବନ, ପରିବାରରେ ଶୋକର ଛାୟା…

ଲଲିପପ୍ ପାଇଁ ଚାଲିଗଲା ୧୦ ବର୍ଷ ପୁଅର ଜୀବନ ।  ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲ୍ଲା ମୋହନା ଥାନା ଅନର୍ଗତ ଢ଼ିମିରିଝୁଳି ଗାଁରେ । ଲଲିପପ ଖାଇବା ଯୋଗୁଁ ପୁଅର ମୃତ୍ୟୁ ହୋଇଥିବା ଥାନାରେ ଅଭିଯୋଗ ହୋଇଛି  ।…

ଆସନ୍ତା କାଲିଠୁ ଆରମ୍ଭ ହେଉଛି ପବିତ୍ର କାର୍ତ୍ତିକ ମାସ: ଜାଣନ୍ତୁ ଏହି ମାସର ମହତ୍ୱ ଏବଂ ନିୟମ

ହିନ୍ଦୁ ଧର୍ମର ଆଧ୍ୟାତ୍ମିକ ମାସ ଭାବରେ କାର୍ତ୍ତକ ମାସକୁ ବିବେଚନା କରାଯାଏ। ଏହି ମାସରେ ଦେବତତ୍ୱ ମଜବୁତ୍ ହୋଇଥାଏ। ଏହି ମାସରେ ଧନ ଏବଂ ଧର୍ମ ସମ୍ଭନ୍ଧିତ ପ୍ରୟୋଗ କରାଯାଇଥାଏ। ବର୍ଷର ସବୁ ମାସର କିଛି କିଛି ମହତ୍ୱ…

ବ୍ଲାକମେଲର ଅର୍ଚ୍ଚନାଙ୍କ କଳା ସାମ୍ରାଜ୍ୟ ଭୁଶୁଡ଼ିଲା: ସମସ୍ତ ଅପରାଧର ବିବରଣୀ ଦେଲେ DCP

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କଳାସାମ୍ରାଜ୍ୟର ରାଣୀ ଅର୍ଚ୍ଚନା ନାଗଙ୍କ ସମସ୍ତ ଗୁମର ଖୋଲି ଯାଇଛି । ଏକ ସାଧାରଣ ପରିବାରରୁ ଆସିଥିବା ଅର୍ଚ୍ଚନା କଳା କାରବାର କରି କମ୍ ଦିନ ମଧ୍ୟରେ ଅମାପ ଧନ ସମ୍ପତ୍ତିର ପାହାଡ଼ ଉପରେ…

ଭାରତ ଆଗରେ ୧୭୯ ରନର ଟାର୍ଗେଟ: ସିରାଜଙ୍କ ହାତରେ ୩ ଟି ବଡ ସଫଳତା

ନୂଆଦିଲ୍ଲୀ: ଦ୍ୱିତୀୟ ଦିନିକିଆ ମ୍ୟାଚରେ ଭାରତକୁ ୨୭୯ ରନର ଏକ ଟାର୍ଗେଟ ଦେଇଛି ସାଉଥ ଆଫ୍ରିକା । ରିଜା ହେଣ୍ଡ୍ରିକ୍ସ ଏବଂ ଆଡେନ ମାର୍କରମଙ୍କ ଦମଦାର ଅର୍ଦ୍ଧଶତକ ବଳରେ ଆଫ୍ରିକା ଏହି ସ୍କୋରରେ ପହଞ୍ଚିଛି । ୧୨୯ ରନର…

ଖେଳାଳିଙ୍କ ଉପରେ ବଜ୍ରାଘାତ: ପଡିଆରେ ପ୍ରାଣ ହରାଇଲେ ୨ ଜଣ ପ୍ଲେୟର

ସୁନ୍ଦରଗଡ: ଖେଳ ପଡିଆରେ ପ୍ରାଣ ହରାଇଛନ୍ତି ୨ ଜଣ ପ୍ଲେୟର । ନିଜ ଦଳ ପାଇଁ ଫେଳୁଥିବା ବେଳେ ପଜ୍ରାଘାତରେ ଉଭୟଙ୍କର ମୃତ୍ୟୁ ଘଟିଛି । ମ୍ୟାଚ ଚାଲିଥିବା ବେଳେ ବଜ୍ରାଘାତର ଶିକାର ହୋଇ ଉଭୟ ଖେଳାଳି ପ୍ରାଣ ହରାଇତିବା…

C-DAC ପକ୍ଷରୁ ବାହାରିଲା ୫୩୦ଟି ପଦବୀ, ଆସନ୍ତା ୨୦ ତାରିଖ ଆବେଦନର ଅନ୍ତିମ ତାରିଖ

ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ଖୁସି ଖବର ଆସିଛି । ମୋଟ ୫୩୦ଟି ପଦବୀ ପାଇଁ ବିଜ୍ଞାପନ ବାହାରିଥିବା ବେଳେ ପ୍ରାର୍ଥୀମାନେ ପ୍ରୋଜେକ୍ଟ ଆସୋସିଏଟ, ପ୍ରୋଜେକ୍ଟ ଇଞ୍ଜିନିୟର, ସିନିୟର ପ୍ରୋଜେକ୍ଟ ଇଞ୍ଜିନିୟର…

ପାର୍ବଣ ଋତୁରେ ଆସିଲା ଭଲ ଖବର: ୨୪ % ବଢ଼ିଲା ଡାଇରେକ୍ଟ ଟ୍ୟାକ୍ସ ସଂଗ୍ରହ

ନୂଆଦିଲ୍ଲୀ: ଦେଶରେ ବର୍ତ୍ତମାନ ପାର୍ବଣ ଋତୁ ଚାଲିଛି ଏବଂ ଏହାରି ମଧ୍ୟରେ ଏକ ଭଲ ଖବର ଆସିଛି । ପ୍ରକୃତରେ ସରକାରଙ୍କ ପ୍ରତ୍ୟକ୍ଷ ଟ୍ୟାକ୍ସ ସଂଗ୍ରହ ବଢ଼ିଛି । ଏଥିରେ ବାର୍ଷିକ ଆଧାରରେ ୨୪ ପ୍ରତିଶତ ବୃଦ୍ଧି ହୋଇଛି ଏବଂ…

IPL-2023 କୁ ନେଇ MS Dhoniଙ୍କ ବଡ ବୟାନ: କହିଲେ ଆସନ୍ତା ବର୍ଷ ପୁଣି ଚେନ୍ନାଇ…

ନୂଆଦିଲ୍ଲୀ: ଆଇପିଏଲ ୨୦୨୩କୁ ଆହୁରି ଅନେକ ଦିନ ବାକି ଥିଲେ ବି ଏବେଠୁ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଗଲାଣି । ବିଶେଷ କରି ଆଇପିଏଲର ସବୁଠୁ ସଫଳ ଟିମ ଚେନ୍ନାଇ ସୁପର କିଙ୍ଗସକୁ ନେଇ ଆଲୋଚନା ଜାରି ରହିଛି ।…