fbpx
Browsing Category

Top Stories

ରୌପ୍ୟ ପଦକ ବିଜେତା ମୀରାବାଈଙ୍କ ସହ ଫଟୋ ଶେଆର୍ କରି ଟ୍ରୋଲ ହେଉଛନ୍ତି ସଲମାନ

ନୂଆଦିଲ୍ଲୀ: ବଲିଉଡ୍ ଦବଙ୍ଗ ଖାନ ଅର୍ଥାତ ସଲମାନ ଖାନ ସୋସିଆଲ ମିଡିଆରେ ଆକ୍ଟିଭ ରହିଥାନ୍ତି । ସଲମାନ ତାଙ୍କ ଫ୍ୟାନଙ୍କ ସହ ସୋସିଆଲ ମଡିଆରେ ଯୋଡ଼ି ହୋଇ ରହିଥାନ୍ତି । ସଲମାନ ସୋସିଆଲ ମିଡିଆରେ ଅନେକ ପୋଷ୍ଟ ମଧ୍ୟ ଶେଆର୍…

ବିକିନି ଓ ହଟ ପ୍ୟାଣ୍ଟରେ କୁନ୍ଦ୍ରାଙ୍କ ସହ ଫଟୋ ଶେୟାର କଲେ ଶର୍ଲିନ୍; ପ୍ରମାଣ ପାଇଁ ଆଉ କଣ ଦରକାର

ମୁମ୍ବାଇ: ରାଜ କୁନ୍ଦ୍ରା ପର୍ଣ୍ଣୋଗ୍ରାଫି ମାମଲାରେ ଆଉ ଏକ ପ୍ରମାଣ ସାମ୍ନାକୁ ଆସିଛି । ରାଜ କୁନ୍ଦ୍ରାଙ୍କ ସହିତ ଏକ ଫଟୋ ଶେୟାର କରି ଇଣ୍ଟରନେଟରେ ନିଆଁ ଲଗାଇଛନ୍ତି ଶର୍ଲିନ ଚୋପ୍ରା । ଶର୍ଲିନ ଚୋପ୍ରା ଏକ କଳା ହଟ…

ଯୁବ ଫଟୋଗ୍ରାଫରଙ୍କୁ ଶୁଭେଚ୍ଛା ଜଣାଇଲେ ନବୀନ; ଲେଖିଲେ ଏମିତି

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମନ୍ଦିରର ଏକ ଫଟୋ ଶେୟାର କରିଛନ୍ତି । ଏହା ସହିତ ଏହି ଫଟୋ ଶେୟାର କରି ଯୁବ ଫଟୋଗ୍ରାଫର ସମରେନ୍ଦ୍ର ଦାଶଙ୍କୁ…

ବନ୍ଧାହେଲେ କୋଟିପତି ଜେଇ

ଭୁବନେଶ୍ୱର: କେନ୍ଦୁଝର ଯୋଡ଼ା ବ୍ଲକର କୋଟିପତି ଜେଇ କ୍ଷେତ୍ରବାସୀ ମହାନ୍ତ ଗିରଫ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ଗିରଫ କଲା ଭିଜିଲାନ୍ସ । ସମଗ୍ର ଶିକ୍ଷା ବିଭାଗରେ ବୈଷୟିକ ପରାମର୍ଶଦାତା ଅଛନ୍ତି…

ଆଖି ପିଛୁଳାକେ ଗାଏବ ହୋଇଗଲା ୪ ହଜାର ୫୦୦ କୋଟି; ଚୋରଙ୍କୁ କହିଲେ ଆସ ଚାକିରି କରିବ

ନୂଆଦିଲ୍ଲୀ: ଆଖି ପିଛୁଳାକେ ଲୁଟି ନେଲେ ୪ ହଜାର ୫୦୦ କୋଟି ଆଉ ତା ପୁଣି ବିନା ଉପସ୍ଥିତିରେ । ହ୍ୟାକିଂ କରି ୪୫୦୦ କୋଟିର କ୍ରିପ୍ଟୋକରେନ୍ସି ଲୁଟିବା ପରେ ଅର୍ନ୍ତଦ୍ଧାନ ହୋଇ ଯାଇଛନ୍ତି ସାଇବର ଲୁଟେରା । ଏଥେରିୟନ ଓ…

ଡିଜିପି ଡିସ୍କ ପୁରସ୍କାର ଘୋଷିତ; ୧୦୦ ପୋଲିସ୍ ପାଇବେ ପୁରସ୍କାର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ୨୦୨୧ ମସିହା ପାଇଁ ଘୋଷଣା ହେଲା ଡିଜିପି ଡିସ୍କ ପୁରସ୍କାର । ସ୍ୱାଧୀନତା ଦିବସ ଅବସରରେ ୧୦୦ ପୋଲିସ୍ ପାଇବେ ପୁରସ୍କାର । କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ, ବଲାଙ୍ଗୀର ଏସପି ନୀତୀନ…

ଭାରତ-ଇଂଲଣ୍ଡ ସିରିଜରୁ ବାଦ ପଡିଲେ ଏହି ଷ୍ଟାର ଖେଳାଳି

ନୂଆଦିଲ୍ଲୀ: ଭାରତ ଏବଂ ଇଂଲଣ୍ଡ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ଅମୀମାଂସିତ ଭାବରେ ଶେଷ ହୋଇଥିବା ବେଳେ ଦ୍ୱିତୀୟ ମ୍ୟାଚ ପୂର୍ବରୁ ଘରୋଇ ଦଳକୁ ବଡ ଝଟକା ଲାଗିଛି । ଇଂଲଣ୍ଡର ଷ୍ଟାର ପେସ ବୋଲର ଷ୍ଟୁଆର୍ଟ ବ୍ରଡ ସମୁଦାୟ…

ଏହି ସରକାରୀ ବ୍ୟାଙ୍କରେ ରହିଛି କି ଆକାଉଣ୍ଟ, ୧ ଅକ୍ଟୋବରରୁ ବଦଳିଯିବ ଏହି ନିୟମ

ନୂଆଦିଲ୍ଲୀ: କ’ଣ ଆପଣ ସରକାରୀ ବ୍ୟାଙ୍କରେ ଖାତା ଖୋଲିଛନ୍ତି କି? ଯଦି ହଁ ତେବେ ଏହା ତେବେ ଏହା ଆପଣଙ୍କ ପାଇଁ ଜରୁରୀ ଖବର ଅଟେ । କିଛି ମାସ ପୂର୍ବେ କେନ୍ଦ୍ର ସରକାର ଇଣ୍ଡିଆନ ବ୍ୟାଙ୍କ ଏବଂ ଆହ୍ଲାବାଦ ବ୍ୟାଙ୍କର…

ପ୍ରିୟା ପାଇଁ ପାଣିଟାଙ୍କିରେ ଚଢିଲା ପାଗଳ ପ୍ରେମିକ; ହେଲେ ଡରିଲା କାହିଁକି……

ଭବାନୀପାଟଣା (ଓଡ଼ିଶା ଭାସ୍କର): ପ୍ରେମ ପାଇଁ ମଣିଷ ପାଗଳାମୀର ସବୁ ସୀମା ପାର କରିଥାଏ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲାର ଭବାନୀ ପାଟଣାରେ । ପ୍ରେମିକ ଜଣକ ଏକ ପାଣି ଟାଙ୍କି ଉପର ଚଢି ଯାଇଥିଲା…

ଚାକିରି କେଳେଙ୍କାରୀ, ପୁଣି ଜଣେ ଯୁବତୀଙ୍କ ସାଂଘାତିକ ଅଭିଯୋଗ

ଓଡ଼ିଶା ଭାସ୍କର ବ୍ୟୁରୋ: OSSC କେଳେଙ୍କାରୀରୁ ଧୀରେ ଧୀରେ ଗୁମର ଖୋଲୁଛି । ତେବେ ସରକାରୀ ବାବୁଙ୍କ କାର୍ଯ୍ୟଶୈଳୀ ଓ ଦକ୍ଷତା ଉପରେ ପ୍ରଶ୍ନର ପାହାଡ଼ ଠିଆ ହେବାରେ ଲାଗିଛି । ଦିନକୁ ଦିନ ବିଭିନ୍ନ ସରକାରୀ ବିଭାଗରେ କାମ…