Browsing Category

Top Stories

କୁଖ୍ୟାତ ଗ୍ୟାଙ୍ଗଷ୍ଟାର୍ ଗୋଗୀ ନିହତ, ରୋହିଣୀ କୋର୍ଟରେ ଦିନ ଦିପହରେ ଫାୟାରିଂ ବେଳେ ହେଲା ମୃତ୍ୟୁ

ନୂଆଦିଲ୍ଲୀ: ଦିନ ଦିପହରରେ ଦିଲ୍ଲୀ ରୋହିଣୀ କୋର୍ଟ ଭଳି ଏକ ହାଇ ସିକ୍ୟୁରିଟିଯୁକ୍ତ କୋର୍ଟରେ ଫାୟାରିଂ ହୋଇଛି । ଏହି ଫାୟାରିଂ ରେ କୁଖ୍ୟାତ ଅପରାଧି ଗୋଗୀର ମୃତ୍ୟୁ ହୋଇଛ୍ରି । କୋର୍ଟ ଭିତରେ ଆଜି ଗୋଟିଏ ଗ୍ୟାଙ୍ଗ…

ବୋଟ୍ ଦୁର୍ଘଟଣା: ଆଇସିୟୁରେ ଓଟିଭି କ୍ୟାମେରା ପର୍ସନ୍ , ଚିଫ୍ ରିପୋର୍ଟର୍ ଅରିନ୍ଦମଙ୍କୁ ରିସିଭ୍ ଡେଡ୍ ଘୋଷଣା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମୁଣ୍ଡଳୀରେ ହାତୀକୁ ବଞ୍ଚାଇବାକୁ ଯାଇ ବୋଟ୍ ଓଲଟି ପଡ଼ିଥିଲା । ଏହା ଭିତରେ ସୂଚନା ମିଳିଛି ଯେ, ବୋଟ୍ ରେ ଓଟିଭିର ଥିବା ରିପୋର୍ଟର ଅରିନ୍ଦମ ଦାସଙ୍କ ମୃତ୍ୟୁ ହୋଇଯାଇଛି । ତାଙ୍କ ସହିତ…

ବୋଟ୍ ଦୁର୍ଘଟଣା: ଓଟିଭି ଚିଫ୍ ରିପୋର୍ଟର୍ ଅରିନ୍ଦମଙ୍କ ଦେହାନ୍ତ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମୁଣ୍ଡଳୀରେ ହାତୀକୁ ବଞ୍ଚାଇବାକୁ ଯାଇ ବୋଟ୍ ଓଲଟି ପଡ଼ିଥିଲା । ତେବେ ସେମାନଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରଖାଯାଇଥିଲା । ଏହା ଭିତରେ ସୂଚନା ମିଳିଛି ଯେ, ବୋଟ୍ ରେ ଓଟିଭିର ଥିବା ରିପୋର୍ଟର…

ଚଳନ୍ତା ଟ୍ରେନରେ ଡ୍ରେସ୍ ବଦଳାଇବାକୁ ଯାଇ ଗାୟବ୍ ହୋଇଗଲା ପତ୍ନୀ, ଦେଢ଼ ମାସପରେ ପ୍ରେମିକ ଘରୁ….

ନୂଆଦିଲ୍ଳୀ: ଚଳନ୍ତା ଟ୍ରେନ୍ ରେ ଟଏଲେଟ୍ କୁ ଡ୍ରେସ୍ ବଦଳାଇବାକୁ ଯାଇଥିବା ସମୟରେ ହଠାତ୍ କୁଆଡେ ଗାୟବ୍ ହୋଇଯାଇଥିଲା ସ୍ତ୍ରୀ । କିନ୍ତୁ ଦେଢ଼ ମାସ ପରେ ତାର ଠିକଣା ମିଳିଥିଲା । ତେବେ ସେ କୁଆଡେ ଗାୟବ୍ ହୋଇନଥିଲା ବରଂ…

କେନ୍ଦ୍ର ପରିବହନ ମନ୍ତ୍ରୀଙ୍କ ଘୋଷଣା: ଦେଶରେ ଚାଲିବ ୨ ପ୍ରକାର ଇନ୍ଧନରେ ଚାଲୁଥିବା ଗାଡ଼ି

ନୂଆଦିଲ୍ଲୀ: କେନ୍ଦ୍ର ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରୀ ନୀତୀନ ଗଡ଼କରୀ ଦୀର୍ଘଦିନ ଧରି ଭାରତୀୟ ପରିବହନ କ୍ଷେତ୍ର ପାଇଁ ବାୟୋ ଇନ୍ଧନ ଯାନ ଉପରେ ଗୁରୁତ୍ୱାରୋପ କରିଆସୁଛନ୍ତି । ଏହାରି ମଧ୍ୟରେ ମନ୍ତ୍ରୀ ଘୋଷଣା…

ବିପଦରେ Android Phone ବ୍ୟବହାର କରୁଥିବା ବ୍ୟାଙ୍କ ଗ୍ରାହକ: ସତର୍କ ରହିବାକୁ ଚେତାବନୀ ଦେଲା ଏହି କେନ୍ଦ୍ରୀୟ ସଂସ୍ଥା

ନୂଆଦିଲ୍ଲୀ: ଯଦି ଆପଣ ଆଣ୍ଡ୍ରଏଡ ଫୋନରେ ଅନଲାଇନ ବ୍ୟାଙ୍କିଂ କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ଆସିଛି । ଦେଶର ଫେଡେରାଲ ସାଇବର ସିକ୍ୟୁରିଟି ଏଜେନ୍ସି ନିକଟରେ ଏକ ତାଜା ଆଡଭାଇଜରୀ ଜାରି କରିଛି…

ଜବରଦଖଲ ଉଚ୍ଛେଦକୁ ବିରୋଧ କରି ହିଂସାକାଣ୍ଡ: ପୋଲିସ ଗୁଳିରେ ୨ ମୃତ

ଦରାଙ୍ଗ: ଆସାମରେ ଜବରଦଖଲକୁ ନେଇ ହିଂସାକାଣ୍ଡ ଦେଖିବାକୁ ମିଳିଛି । ଦାରଙ୍ଗ ଜିଲ୍ଲା ଧୌଲପୁର ଗୋରୁଖୁଟି ଅଞ୍ଚଳରେ ସ୍ଥାନୀୟ ଲୋକେ ଓ ପୋଲିସ ମଧ୍ୟରେ ହୋଇଛି ଏହି ହିଂସାକାଣ୍ଡ । ପୋଲିସ ଗୁଳିରେ ୨ ଜଣଙ୍କ ମୃତ୍ୟୁ…

ମାଷ୍ଟରକ୍ୟାଣ୍ଟିନ ଛକ ଠାରେ ଜଳବାୟୁ ସତ୍ୟାଗ୍ରହ ଆୟୋଜିତ

ଭୁବନେଶ୍ୱର(ଓଡିଶା ଭାସ୍କର): ବିଶ୍ଵବ୍ୟାପୀ ଜଳବାୟୁ ସତ୍ୟାଗ୍ରହ ୨୦୨୧ ଆଜି ଭୁବନେଶ୍ୱରର ମାଷ୍ଟରକ୍ୟାଣ୍ଟିନ ଛକ ଠାରେ ବିଲୁପ୍ତ ବିପ୍ଳବ ଓଡିଶା ଓ ଫ୍ରାଇଡେ ଫର ଫିଉଚର ପକ୍ଷରୁ ଆୟୋଜିତ ହୋଇଯାଇଛି । ପାଖାପାଖି ବିଶ୍ବର…

ଅପରେସନ୍ ହାତୀ: ନଦୀ ମଝିରେ ଓଲଟିଲା ଓଡ୍ରାଫ୍ ବୋଟ୍

କଟକ(ଓଡ଼ିଶା ଭାସ୍କର): ଦୀର୍ଘ ୭ ଘଣ୍ଟା ହେଲା ମୁଣ୍ଡଳୀ ବ୍ୟାରେଜ୍ ରେ କୁନି ହାତୀ ଫସି ରହିଛି । ତେବେ ତାକୁ ଉଦ୍ଧାର କରିବାକୁ ନଦୀ ମଝିକୁ ଯାଇଥିବା ଓଡ୍ରାଫ୍ ବୋଟ୍ ବି ଓଲଟି ଯାଇଛି । ହାତୀକୁ କୂଳକୁ ଘଉଡ଼ାଇବାକୁ ବେଳେ…

ଦିଲ୍ଲୀ ଗଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦିଲ୍ଲୀ ଗସ୍ତରେ ଯାଇଛନ୍ତି । ମାଓ ମୁକାବିଲା ନେଇ ଉଚ୍ଚସ୍ତରୀୟ ବୈଠକରେ ଯୋଗଦେବେ । ଗୃହ ମନ୍ତ୍ରୀ ଅମିତ୍ ଶାହଙ୍କ ଅଧ୍ୟକ୍ଷତାରେ ମାଓ ମୁକାବିଲା ନେଇ…