Browsing Category
Top Stories
ଜଳଦ ତ୍ରିପାଠୀ ହେଲେ ମୁଖ୍ୟ ସୂଚନା କମିଶନର
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଜଳଦ ତ୍ରିପାଠୀ ହେଲେ ରାଜ୍ୟର ମୁଖ୍ୟ ସୂଚନା କମିଶନର । ତାଙ୍କୁ ଆଜି ନିଯୁକ୍ତି ଦେଇଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ । ତାମିଲନାଡ଼ୁ ପୋଲିସ୍ ଡିଜି ଦାୟିତ୍ୱ ତୁଲାଇଛନ୍ତି ଜଳଦ…
ମହିଳା ମାନେ ଓଭରଟାଇମ୍ କରିବା ଉଚିତ୍ ନୁହେଁ: ବିଜେପି ନେତ୍ରୀ ଭାରତୀ ଶେଟ୍ଟୀ
ନୂଆଦିଲ୍ଲୀ: ମହିଳା ମାନଙ୍କୁ ଅଫିସ୍ ରେ ଓଭର୍ ଟାଇମ୍ କାମ କରିବାକୁ ଅନୁମତି ମିଳିବା କଥା ନୂହେଁ । ମହିଶୂର ଗଣଦୁଷ୍କର୍ମ ଭଳି ଏକ ଗମ୍ଭୀର ବିଷୟକୁ ନେଇ ହୋଇଥିବା ଏକ ଡିବେଟରେ ଭାଗ ନେଇ ବିଜେପିର ଏମଏଲସି ଭାରତୀ ସେଟ୍ଟୀ…
ଖସିଲା ସ୍କୁଲ ଛାତ, ୨୫ ଜଣ ପିଲା ଆହତ
ହରିୟାଣା: ସ୍କୁଲ ଛାତ ଭାଙ୍ଗିବା ଫଳରେ ୨୫ ଜଣ ଛାତ୍ରଛାତ୍ରୀ ଗୁରୁତର ଭାବରେ ଆହତ ହୋଇଛନ୍ତି । ଏଭଳି ଏକ ଘଟଣା ଘଟିଛି ହରିୟାଣାର ସୋନୀପତର ଗନୌର୍ ଠାରେ । ଆହତଙ୍କ ମଧ୍ୟରୁ ୫ ଜଣ ସାଂଘାତିକ ଭାବରେ ଆହତ ହୋଇଥିବାରୁ…
ନାବାଳିକାଙ୍କୁ ୯ ମାସ ଧରି ଗଣଦୁଷ୍କର୍ମ କଲେ ୨୯ ଜଣ, ସାମିଲ ଅଛନ୍ତି ନାବାଳକ
ଥାଣେ: ଜଣେ ୧୫ ବର୍ଷୀୟା ନାବାଳିକାଙ୍କୁ ମାସେ କାଳ ଗଣଦୁଷ୍କର୍ମ କରିଛନ୍ତି ୨୯ ଜଣ ଯୌନ ରାକ୍ଷସ । ଏଥିରେ ଦୁଇଜଣ ନାବାଳିକ ମଧ୍ୟ ସାମିଲ ରହିଛନ୍ତି । ଏହିଭଳି ଏକ ଲୋମ ଟାଙ୍କୁରା ଘଟଣା ଘଟିଛି ମହାରାଷ୍ଟ୍ରର ଥାଣେ…
ନିଜ ଇଚ୍ଛାରେ ଯୌନ ସମ୍ବନ୍ଧ ରଖିଲେ ପୋକ୍ସୋ କୋର୍ଟ ଅଧୀନରେ ଅପରାଧ ନୁହେଁ: ହାଇକୋର୍ଟ
କୋଲକାତା: ଯଦି ନାବାଳିକା ନିଜ ଇଚ୍ଛାରେ ଯୌନ ସମ୍ବନ୍ଧ ରଖୁଛନ୍ତି ତେବେ ପୋକ୍ସୋ କୋର୍ଟ ଅଧୀନରେ ତାକୁ ଅପରାଧ କୁହାଯିବ ନାହିଁ । ଏକ ମାମଲାର ଶୁଣାଣି କରିବା ସମୟରେ କୋଲକାତା ହାଇକୋର୍ଟ ଏପରି କିଛି କହିଛନ୍ତି । ଏହିଭଳି…
ପ୍ରକାଶ ପାଇଲା +୩ ଦ୍ୱିତୀୟ କଟ୍ ଅଫ୍ ଲିଷ୍ଟ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): +୩ ନାମଲେଖା ପାଇଁ ଆଜି ଦ୍ୱିତୀୟ ପର୍ଯ୍ୟାୟ ମେରିଟ୍ ଲିଷ୍ଟ ପ୍ରକାଶ ପାଇଛି । ୨ୟ ପର୍ଯ୍ୟାୟ ମେରିଟ ଲିଷ୍ଟରେ ୪୦,୬୧୧ ଛାତ୍ରଛାତ୍ରୀ ମନୋନୀତ ହୋଇଛନ୍ତି । ହାୟର ଅପ୍ସନ ଆବେଦନ ୩୬,୬୮୩…
ସଇତାନ୍ ମା’: କ୍ଷୀର ପିଇବାକୁ ଜିଦ୍ କରିବାରୁ ପୁଅକୁ ଚଟାଣରେ ଫିଙ୍ଗିଦେଲା, ଆଖି ବୁଜିଲା ଗୋଟିଏ ବୋଲି ସନ୍ତାନ
କୋରବା: ଦୁନିଆରେ ମା'ର ମମତା ଠାରୁ ଆଉ କିଛି ବି ବଡ଼ ନୁହେଁ । ହେଲେ ଛତିଶଗଡ଼ରୁ ଏକ ଏପରି ମାମଲା ସାମନାକୁ ଆସିଛି ଯାହାକୁ ଶୁଣିବା ପରେ ଆପଣ ମାନେ ବି ଆଶ୍ଚର୍ଯ୍ୟ ହୋଇଯିବେ । ଏଠାରେ ଜଣେ ମାଆ ନିଜ ପୁଅକୁ ରାଗରେ ଆସି…
ସ୍ତ୍ରୀ ନେଉଥିଲା କରୋନା ଟିକା; ମୁଥ ମାରି ନର୍ସଙ୍କ ନାକ ଫଟାଇଲେ ଯୁବକ
ନୂଆଦିଲ୍ଳୀ: ସ୍ତ୍ରୀକୁ କରୋନା ଟିକା ଦେଉଥିବାରୁ ନର୍ସଙ୍କୁ ଆକ୍ରମଣ କରିଛି ଯୁବକ । ଆକ୍ରମଣ କରି ନର୍ସଙ୍କ ନାକ ଫଟାଇଦେବା ପରେ ଯୁବକ ଜଣଙ୍କ ଟିକାକରଣ କେନ୍ଦ୍ର ଛାଡି ପଳାଇଥିଲେ । ମହିଳା ଜଣଙ୍କୁ ଟିକା ପ୍ରଦାନ…
ଯଦି ଆପଣଙ୍କ ପାଖରେ ଅଛି PF ଆକାଉଣ୍ଟ ତେବେ କରନ୍ତୁ ଏହି କାମ, ମିଳିବ ୭ ଲକ୍ଷ ଟଙ୍କାର ଫାଇଦା
ନୂଆଦିଲ୍ଲୀ: କର୍ମଚାରୀ ଭବିଷ୍ୟ ନିଧି ସଙ୍ଗଠନ ବା ଇପିଏଫଓ ନିଜ ଆକାଉଣ୍ଟଧାରୀଙ୍କ ପାଇଁ ଅନେକ ସୁବିଧା ଦେଉଛି । ଆଜିକାଲି ଇପିଏଫଓର ଆକାଉଣ୍ଟଧାରୀମାନେ ସମସ୍ତ କାମ ଅନଲାଇନ୍ ମାଧ୍ୟମରେ କରିପାରିବେ । ସେହିପରି ଇ…
ଦୁଷ୍କର୍ମକୁ ପ୍ରତିରୋଧ କରିବାରୁ ମହିଳାଙ୍କ ଆଖିରେ ଏସିଡ୍ ପକାଇଦେଲେ ଦୁର୍ବୃତ୍ତ
ଭୋପାଳ: ଦିନକୁ ଦିନ ମହିଳାଙ୍କ ଉପରେ ଅତ୍ୟାଚାର ବଢ଼ିବାରେ ଲାଗିଛି । ଏହି କ୍ରମରେ ଜଣେ ୨୦ ବର୍ଷର ଯୁବତୀଙ୍କ ଆଖିରେ ଏସିଡ୍ ପକାଇଛନ୍ତି ଦୁଇଜଣ ଦୁର୍ବୃତ୍ତ । ସେମାନେ ପ୍ରଥମେ ମହିଳାଙ୍କୁ ଅପହରଣ କରିଥିଲେ ଓ ତାପରେ…