Browsing Category
Top Stories
ଆସନ୍ତା ସପ୍ତାହରେ OYOର IPO ଲଞ୍ଚ; ୮ ହଜାର କୋଟି ନିବେଶ ସଂଗ୍ରହ ଲକ୍ଷ୍ୟ
ନୂଆଦିଲ୍ଳୀ: ସଫ୍ଟବ୍ୟାଙ୍କର ହସ୍ପିଟାଲିଟି ଆପ୍ ଓୟୋ ପକ୍ଷରୁ ଏହାର ଆଇପିଓ ଲଞ୍ଚ କରାଯିବା ନେଇ ଘୋଷଣା କରାଯାଇଛି । ଆସନ୍ତା ସପ୍ତାହରେ ଲଞ୍ଚ ହେବାକୁ ଥିବା ଏହି ଇନିସିଆଲ ପବ୍ଲିକ୍ ଅଫରିଙ୍ଗ(ଆଇପିଓ)ରୁ ୮୦୦୦ କୋଟି…
ପିପିଲି ଉପନିର୍ବାଚନ: ଆଜିଠାରୁ ପୋଷ୍ଟାଲ ମତଦାନ ଆରମ୍ଭ
ପିପିଲି(ଓଡ଼ିଶା ଭାସ୍କର): ପିପିଲି ଉପନିର୍ବାଚନ ପାଇଁ ଆଜିଠାରୁ ପୋଷ୍ଟାଲ ବାଲାଟ ମତଦାନ ଆରମ୍ଭ ହୋଇଛି । ବାଲାଟ ପେପରରେ ମତଦାନ ଆଜିଠାରୁ ଆରମ୍ଭ ନେଇ ପୁରୀ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ’୮୦ରୁ…
ମୋଟୁ ଆଇଆଇସି ଗିରଫ
ମାଲକାନାଗିରି(ଓଡ଼ିଶା ଭାସ୍କର): ମାଲକାନାଗିରି ମୋଟୁ ଥାନା ଆଇଆଇସି ସୁଶାନ୍ତ ସାହୁଙ୍କୁ ଗିରଫ କରାଯାଇଛି । ସୁଶାନ୍ତଙ୍କୁ ଗିରଫ କରାଯାଇଥିବା ନେଇ ଭିଜିଲାନ୍ସ ସୂଚନା ଦେଇଛନ୍ତି । ଏ ସମ୍ପର୍କରେ ଭିଜିଲାନ୍ସ ପକ୍ଷରୁ…
ମା’ର ଜନ୍ମଦିନରେ ଭିଆଇଲା ବର୍ବର କାଣ୍ଡ; ପୁରା ପରିବାରକୁ ହତ୍ୟା କରି ନିଜେ ଆତ୍ମହତ୍ୟା କଲା ୧୫ ବର୍ଷୀୟ ବାଳକ
ନୂଆଦିଲ୍ଲୀ: ଜଣେ ୧୫ ବର୍ଷୀୟ ବାଳକ ଏମିତି କିଛି ବର୍ବର କାଣ୍ଡ ଭିଆଇଛି ଯାହା ଶୁଣିଲେ ଆପଣଙ୍କ ଲୋମ ଟାଙ୍କୁରିଯିବ । ଟେକ୍ସାସର ଏଙ୍ଗଲିସାଇଡରେ ରହୁଥିବା ଏହି ୧୫ ବର୍ଷୀୟ ଏହି ବାଳକ ଜଣଙ୍କ ନିଜ ମା’ର ଜନ୍ମଦିନ ଅବସରରେ…
ପୃଥିବୀକୁ ବଞ୍ଚାଇବାକୁ ମାସରେ ଥରେ ସଫା କରନ୍ତୁ ଜିନ୍ସ: ବିଶେଷଜ୍ଞ
ନୂଆଦିଲ୍ଲୀ: ପରିବେଶ ତଥା ପୃଥିବୀକୁ ବଞ୍ଚାଇବାକୁ ହେଲେ ଆପଣ ମାନେ ପିନ୍ଧୁଥିବା ଜିନ୍ସ ପ୍ୟାଣ୍ଟକୁ ମାସରେ ଥରେ ସଫା କରନ୍ତୁ । କାରଣ ଏହାକୁ କମ୍ ଦିନ ବ୍ୟବଧାନରେ ଧୋଇଲେ ପୃଥିବୀ ଉପରେ ଏହାର ଖରାପ ପ୍ରଭାବ ପଡ଼ିଥାଏ ।…
ରାଜ୍ୟରେ ଚିକିତ୍ସାକୁ ନେଇ ଆସିଲା ନୂଆ ନିୟମ: ଏବେ ଫାର୍ମାସିଷ୍ଟ ଦେଖିପାରିବେ ରୋଗୀ, ଅନୁମତି ଦେଲେ ସରକାର
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ରୋଗୀ ଚିକିତ୍ସାରେ ଆସିଛି କିଛି ନୂଆ ନିୟମ । ଏଣିକି ଫାର୍ମାସିଷ୍ଟ ମାନେ ମଧ୍ୟ ରୋଗୀ ଦେଖିବା ସହିତ ଡାକ୍ତରଙ୍କ ଅନୁପସ୍ଥିତିରେ ଔଷଧ ଦେଇପାରିବେ । ଏନେଇ ବିଧିବଦ୍ଧ ଭାବରେ…
Pegasus Spyware ମାମଲା; ତଦନ୍ତ କମିଟି ଗଠନ ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
ନୂଆଦିଲ୍ଲୀ: ପେଗାସସ ସ୍ପାଏୱେୟାର ମାମଲାରେ ତଦନ୍ତ କମିଟି ଗଠନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଗୁରୁବାର ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଏନ ଭି ରମନ୍ନା ତଦନ୍ତ କମିଟି ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।…
ଟ୍ରିପଲ୍ ମର୍ଡର୍ ଘଟଣା; ଠାବ ହେଲା ସ୍ୱାମୀର ମୃତଦେହ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବ୍ରଜରାଜନଗର ଟ୍ରିପଲ୍ ମର୍ଡର୍ ଘଟଣାର ଆଉ ତାଜା ଅପଡେଟ୍ ଆସିଛି । ଏହି କ୍ରମରେ ,ସ୍ୱାମୀର ମୃତଦେହ ଠାବ ହୋଇଛି । ବ୍ରଜରାଜନଗର ଥାନା ଗଙ୍ଗାନଗର ଫାଟକପଡ଼ାର ଏକ କୂଅରେ ମୃତଦେହ ଠାବ ହୋଇଛି ।…
କରୋନାର ଗମ୍ଭୀର ଲକ୍ଷଣରୁ ବଢ଼ିପାରେ ଡେଲିରିୟମର ରୋଗର ବିପଦ, ମସ୍ତିଷ୍କ ହୋଇପାରେ ଖରାପ
ୱଶିଂଟନ୍: କରୋନା ମହାମାରୀର ସଂକ୍ରମଣକୁ ନେଇ ନୂଆ ତଥ୍ୟ ଆଣିଛି ଆମେରିକାର ଏକ ଅଧ୍ୟୟନ । କରୋନା ଯୋଗୁଁ ମେଡିକାଲରେ ଭର୍ତ୍ତି ହୋଇଥିବା ୧୫୦ ରୋଗୀଙ୍କ ଉପରେ ହୋଇଥିବା ଏକ ଅଧ୍ୟୟନରେ ଜଣାପଡିଛି ଯେ, ୭୩ ପ୍ରତିଶତ…
‘ମୋ ସ୍ତ୍ରୀ ଗାଧୋଉନି, ମୋତେ ଛାଡ଼ପତ୍ର ଦରକାର’
ଅଲୀଗଡ଼: ମୋ ସ୍ତ୍ରୀ ସବୁବେଳେ ଗାଧୋଉନି, ତେଣୁ ମୋତେ ଛାଡ଼ପତ୍ର ଦରକାର । ଜଣେ ମୁସଲିମ୍ ଯୁବକ ନିଜ ସ୍ତ୍ରୀ କୁ ଛାଡ଼ପତ୍ର ଦେବା ପାଇଁ ମହିଳା ସୁରକ୍ଷା ସେଲ୍ ପାଖରେ ଏପରି କିଛି କାରଣ ରଖିଛନ୍ତି । ଏହା ଶୁଣି ଯେ କେହି ବି…