fbpx
Browsing Category

Top Stories

ପ୍ରତି ୱାର୍ଡ଼ରେ କୋଭିଡ଼ ସ୍ଥିତି ମନିଟର ନେଇ ସଚେତକ କମିଟି ଗଠିତ

ଭୁବନେଶ୍ୱର, ୨୬ା୬(ଓଡ଼ିଶା ଭାସ୍କର): କରୋନା ସମ୍ପର୍କିତ ତାଜା ଖବର ଦେଇଛନ୍ତି ରାଜ୍ୟ ସରକାର । ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବା ସଙ୍ଗେ ସଙ୍ଗେ ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା…

ସାବଧାନ୍! ପରଫ୍ୟୁମର ବ୍ୟବହାର ହୋଇପାରେ କ୍ୟାନସରର କାରଣ

ଖରାଦିନେ ଅଧିକାଂଶ ଲୋକେ ଡିଓ ଓ ପରଫ୍ୟୁମର ବ୍ୟବହାର କରନ୍ତି । କିନ୍ତୁ ଆପଣ ଜାଣିଛନ୍ତି କି, ଏଥିରେ ଥିବା ରାସାୟନିକ ପଦାର୍ଥ ଚର୍ମକୁ କ୍ଷତି କରିଥାଏ । ପରଫ୍ୟୁମର ବ୍ୟବହାର କରିବା ଦ୍ୱାରା ଅନେକ ଲୋକେ ଆଜମା, କ୍ୟାନସର…

ରାଜ୍ୟରେ ଆଉ ୧୩୧ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର, ୨୬ା୬(ଓଡ଼ିଶା ଭାସ୍କର): ରାଜ୍ୟରେ ଆଜି ୨୧୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୩୧ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସୁସ୍ଥ ସଂଖ୍ୟା ୪୪୨୨କୁ ବୃଦ୍ଧି ପାଇଛି ।…

୩ଦିନ ସଟଡ଼ାଉନ ରହିବ ପାରଳାଖେମୁଣ୍ଡି, ଜାଣନ୍ତୁ କେଉଁ କେଉଁ ଦିନ

ଭୁବନେଶ୍ୱର, ୨୬ା୬(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରୁ ସରକାର ବହୁ ପ୍ରକାର ପଦକ୍ଷେପ ନେଉଛନ୍ତି । ବହୁ ସଂଖ୍ୟକ କରୋନା ପଜିଟିଭ ବାହାରିବା କାରଣରୁ ସଟଡାଉନ ମଧ୍ୟ କରାଯାଉଛି ।…

ଆସନ୍ତା ସପ୍ତାହରେ ଜାରିହେବ ଅନଲକ୍-୨ର ଗାଇଡଲାଇନ୍!

ଭାରତରେ କରୋନା ସଂକ୍ରମଣ ସଂଖ୍ୟା ୫ ଲକ୍ଷ ଛୁଇଁବାକୁ ଯାଉଥିବା ବେଳେ ଗୋଟିଏ ଦିନରେ ସର୍ବାଧିକ ୧୭,୨୯୬ ଜଣ ଚିହ୍ନଟ ହୋଇଛନ୍ତି । ଏହାରି ମଧ୍ୟରେ ସରକାର ଅନଲକ୍-୨ ପାଇଁ ପ୍ରସ୍ତୁତି ଆରମ୍ଭ କରୁଛନ୍ତି ବୋଲି ସୂତ୍ରରୁ ଖବର…

ଆଗୁଆ ପ୍ରସ୍ତୁତ, ତ୍ୱରିତ ଉଦ୍ଧାର ପୁନର୍ଗଠନକୁ ଗୁରୁତ୍ୱ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୬ା୬(ଓଡ଼ିଶା ଭାସ୍କର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ବର୍ତ୍ତମାନ ଶେଷ ହୋଇଛି । ସେହି ବୈଠକରେ ଆଗୁଆ ପ୍ରସ୍ତୁତି, ତ୍ୱରିତ…

କଞ୍ଚାଲଙ୍କା ଏହି ସବୁ ରୋଗ ପାଇଁ ରାମବାଣ ଭଳି କାମ କରେ, ଜାଣନ୍ତୁ

ଖରାବେଳ ଖାଇବା ହେଉ କିମ୍ବା ରାତି ଖାଇବା କଞ୍ଚା ଲଙ୍କା ନଥିଲେ ଖାଦ୍ୟ ରୁଚିକର ହୋଇନଥାଏ । ଯେତେ ପ୍ରକାର ଖାଦ୍ୟ ହୋଇଥାଉ ପଛେ କଞ୍ଚାଲଙ୍କା ନଥିଲେ ଅଧୁରା ଲାଗେ । ଶୁଖିଲା ଲଙ୍କା ଅପେକ୍ଷା କଞ୍ଚାଲଙ୍କା ଶରୀର ପାଇଁ ଭଲ…