fbpx
Browsing Category

Top Stories

କୋରାପୁଟ ତହସିଲରେ ପ୍ରଥମ ଘଟଣା ,୫ଘଣ୍ଟା ମଧ୍ୟରେ ଜମିପଟ୍ଟା ପ୍ରଦାନ

କୋରାପୁଟ, ,୨୬ା୬(ଓଡ଼ିଶା ଭାସ୍କର)କୋରାପୁଟ ଉପନିବନ୍ଧକ (ସବ୍ ରେଜିଷ୍ଟାର) କାର୍ଯ୍ୟାଳୟ ଠାରେ ଗୋଟିଏ ଦିନରେ (୫ଘଣ୍ଟାରେ) ଜମି ମାଲିକାନା ହସ୍ତାନ୍ତର ବିକ୍ରିନାମା ଦଲିଲର ପଞ୍ଜିକରଣ ଏବଂ ପଟ୍ଟା ପ୍ରଦାନ କରାଯାଇଛି ।…

ବୀରମିତ୍ରପୁର ଥାନା ଆଇଆଇସି ନିଲମ୍ବିତ

ସୁନ୍ଦରଗଡ଼, ୨୬ା୬(ଓଡ଼ିଶା ଭାସ୍କର): ସୁନ୍ଦରଗଡ଼ ବୀରମିତ୍ରପୁରରେ ନାବାଳିକା ଦୁଷ୍କର୍ମ ଓ ବେଆଇନ ଭାବେ ଗର୍ଭପାତ କରାଯାଇଥିବା ଘଟଣା ଘଟିଥିଲା । ଏହି ମାମଲାରେ ବୀରମିତ୍ରପୁର ଥାନା ଆଇଆଇସି ଆନନ୍ଦ ଚନ୍ଦ୍ର ମାଝୀ ନିଲମ୍ବିତ…

ଡ଼ିଜିପିଙ୍କ ଚିଠି, ଡ୍ୟୁଟି ନଥିବା ପୋଲିସଙ୍କୁ ପୁରୀ ଯିବା ମନା

ପୁରୀ, ୨୬ା୬(ଓଡ଼ିଶା ଭାସ୍କର): ପୁରୀରେ ରଥଯାତ୍ରା ଚାଲିଛି । ମହାପ୍ରଭୁଙ୍କ ନିଳାଦ୍ରୀବିଜେ ନହେବା ଯାଏଁ ପୁରୀରେ କଟକଣା ଲାଗୁ କରାଯାଇଛି ।ଏବେ ଡ଼୍ୟୁଟି ଥିବା ପୋଲିସଙ୍କ ବ୍ୟତୀତ ଅନ୍ୟ ସମସ୍ତ ପୋଲିସଙ୍କୁ ପୁରୀ ଯିବାକୁ…

ବଡ଼ ଖବର: ରାଜ୍ୟରେ ୨୧ ଜିଲ୍ଲାରୁ ଆଉ ୨୧୮ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, ୨୬ା୬(ଓଡ଼ିଶା ଭାସ୍କର): ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହାରି ମଧ୍ୟରେ ଆଜି ୨୧ ଜିଲ୍ଲାରୁ ଆଉ ନୂଆ ୨୧୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ…

କଟକଣା ନମାନି ଶ୍ରୀଗୁଣ୍ଡିଚା ମନ୍ଦିରରେ ପଶିଲେ ଭକ୍ତ

ପୁରୀ, ୨୬ା୬(ଓଡ଼ିଶା ଭାସ୍କର): ପୁରୀ ଶ୍ରୀଗୁଣ୍ଡିଚା ମନ୍ଦିରରେ କଟକଣା ସତ୍ତ୍ୱେ ଦୁଇ ଜଣ ଭକ୍ତ ପ୍ରବେଶ କରିଥିବା ନେଇ ସୂଚନା ମିଳିଛି । ମଙ୍ଗଳା ଆଳତୀ ବେଳେ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ଭକ୍ତ । ସେବାୟତଙ୍କ ବିରୋଧ…

ଦେଶରେ ୨୪ଘଣ୍ଟାରେ ସର୍ବାଧିକ୧୭,୨୯୬ ନୂଆ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ, ୨୬ା୬: ଦେଶରେ କରୋନା ଏକ ଚିନ୍ତାଜନକ ବିଷୟ ପାଲଟିଗଲାଣି । ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪ଲକ୍ଷ ୯୦ହଜାର ୪୦୧ ଥିବା ବେଳେ ମୃତ୍ୟୁ ସଂଖ୍ୟା ୧୫ହଜାର ୩୦୧ରେ ପହଞ୍ଚିଛି । ଏବେ ୧,୮୯,୪୬୩ ଆକ୍ଟିଭ କେସ୍…

ଗଞ୍ଜାମରେ ପୁଣି ୫୦ ନୂଆ କରୋନା ପଜିଟିଭି ଚିହ୍ନଟ

ଗଞ୍ଜାମ,୨୬/୬(ଓଡିଶା ଭାସ୍କର): ସାରା ରାଜ୍ୟରେ କରୋନା ମହାମାରୀ ହୁ ହୁ ହୋଇ ବଢ଼ିବାରେ ଲାଗିଛି। ଏହାରି ମଧ୍ୟରେ ଗଞ୍ଜାମରେ ଆଉ ୫୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା…

ରହସ୍ୟମୟୀ ଗଛ, ଯାହାକୁ କାଟିଲେ ମଣିଷ ପରି ରକ୍ତ ବାହାରେ

ପ୍ରାୟତଃ କୁହାଯାଏ ଯେ ଗଛ ଓ ଉଦ୍ଭିଦଗୁଡିକରେ ଜୀବନ ଅଛି, ତାକୁ କାଟିବା ଠିକ୍ ନୁହେଁ । କିନ୍ତୁ କୌଣସି ଗଛକୁ କାଟିଲେ ମଣିଷ ପରି ରକ୍ତ ବାହାରେ ବୋଲି ଆପଣ କେବେ ବି ଭାବି ପାରିବେ କି? ଯଦି ଆପଣ ଏହାକୁ ନିଜ ଆଖିରେ…

ହୀରାକୁଦରୁ ୧୦ଟି ଗେଟ୍ ଦେଇ ବାହାରୁଛି ବନ୍ୟାଜଳ

ସମ୍ବଲପୁର,୨୬/୬(ଓଡିଶା ଭାସ୍କର): ହୀରାକୁଦରୁ ୧୦ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି । ବର୍ତ୍ତମାନ ଜଳସ୍ତର ରହିଛି ୬୧୭.୪୧ ଫୁଟ ରହିଛି ନୋଳି ଜଣା ପଡିଛି । ପ୍ରତି ସେକେଣ୍ଡରେ ପ୍ରବେଶ କରୁଛି ୯୯ ହଜାର ୧…