fbpx
Browsing Category

Top Stories

୧୦ଟି ଗେଟ୍ ଦେଇ ହୀରାକୁଦରୁ ବନ୍ୟାଜଳ ନିଷ୍କାସିତ

ସମ୍ବଲପୁର,୨୬/୬(ଓଡିଶା ଭାସ୍କର)  : ୧୦ଟି ଗେଟ୍ ଦେଇ ହୀରାକୁଦରୁ ବନ୍ୟାଜଳ ନିଷ୍କାସିତ ହେଉଛି । ବର୍ତ୍ତମାନ ହୀରକୁଡ଼ର ଜଳସ୍ତର ରହିଛି ୬୧୭.୪୧ ଫୁଟ । ପ୍ରତି ସେକେଣ୍ଡରେ  ୯୯ ହଜାର ୧ କ୍ୟୁସେକ ଜଳ ପ୍ରବେଶ କରୁଥିବା…

ପୁଣି ବଢିଲା ତେଲଦର, ଜାଣନ୍ତୁ କେତେ

ଭୁବନେଶ୍ୱର, ୨୬/୬(ଓଡିଶା ଭାସ୍କର): ଦିନକୁ ଦିନ ତେଲ ଦର ବୃଦ୍ଧି ପାଇବାରେ ଲାଗିଛି। ପୁଣିଥରେ ଆଜି ତେଲ ଦର ବଢିଥିବା ନେଇ ସୂଚନା ରହିଛି।  ଡିଜେଲରେ ୨୧ ଓ ପେଟ୍ରୋଲ ଲିଟର ପିଛା ୧୭ ପଇସା ବଢି ଥିବା ଜଣାପଡିଛି।…

ଅଗଷ୍ଟ ୧୨ ଯାଏଁ ସମସ୍ତ ଟ୍ରେନ ବାତିଲ

ଦେଶରେ କୋରୋନା ସ୍ଥିତି ଦୃଷ୍ଟିରୁ ରେଳ ବୋର୍ଡ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଦେଶବ୍ୟାପୀ ଅଗଷ୍ଟ ୧୨ ଯାଏ ବନ୍ଦ ରହିବ ସମୟ-ସାରଣୀଭୁକ୍ତ ଟ୍ରେନ୍‌ । ସମସ୍ତ ମେଲ୍‌, ଏକ୍ସପ୍ରେସ, ପାସେଞ୍ଜର ଓ…

୪ଦିନ ପାଇଁ ବ୍ରହ୍ମପୁର ସଟ୍‌-ଡାଉନ

ବ୍ରହ୍ମପୁର,୨୫/୬(ଓଡିଶା ଭାସ୍କର): କରୋନା ସଙ୍କଟକୁ ଦୃଷ୍ଟିରେ ରଖି ଜୁନ୍ ୨୭ରୁ ୩୦ ଯାଏ ୪ ଦିନ ପାଇଁ ବ୍ରହ୍ମପୁର ସଂପୂର୍ଣ୍ଣ ସଟ୍‌-ଡାଉନ ହୋଇଛି । କେବଳ କ୍ଷୀର ଓ ଜରୁରୀ ସ୍ବାସ୍ଥ୍ୟସେବା ପାଇଁ ନିୟମ କୋହଳ ହେବ।…

ଅଚାନକ୍ ବିଜୁଳି ମାରିବାରୁ ଦିନକରେ ୮୩ ଜଣଙ୍କର ଗଲାଣି ଜୀବନ

ବିହାର,୨୫ ।୬: ବିହାରରେ ଅଚାନକ୍ ବଜ୍ରପାତ ହେବାରୁ ଗୋଟିଏ ଦିନରେ ୮୩ ଲୋକଙ୍କର ମୃତ୍ୟୁ ଘଟିସାରିଛି । ଏଭଳି ଦୁଃଖଦ ଘଟଣା ବିହାରର ଗୋପାଳଗଞ୍ଜ ସିୱାନ, ମଧୁବନୀ, ମୋତିହାରୀ, ଦରଭଙ୍ଗାରେ ଘଟିଯାଇଛି । ଅଚାନକ୍ ବଜ୍ରପାତ…

ଅମାନିଆ ଭୁବନେଶ୍ୱରର ୧୦ଟି ମେଡିକାଲରେ ଯାଞ୍ଚ

ଭୁବନେଶ୍ୱର,୨୫ ।୬(ଓଡିଶା ଭାସ୍କର): କରୋନା ସଙ୍କଟ ବଢିଚାଲିଥିବା ବେଳେ ଅମାନିଆ ହେଉଛନ୍ତି ଭୁବନେଶ୍ୱରର ଘରୋଇ ମେଡିକାଲ । ଏନେଇ ଭୁବନେଶ୍ୱର ନିଗମ କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ…