fbpx
Browsing Category

Top Stories

୪ଦିନ ପାଇଁ ବ୍ରହ୍ମପୁର ସଟ୍‌-ଡାଉନ

ବ୍ରହ୍ମପୁର,୨୫/୬(ଓଡିଶା ଭାସ୍କର): କରୋନା ସଙ୍କଟକୁ ଦୃଷ୍ଟିରେ ରଖି ଜୁନ୍ ୨୭ରୁ ୩୦ ଯାଏ ୪ ଦିନ ପାଇଁ ବ୍ରହ୍ମପୁର ସଂପୂର୍ଣ୍ଣ ସଟ୍‌-ଡାଉନ ହୋଇଛି । କେବଳ କ୍ଷୀର ଓ ଜରୁରୀ ସ୍ବାସ୍ଥ୍ୟସେବା ପାଇଁ ନିୟମ କୋହଳ ହେବ।…

ଅଚାନକ୍ ବିଜୁଳି ମାରିବାରୁ ଦିନକରେ ୮୩ ଜଣଙ୍କର ଗଲାଣି ଜୀବନ

ବିହାର,୨୫ ।୬: ବିହାରରେ ଅଚାନକ୍ ବଜ୍ରପାତ ହେବାରୁ ଗୋଟିଏ ଦିନରେ ୮୩ ଲୋକଙ୍କର ମୃତ୍ୟୁ ଘଟିସାରିଛି । ଏଭଳି ଦୁଃଖଦ ଘଟଣା ବିହାରର ଗୋପାଳଗଞ୍ଜ ସିୱାନ, ମଧୁବନୀ, ମୋତିହାରୀ, ଦରଭଙ୍ଗାରେ ଘଟିଯାଇଛି । ଅଚାନକ୍ ବଜ୍ରପାତ…

ଅମାନିଆ ଭୁବନେଶ୍ୱରର ୧୦ଟି ମେଡିକାଲରେ ଯାଞ୍ଚ

ଭୁବନେଶ୍ୱର,୨୫ ।୬(ଓଡିଶା ଭାସ୍କର): କରୋନା ସଙ୍କଟ ବଢିଚାଲିଥିବା ବେଳେ ଅମାନିଆ ହେଉଛନ୍ତି ଭୁବନେଶ୍ୱରର ଘରୋଇ ମେଡିକାଲ । ଏନେଇ ଭୁବନେଶ୍ୱର ନିଗମ କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ…

ଶେଷରେ ହାରିଲା ଚୀନ୍! ଗାଲୱାନ ଘାଟିର ଝଗଡା ସ୍ଥାନରୁ ୧ କିମି ପଛକୁ ହଟାଇଲା ସେନା

ପୂର୍ବ ଲଦାଖର ଗଲୱାନ ଉପତ୍ୟକାରେ ଭାରତ-ଚୀନ ମଧ୍ୟରେ ସଂଘର୍ଷ ଧୀରେ ଧୀରେ ଶାନ୍ତ ପଡିବାରେ ଲାଗିଛି । ସୂତ୍ର ମୁତାବକ, ଗଲୱାନର ଝଗଡା ସ୍ଥାନରୁ ୧ କିଲୋମିଟର ପଛକୁ ନିଜର ସେନା ଓ ଗାଡି ହଟାଇଛି ଚୀନ୍ । ଏପରିକି ଗାଲୱାନ…

ରାଜ୍ୟରେ ଆଉ ୧୬୮ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର, ୨୫ା୬(ଓଡ଼ିଶା ଭାସ୍କର): ରାଜ୍ୟରେ ଆଜି ୨୧୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୬୮ ଜଣ ସୁସ୍ଥ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସୁସ୍ଥ ସଂଖ୍ୟା ୪୨୯୧କୁ ବୃଦ୍ଧି ପାଇଛି । ସୁସ୍ଥ…