fbpx
Browsing Category

Top Stories

ଭୁବନେଶ୍ୱରରୁ ଆଜି ୩୮ କରୋନା ଆକ୍ରାନ୍ତ ଚିହ୍ନଟ, ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ ଜଣ

ଭୁବନେଶ୍ୱର, ୨୫ା୬(ଓଡ଼ିଶା ଭାସ୍କର): ରାଜ୍ୟରେ ଆଜି ୨୧୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩୮ଜଣ ଆକ୍ରାନ୍ତ ଭୁବନେଶ୍ୱରର ବୋଲି ଜଣାପଡ଼ିଛି । ଚିହ୍ନଟ ହୋଇଥିବା ୩୮ଜଣଙ୍କ ମଧ୍ୟରୁ ୨୫ଜଣ ହୋମ…

ସିବିଏସଇ ପରୀକ୍ଷା ବାତିଲ

ଭୁବନେଶ୍ୱର, ୨୫ା୬(ଓଡ଼ିଶା ଭାସ୍କର): ଦେଶ ହେଉ କିମ୍ବା ରାଜ୍ୟ ସବୁଠାରେ କରୋନା କାୟା ବିସ୍ତାର କରିବାରେ ଲାଗିଛି । ଏନେଇ କଲେଜ ଓ ସ୍କୁଲ ବନ୍ଦ ରଖାଯିବା ସହ ପ୍ରାୟ ସବୁ ପରୀକ୍ଷାକୁ ମଧ୍ୟ ବାତିଲ କରାଯାଇଛି । ଏହାରି…

ଅଚାନକ୍ ବିଜୁଳି ମାରିବାରୁ ୨୩ ଲୋକଙ୍କର ଚାଲିଗଲା ଜୀବନ

ବିହାର,୨୫ ।୬: ଅଚାନକ୍ ବଜ୍ରପାତ ହେବାରୁ ୨୩ ଳୋକଙ୍କର ମୃତ୍ୟୁ ଘଟିଛି । ଏଭଳି ଦୁଃଖଦ ଘଟଣା ବିହାରର ଗୋପାଳଗଞ୍ଜ ସିୱାନ, ମଧୁବନୀ, ମୋତିହାରୀ, ଦରଭଙ୍ଗାରେ ଘଟିଯାଇଛି । ଏଥିରୁ ୧୩ ଜଣ ଭୋପାଳଗଞ୍ଜର ହୋଇଥିବା ବେଳେ…

ମାଓବାଦୀଙ୍କ ଲଙ୍କାକାଣ୍ଡ, ଜାଳିଦେଲେ ୬ଟି ଗାଡ଼ି

ମାଲକାନଗିରି, ୨୫ା୬(ଓଡ଼ିଶା ଭାସ୍କର): ମାଲକାନଗିରି ସୀମାରେ ମାଓବାଦୀମାନେ ଲଙ୍କାକାଣ୍ଡ ଘଟାଇଥିବା ସୂଚନା ମିଳିଛି । ସେମାନେ ରାସ୍ତା ନିର୍ମାଣକୁ ବିରୋଧ କରି ୬ଟି ଗାଡ଼ି ଜାଳି ଦେଇଛନ୍ତି । ସୁକମା କୁକାନାର ଥାନା…

ପାରାଦୀପରେ ଇଣ୍ଡିଆନ ଅଏଲ୍‌ର PADC ଉଦଘାଟନ ସମୟରେ କଣ କହିଲେ ମୁଖ୍ୟମନ୍ତ୍ରୀ ?

ପାରାଦୀପ, ୨୫।୬(ଓଡ଼ିଶା ଭାସ୍କର): ପାରାଦୀପରେ ଇଣ୍ଡିଆନ ଅଏଲ୍‌ର ଉତ୍ପାଦ ପ୍ରୟୋଗ ଓ ବିକାଶ କେନ୍ଦ୍ରକୁ ଆଜି ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଭର୍ଚୁଆଲ…

ଶସ୍ତା ହୋଇଗଲା ସୁନା-ରୂପା, ଆସନ୍ତୁ ଜାଣିବା ଆଜିର ଦର..

ଗୋଟିଏ ଦିନ ପୂର୍ବରୁ ଇତିହାସ ରଚିବା ପରେ ଆଜି ପୁଣି ଶସ୍ତା ହୋଇଛି ସୁନା । ଆଜି ସକାଳୁ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ପିଛା ୩୩୯ ଟଙ୍କା ଶସ୍ତା ହୋଇଛି । ଏହି କ୍ରମରେ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ପ୍ରତି ୪୮,୨୩୬…

ଜୁଲାଇ ୩୧ ପରେ ସ୍କୁଲ ଖୋଲିବ

ଭୁବନେଶ୍ୱର,୨୫ ।୬(ଓଡିଶା ଭାସ୍କର): କରୋନା ମହାମାରୀ ପାଇଁ ରାଜ୍ୟର ଅବସ୍ଥା ବେହାଲ ହୋଇପଡିଛି । ଅର୍ଥବ୍ୟବସ୍ଥା ସହ ଶିକ୍ଷାବ୍ୟବସ୍ଥା ଉପରେ ଏହାର ଅଧିକ ପ୍ରଭାବ ପଡିଛି । ଏହାରି ମଧ୍ୟରେ ଜୁଲାଇ ୩୧ ପରେ ସ୍କୁଲ ଖୋଲିବା…