fbpx
Browsing Category

Top Stories

ଆଜି ଆଡ଼ପ ମଣ୍ଡପକୁ ବିଜେ କରିବେ ତିନି ଠାକୁର

ପୁରୀ,୨୪/୬(ଓଡିଶା ଭାସ୍କର): ଆଜି ଆଡ଼ପ ମଣ୍ଡପକୁ ବିଜେ କରିବେ ତିନି ଠାକୁର। ସନ୍ଧ୍ୟା ଆଳତି ଓ ଧୂପ ପରେ ଗୋଟି ପହଣ୍ଡିରେ ଜନ୍ମବେଦିକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି। ଅଳ୍ପ ସେବାୟତରେ ସମସ୍ତ ନୀତିକାନ୍ତି…

ଟିକଟକ କରିବା ପଡ଼ିଲା ମହଙ୍ଗା, ନଦୀରେ ଭାସିଯାଇ ଛାତ୍ରୀଙ୍କ ମୃତ୍ୟୁ

ଜଗତସିଂହପୁର, ୨୩ା୬(ଓଡ଼ିଶା ଭାସ୍କର): ସମସ୍ତ ଏବେ ଟିକଟକ ମାୟାରେ ବାୟା । ପିଲାଠୁ ବୟସ୍କ ସମସ୍ତେ ଟିକଟକ କରିବାରେ ଲାଗିପଡ଼ିଛନ୍ତି । ସେହି ଟିକଟକ କଲା ବେଳେ ନଦୀରେ ଭାସିଗଲେ ଚାରି ଜଣ । ଚାରି ଜଣଙ୍କର ମଧ୍ୟରୁ ଜଣେ…

ପତଞ୍ଜଳି କରୋନା ଔଷଧର ପ୍ରଚାର ବନ୍ଦ କରିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ, ୨୩ା୬: ପତଞ୍ଜଳି ଆୟୁର୍ବେଦ ଦ୍ୱାରା କରୋନା ଔଷଧ ପ୍ରସ୍ତୁତ ହୋଇଥିବା ସୂଚନା ମିଳିଛି । ଏହି ପ୍ରସଙ୍ଗରେ ବିଜ୍ଞାପନରେ ଦାବିର ସତ୍ୟତା ଜାରି ନଥିବା ସ୍ପଷ୍ଟ କରିଛି ଆୟୁଷ ମନ୍ତ୍ରାଳୟ । ସଂସ୍ଥାଠାରୁ ଔଷଧ…

ସନ୍ଧ୍ୟା ୭ଟାରୁ ପୁରୀରେ କର୍ଫ୍ୟୁ କୋହଳ

ପୁରୀ, ୨୩ା୬(ଓଡ଼ିଶା ଭାସ୍କର): ଶରଧାବାଲି ଯାଏ ରଥଟଣା ପରେ ପୁରୀରେ କର୍ଫ୍ୟୁ କୋହଳ ହେବ । ବଡ଼ଶଙ୍ଖ, ମାଟିଆପଡ଼ାରୁ ମାଉସୀ ମା ମନ୍ଦିର ଯାଏ କର୍ଫ୍ୟୁ ବଳବତ୍ତର ରହିବ । ଆସନ୍ତାକାଲି ରାତି ୧୦ଟା ପର୍ଯ୍ୟନ୍ତ ଏହା ବଳବତ୍ତର…

ସହଯୋଗ ପାଇଁ ପୁରୀ ଜନସାଧାରଣଙ୍କୁ ଧନ୍ୟବାଦ: ମୁଖ୍ୟମନ୍ତ୍ରୀ

ପୁରୀ,୨୩ା୬(ଓଡ଼ିଶା ଭାସ୍କର): ଗୁଣ୍ଡିଚା ମନ୍ଦିର ଆଗରେ ଲାଗିଲା ତିନି ରଥ । ଶରଧାବାଲିରେ ତାଳଧ୍ୱଜ, ଦର୍ପଦଳନ ଓ ନନ୍ଧିଘୋଷ ରଥ ଲାଗିଛି । ଆସନ୍ତାକାଲି ଜନ୍ମବେଦୀ ଆଡ଼ପ ମଣ୍ଡପକୁ ବିଜେ କରିବେ ତିନି ଠାକୁର ।…

ବର୍ଷା ପରେ ଆକାଶରେ କାହିଁକି ଦେଖାଯାଏ ଇନ୍ଦ୍ରଧନୁ? ଜାଣନ୍ତୁ କାରଣ..

ଇନ୍ଦ୍ରଧନୁକୁ କିଏ ବା ନଦେଖିଛି । ବର୍ଷା ଦିନେ ପ୍ରାୟତଃ ଇନ୍ଦ୍ରଧନୁ ଆକାଶରେ ଦେଖାଦେଇଥାଏ । ସେଥିରେ ଥିବା ୭ଟି ରଙ୍ଗ ଆକାଶକୁ ବେଶ ସଜାଇ ଦେଇଥାଏ । କିନ୍ତୁ ଆପଣ କେବେ ଭାବିଛନ୍ତି କି, ବର୍ଷା ଦିନେ କାହିଁକି…

ଅଜବ ନିୟମ! ଯେଉଁଠି ଝିଅ ବାହାଘର ପାଇଁ ଦିଆଯାଏ ୨୧ଟି ବିଷାକ୍ତ ସାପ, ନହେଲେ ସବୁ ବନ୍ଦ

ସାଧାରଣତଃ ଝିଅ ବାହାଘରରେ ପିତା ତାଙ୍କୁ ଟଙ୍କା, ଅଳଙ୍କାର, ଗାଡି ଇତ୍ୟାଦି ଉପହାରରେ ଦେଇଥାନ୍ତି । କିନ୍ତୁ ବାହାଘରରେ ସାପକୁ ଯୌତୁକରେ ଦେଉଥିବା କଥା କେବେ ଶୁଣିଛ କି? ଅବିଶ୍ୱାସ ହେଲେ ବି କଥାଟି ୧୦୦% ସତ । ଏଭଳି ଏକ…

ରାଜ୍ୟରେ ଆଉ ୧୨୫ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର, ୨୩ା୬(ଓଡ଼ିଶା ଭାସ୍କର): ରାଜ୍ୟରେ ଆଜି ୧୬୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୨୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସୁସ୍ଥ ସଂଖ୍ୟା ୩୯୮୮କୁ ବୃଦ୍ଧି…

ସଫଳ ରହିଲା ଆଲୋଚନା, ଏବେ ସୀମାରୁ ସେନା ହଟାଇବେ ଭାରତ-ଚୀନ୍

ଭାରତ-ଚୀନ ମଧ୍ୟରେ ଜୁନ୍ ୨୨ରେ ହୋଇଥିବା ଲେଫ୍ଟିନେଣ୍ଟ ସ୍ତରର ଆଲୋଚନା ସଫଳ ହୋଇଛି । ଲଦାଖରେ ସୀମା ସ୍ଥିତି ନେଇ ଭାରତ-ଚୀନ୍ ସେନାସ୍ତରୀୟ କଥାବାର୍ତ୍ତା ସଫଳ ପରେ ସୀମାରୁ ସୈନ୍ୟ ହଟାଇବାକୁ ଉଭୟ ଦେଶ ରାଜି ହୋଇଛନ୍ତି ।…

ସିଧାପ୍ରସାରଣ ବେଳେ ତିନିଠାକୁରଙ୍କୁ ଦେଖି ପ୍ରଣାମ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୩ା୬(ଓଡ଼ିଶା ଭାସ୍କର): ଆଜି ପବିତ୍ର ରଥଯାତ୍ରା । ଗତକାଲି ସୁପ୍ରିମକୋର୍ଟ ଅନୁମତି ଦେବା ପରେ ଆଜି ପୁରୀରେ ବଡ଼ଦାଣ୍ଡରେ ଗଡ଼ିଛି ରଥ । କିନ୍ତୁ କଟକଣା ଓ ବିନା ଭକ୍ତରେ ରଥଯାତ୍ରା କରାଯିବା ନେଇ ସର୍ତ୍ତ…