fbpx
Browsing Category

Top Stories

ଭୁବନେଶ୍ୱରରୁ ଆଜି ୨କରୋନା ଆକ୍ରାନ୍ତ ଚିହ୍ନଟ , ଜାଣନ୍ତୁ କେଉଁ ଅଞ୍ଚଳର

ଭୁବନେଶ୍ୱର, ୨୩ା୬(ଓଡ଼ିଶା ଭାସ୍କର): ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଆଜି ରାଜ୍ୟରେ ୧୬୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨ଜଣ ଭୁବନେଶ୍ୱରର…

ସ୍ୱାମୀ ରାମଦେବଙ୍କ ଘୋଷଣା – ‘ପତଞ୍ଜଳୀ ପ୍ରସ୍ତୁତ କରିସାରିଛି କରୋନା ଔଷଧ, ୭ ଦିନ ମଧ୍ୟରେ ୧୦୦% ସୁସ୍ଥ’

ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିବାରେ ଲାଗିଛି କରୋନା ମହାମାରୀ । କିନ୍ତୁ ବର୍ତ୍ତମାନ ସୁଦ୍ଧା ଏହାର ମୁକାବିଲା କରିବା ପାଇଁ କୌଣସି ଔଷଧ ବା ଟୀକା ବାହାରି ପାରିଲା ନାହିଁ । ଏହାରି ମଧ୍ୟରେ କରୋନା ମହାମାରୀକୁ ଦୂର…

କରୋନା ପାଇଁ ଚଳିତବର୍ଷ ହଜ୍ ବାତିଲ

ନୂଆଦିଲ୍ଲୀ, ୨୩ା୬: ସାରା ବିଶ୍ୱରେ କାୟା ବିସ୍ତାର କରିବାରେ ଲାଗିଛି କରୋନା । ତେଣୁ କରୋନା ପାଇଁ ଚଳିତବର୍ଷ ହଜ ବାତିଲ କରିଛନ୍ତି କେନ୍ଦ୍ର ସରକାର । ସାଉଦି ଆରବକୁ ୨.୩ ଲକ୍ଷ ହାଜିଙ୍କ ଯାତ୍ରା ଚଳିତବର୍ଷ ବାତିଲ…

ପରୀକ୍ଷାରେ ଖୁଲମ୍ ଖୁଲା କପି, ଭାଇରାଲ ହେଉଛି ସିସିଟିଭ୍ ଫୁଟେଜ

ଦ୍ୱାଦଶ ବୋର୍ଡ ପରୀକ୍ଷାରେ ଚାଲିଛି ଖୁଲମ୍ ଖୁଲା କପି । ନା କିଏ କହିବାକୁ ଅଛି ନା କିଏ ଡରାଇବାକୁ ଅଛି । କିନ୍ତୁ କ୍ଲାସରୁମରେ ସିସିଟିଭି ଲାଗିଛି ବୋଲି ପିଲା ଭୁଲି ଯାଇଛନ୍ତି । ଏଭଳି ଏକ ଠକେଇ ଘଟଣାର ଦୃଶ୍ୟ ଏବେ…

ସରିଲା ଛେରାପହଁରା ନୀତି, ରଥଟଣା ଆରମ୍ଭ

ପୁରୀ,୨୩ ।୬(ଓଡିଶା ଭାସ୍କର): ଘଣ୍ଟ କାହାଳୀ ସହ ମର୍ଦ୍ଦଳର ତାଳେ ତାଳେ ଚତୁର୍ଦ୍ଧମୂର୍ତ୍ତି ପହଣ୍ଡିରେ ଆସି ରଥରେ ବିରାଜମାନ କରିବା ପରେ ସମ୍ପର୍ଣ୍ଣ ହୋଇଛି ଛେରାପହଁରା ନୀତି । ତିନି ତଥରେ ଛେରାପହଁରା କରିଛନ୍ତି…

କଟକରେ କରୋନା ନେଲା ୨ ଜୀବନ, ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

କଟକ,୨୩ ।୬(ଓଡିଶା ଭାସ୍କର): ରାଜ୍ୟରେ ଦିନକୁ ଦିନ ନିଜର କାୟା ବିସ୍ତାର କରିବାରେ ଲାଗିଛି କରୋନା ମହାମାରୀ । ଆଜି ରାଜ୍ୟରେ ୧୬୭ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୨ ଜଣଙ୍କର ଜୀବନ ନେଇଛି କରୋନା । ୨ ଜଣ ମୃତକ…

ବଡ ଖବର: ରାଜ୍ୟରେ ଆଉ ୧୬୭ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର,୨୩ ।୬(ଓଡିଶା ଭାସ୍କର): ଗୋଟିଏ ପଟେ ବିଶ୍ୱ ପ୍ରସିଦ୍ଧି ରଥଯାତ୍ରା ଚାଲିଥିବା ବେଳେ ଅନ୍ୟପଟେ ରାଜ୍ୟରେ ଆଉ ୧୬୭ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ୧୮ଟି ଜିଲ୍ଲାରୁ ୧୬୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି…

ସରିଲା ଚତୁର୍ଦ୍ଧାମୂର୍ତ୍ତିଙ୍କ ପହଣ୍ଡି ନୀତି: ତିନି ରଥରେ ରଥାରୂଢ ହେଲେ ତିନି ଠାକୁର

ପୁରୀ,୨୩ ।୬(ଓଡିଶା ଭାସ୍କର): ଆଜି ହେଉଛି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ଏହାରି ମଧ୍ୟରେ ପୁରୀରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ପହଣ୍ଡିି ବିଜେ ନୀତି ଶେଷ ହୋଇଛି । ତିନି ରଥରେ ରଥାରୂଢ ହୋଇଛନ୍ତି ଦିନ ଠାକୁର । ଦେବୀ…

ଏନ୍‌କାଉଣ୍ଟରରେ ପୁଣି ଟଳିଲେ ୨ଆତଙ୍କୀ, କିନ୍ତୁ ଜଣେ ଯବାନ ସହିଦ

ଜାମ୍ମୁ-କାଶ୍ମୀରର ପୁଲଓ୍ୱାମାରେ ପୁଣି ଥରେ ମୁଁହାମୁଁହି ହୋଇଛନ୍ତି ସୁରକ୍ଷାକର୍ମୀ-ଆତଙ୍କବାଦୀ। ଏହି ଏନ୍‌କାଉଣ୍ଟରରେ ଦୁଇ ଜଣ ଆତଙ୍କୀ ନିହତ ହୋଇଥିବା ଜଣାପଡିଛି । କିନ୍ତୁ ଦୁଃଖର ଖବର ଆସିଛି ଯେ, ଏନ୍‌କାଉଣ୍ଟରେ ଜଣେ…

ପାପ ପୁଣ୍ୟର ସିଡ଼ି

ପାପ ଓ ପୁଣ୍ୟ ସମସ୍ତଙ୍କର ଭଗବାନ ହିଁ ନିରୂପଣ କରିଥାନ୍ତି । କଥାରେ ଅଛି ଭଗବାନଙ୍କ ବିନା ଗଛର ପତ୍ର ମଧ୍ୟ ଚଳନ କରିନଥାଏ । ଭଗବାନ ସମସ୍ତଙ୍କ କର୍ମକୁ ଦେଖି ଫଳ ଦେଇଥାନ୍ତି । ଭଲ କର୍ମ କଲେ ପୁଣ୍ୟ ଓ ଖରାପ କାର୍ଯ୍ୟ…