fbpx
Browsing Category

ଖବର

(Video) ଏମିତିବି ଆସେ ମୃତ୍ୟୁ! ଟ୍ରକ୍ ତଳେ ଚାପି ହୋଇ ଗୋଟିଏ ପରିବାର ୩ ସଦସ୍ୟଙ୍କ ମୃତ୍ୟୁ…

ପଞ୍ଜାବରେ ନୱାସହର ଜିଲ୍ଲାରେ ଚଣ୍ଡିଗଡ଼ ଫଗୱାଡ଼ା ସଡ଼କରେ ମଙ୍ଗଳବାର ଏକ ଭୀଷଣ ସଡ଼କ ଦୁର୍ଘଟଣା ଦେଖିବାକୁ ମିଳିଛି । ଯେଉଁଥିରେ ଗୋଟିଏ ପରିବାରର ତିନି ସଦସ୍ୟଙ୍କ ମୃତ୍ୟୁ ହୋଇଛି । ଏହି ଦୁର୍ଘଟଣାରେ ଅନ୍ୟ ଏକ କାରରେ ଥିବା…

ଆକାଶରେ ଦିଶିଲା ରହସ୍ୟମୟ ଆଲୋକ: ଭୟରେ ଲୋକେ କହିଲେ ଏଲିୟନ

ଲକ୍ଷ୍ନୌ:  ମଙ୍ଗଳବାର ଉତ୍ତରପ୍ରଦେଶ ଲକ୍ଷ୍ନୌଠାରେ ଏକ ଆଶ୍ଚର୍ଯ୍ୟକର ଘଟଣା ଦେଖିବାକୁ ମିଳିଥିଲା । ଯେଉଁଠାରେ ଆକାଶରେ ଏକ ରହସ୍ୟମୟ ଆଲୋକଙ୍କୁ ଦେଖି ଭୟଭୀତ ହୋଇଯାଇଥିଲେ । ଏହି ରହସ୍ୟମୟ ଆଲୋକ ଆକାଶରେ ଟ୍ରେନ୍ ଭଳି…

UPI ଏବଂ Credit Card ର ବଢ଼ୁଥିବା ବ୍ୟବହାର ଚାହିଦା ବଢ଼ିବାର ସଙ୍କେତ: ଏକ୍ସପର୍ଟ 

ନୂଆଦିଲ୍ଲୀ: କ୍ରେଡିଟ୍ କାର୍ଡ ଏବଂ ୟୁପିଆଇ ପେମେଣ୍ଟର ବଢ଼ୁଥିବା ବ୍ୟବହାର ଚାହିଦା ବଢ଼ିବାର ସଙ୍କେତ ମିଳୁଛି । ଏଭଳି କିଛି ଅନୁମାନ କରିଛନ୍ତି ଏକ୍ସପର୍ଟ ଏବଂ ବଜାର ସହ ଜଡ଼ିତ ବିଶେଷଜ୍ଞ । ବଢ଼ୁଥିବା ବ୍ୟବହାର କୋଭିଡ୍…

ଦ୍ୱାରକା ଶାରଦା ପୀଠ ଶଙ୍କରାଚାର୍ଯ୍ୟଙ୍କ ପରଲୋକ: ୯୯ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ

ନୂଆଦିଲ୍ଲୀ: ଦ୍ୱାରକା ଶାରଦା ପୀଠର ଶଙ୍କରାଚାର୍ଯ୍ୟ ସ୍ୱରୂପାନନ୍ଦଙ୍କ ୯୯ ବର୍ଷ ବୟସରେ ପରଲୋକ ମଧ୍ୟପ୍ରଦେଶର ନିରସିଂହପୁରରେ ତାଙ୍କର ଦେହାନ୍ତ ହୋଇଛି । ସୂଚନା ମୁତାବକ ସେ ନିଜ ଆଶ୍ରମରେ ଅପରାହ୍ନ ୩ଟା ବେଳେ ଶେଷ…

ଗୁଗଲ ପ୍ଲେ ଷ୍ଟୋରକୁ ଫେରିଲା ଏହି ଖତରନାକ ଆପ୍ସ, କରନ୍ତୁ ନାହିଁ ଡାଉନଲୋଡ୍

ନୂଆଦିଲ୍ଳୀ: ବିପଜ୍ଜନକ କ୍ଲିନର ଏବଂ ଫେକ୍ ଆଣ୍ଟିଭାଇରସ ଆପ୍ସ ସାର୍କବୋଟ୍ ମାଲୱେୟାର ଗୁଗଲ ପ୍ଲେ ଷ୍ଟୋରକୁ ଫେରିଛି । ଏହି ମାଲୱେୟାର ୟୁଜର୍ସଙ୍କ ବ୍ୟାଙ୍କିଂ ତଥ୍ୟ ଚୋରି କରିଥାଏ । ଏହି ବିପଜ୍ଜନକ ଆପ୍ସରେ ମିଷ୍ଟର…

ଅଳ୍ପକେ ବର୍ତ୍ତିଲେ ଇମ୍ରାନ୍ ଖାନ୍: ଉଡ଼ାଣ ଭରିବା ପରେ ବିମାନରେ ଆସିଥିଲା ଯାନ୍ତ୍ରିକ ତ୍ରୁଟି

ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଙ୍କ ବିମାନ ରବିବାର ଦୁର୍ଘଟଣାଗ୍ରସ୍ତ ହେବାରୁ ଅଳ୍ପକେ ବର୍ତ୍ତିଯାଇଛି । ଯାନ୍ତ୍ରିକ ତ୍ରୁଟି କାରଣରୁ ଉଡ଼ାଣ ଭରିବାର କିଛି ସମୟ ମଧ୍ୟରେ ବିମାନର ଜରୁରୀ…

ବ୍ୟବସାୟୀଙ୍କ ଘରେ ଟଙ୍କାର ପାହାଡ଼: ୭ କୋଟି ଜବତ କଲାଣି ଇଡି, ଚାଲିଛି ସର୍ଚ୍ଚ ଅପରେସନ

କୋଲକାତାର ଗାର୍ଡେନରୀଚ ଅଞ୍ଚଳରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଶନିବାର ଏକ ବଡ଼ କାର୍ଯ୍ୟାନୁଷ୍ଠାନ କରିଛନ୍ତି । ସୂଚନା ଅନୂଯାୟୀ ଏଠାରେ ଜଣେ ବ୍ୟବସାୟୀଙ୍କ ଘରେ ଇଡି ରେଡ୍ କରିଛି । ଏହି ସମୟରେ ୭ କୋଟି ଟଙ୍କା ନଗଦ…

Video: ଜିପ୍‌ ଆଡକୁ ପବନ ବେଗରେ ଧାଇଁ ଆସିଲା ଦନ୍ତା ହାତୀ, ଉପସ୍ଥିତ ବୁଦ୍ଧି ପ୍ରୟୋଗ କରି ପର୍ଯ୍ୟଟକଙ୍କ ଜୀବନ ବଞ୍ଚାଇଲେ ଡ୍ରାଇଭର

ନୂଆଦିଲ୍ଲୀ: ବନ୍ୟଜନ୍ତୁ ପ୍ରେମୀଙ୍କ ପାଇଁ ଏକ ଜଙ୍ଗଲ ସଫାରି ପ୍ରକୃତରେ ଆକର୍ଷଣୀୟ ହୋଇପାରେ। ପାଦଚିହ୍ନ ଖୋଜିବା ଠାରୁ ଆରମ୍ଭ କରି ପଶୁମାନଙ୍କୁ ଚିହ୍ନିବା ପର୍ଯ୍ୟନ୍ତ, ଅନେକ ରୋମାଞ୍ଚକର ଅନୁଭୂତି ଜଙ୍ଗଲରୁ ମିଳିଥାଏ।…

ପେଟ୍ରୋଲ-ଡିଜେଲ ଦାମକୁ ନେଇ ଅର୍ଥମନ୍ତ୍ରୀ ବଡ଼ ଘୋଷଣା…

ନୂଆଦିଲ୍ଳୀ: କଞ୍ଚାତେଲର ଦାମ୍ କମ୍ ହେଉଥିବା ମଧ୍ୟରେ ପେଟ୍ରୋଲ-ଡିଜେଲ୍ ରେଟ୍ ପୁରୁଣା ସ୍ତରରେ ରହିଛି । ତେଲ ଦାମ୍ ରୁ ଜନତାଙ୍କୁ ଆଶ୍ୱସ୍ତି ଦେବା ପାଇଁ ନିକଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଥିଲେ ଯେ ସରକାର…

Honey Singh ଙ୍କ ଛାଡ଼ପତ୍ର: ଆଲିମୋନୀରେ ପତ୍ନୀଙ୍କୁ ଦେବେ ଏତିକି କୋଟି….

ନୂଆଦିଲ୍ଲୀ: ପଞ୍ଜାବୀ ସିଙ୍ଗର ଏବଂ ରାପର୍ ୟୋ ୟୋ ହନି ସିଂହ ଏବଂ ପତ୍ନୀ ଶାଳିନୀ ତଲୱାରଙ୍କ ଛାଡ଼ପତ୍ର ହୋଇଛି । ଦିଲ୍ଲୀର ସାକେତ ଜିଲ୍ଳା କୋର୍ଟର ଫ୍ୟାମିଲି କୋର୍ଟ ୮ ସେପ୍ଟେମ୍ବରରେ ଏହି ମାମଲାରୁ ଶୁଣାଣି କରିଥିଲେ ।…