fbpx
Browsing Category

ଖବର

ଏବେ ଏହି କମ୍ପାନୀ କର୍ମଚାରୀଙ୍କୁ ଦେଖାଇଲା ରେଡ୍ ସିଗ୍ନାଲ: ୨୦% କର୍ମଚାରୀଙ୍କୁ କରିବ ଛଟେଇ

ନୂଆଦିଲ୍ଳୀ: ବିଶ୍ୱରେ ଆର୍ଥିକ ମାନ୍ଦାବସ୍ଥା ଯୋଗୁଁ ବଡ଼ ବଡ଼ କମ୍ପାନୀ ନିଜର କର୍ମଚାରୀଙ୍କୁ ଛଟେଇ କରୁଛନ୍ତି । ଅଲୀବାବା, ୱାଲମାର୍ଟ ଭଳି ଅନେକ କମ୍ପାନୀ ମଧ୍ୟ ଏହାର କର୍ମଚାରୀଙ୍କୁ ଛଟେଇ କରିଛନ୍ତି । ଏବେ ଆଉ ଏକ…

ନିଜ ଟଙ୍କାରେ ଭୋଜନ କରନ୍ତି ପ୍ରଧାନମନ୍ତ୍ରୀ ମୋଦୀ, ଖର୍ଚ୍ଚ ହେଉନି ସରକାର ଧନ, RTIରୁ ଖୁଲାସା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର ଖାଇବା ଖର୍ଚ୍ଚ ନିଜେ ବହନ କରନ୍ତି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି। ସୂଚନା ଅଧିକାର ଆଇନ ବଳରେ ପଚରାଯାଇଥିବା ଏକ ପ୍ରଶ୍ନର…

ଅମିତାଭଙ୍କ ଜୀବନ୍ତ ପ୍ରତିମା ତିଆରି କଲେ ଫ୍ୟାନ୍, ଦାମ୍ ଶୁଣିଲେ ଉଡ଼ିଯିବ ହୋସ୍….

ନୂଆଦିଲ୍ଳୀ: ବିଗ୍ ବି ଅମିତାଭ ବଚ୍ଚନଙ୍କୁ ହୁଏତ କେହି ଏମିତି ଥିବ ଯିଏ ଜାଣିନଥିବ । ନିଜର ଅଭିନୟ ଦ୍ୱାରା ଦୀର୍ଘ ତିନି ଦଶନ୍ଧିରୁ ଅଧିକ ସମୟ ଧରି ଦର୍ଶକଙ୍କୁ ମନୋରଞ୍ଜନ କରିଆସୁଛନ୍ତି ବିଗ୍ ବି । ଦେଶରେ ଘରେ ଘରେ ସେ…

ପ୍ରତିଦିନ ୮୦ ହତ୍ୟା, ପ୍ରତିଘଣ୍ଟାରେ ୩ ବଳାତ୍କାର…. ଜାଣନ୍ତୁ ଗତବର୍ଷ କେତେ ହୋଇଥିଲା ଦେଶରେ ଅପରାଧ…

ନୂଆଦିଲ୍ଲୀ: ସ୍ୱାଧୀନତାକୁ ପୂରିଛି ୭୫ ବର୍ଷ । ଏହି ୭୫ ବର୍ଷରେ ଦେଶ ବେଶ୍ ଆଗକୁ ବଢ଼ିଛି । କିନ୍ତୁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ଯେ ଏହି ଅବଧି ମଧ୍ୟରେ ଦେଶରେ ଅପରାଧ ମଧ୍ୟ ୧୦ ଗୁଣା ବଢ଼ିଛି । ଏହି ସୂଚନା ନାସନାଲ…

ପୋଲସରାରେ ଖୋଲିବ ସରକାରୀ ITI, ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ

ଗଞ୍ଜାମ ଜିଲ୍ଲା ପୋଲସରାରେ ସରକାରୀ ITI ଖୋଲିବା ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି । ଏହା ଫଳରେ ଗଞ୍ଜାମ ଜିଲ୍ଲାରେ ସରକାରୀ ITI ସଂଖ୍ୟା ୬ରେ ପହଞ୍ଚିଲା । ପୂର୍ବରୁ ଛତ୍ରପୁର,…

ନୂଆଁଖାଇ ପାଇଁ ୨ ଦିନ ଛୁଟି: ଘୋଷଣା କଲେ ରାଜ୍ୟ ସରକାର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ପାଇଁ ବାକି ରହିଲା ଗୋଟିଏ ଦିନ । ସେପ୍ଟେମ୍ବର ୧ ରେ ପାଳନ ହେବ ନୂଆଁଖାଇ । ପଶ୍ଚିମ ଓଡିଶାର ଏହା ଗଣ ପର୍ବ ହୋଇଥିଲେ ବି ରାଜ୍ୟର ପ୍ରାୟ ସବୁ ଅଞ୍ଚଳରେ…

ଦିପାବଳୀରୁ ମିଳିବ Jio 5G ସେବା: ଘୋଷଣା କଲେ ମୁକେଶ ଅମ୍ବାନୀ

ନୂଆଦିଲ୍ଲୀ: ରିଲାଏନ୍ସ ଚେୟାରମ୍ୟାନ୍ ମୁକେଶ ଅମ୍ବାନୀ ରିଲାଏନ୍ସର ବାର୍ଷିିକ ସାଧାରଣ ବୈଠକ(Reliance AGM 2022)ରେ ଜିଓ ୫ଜି (Jio 5G) ସେବାର ଘୋଷଣା କରିଛନ୍ତି । ଜିଓ ୫ଜି  ସର୍ଭିସ ସେବା ଦିପାବଳୀ ଠାରୁ ଆରମ୍ଭ…

ସୌର ମଣ୍ଡଳ ବାହାରେ ଥିବା ଗ୍ରହରେ ମିଳିଲା କାର୍ବନ ଡାଇଅକ୍ସାଇଡ୍…

ନୂଆଦିଲ୍ଳୀ: ପ୍ରଥମ ଥର ସୌର ମଣ୍ଡଳ ବାହାରେ କୌଣସି ଗ୍ରହର ବାୟୁମଣ୍ଡଳରେ କାର୍ବନ ଡାଇଅକ୍ସାଇଡ୍ ମିଳିଛି । ଏହି ଖୋଜ୍ ନାସାର ଜେମ୍ସ ୱେବ୍ ଟେଲିସ୍କୋପ୍ କରିଛି । ଯେଉଁ ଗ୍ରହରେ ଏହି ଗ୍ୟାସ୍ ମିଳିଛି ତାହା ଆମର ସୂର୍ଯ୍ୟ…

କେନ୍ଦୁଝର ସରକାରୀ ମେଡିକାଲ କଲେଜରେ ନାମ ଲେଖାକୁ ମିଳିଲା NMC ର ଅନୁମତି…

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମେଡିକାଲ ପାଠ ପଢ଼ିବାକୁ ଚାହୁଥିବା ଆଶାୟୀଙ୍କ ପାଇଁ ଖୁସିଖବର । କେନ୍ଦୁଝର ସରକାରୀ ମେଡିକାଲ କଲେଜରେ ନାଁ ଲେଖାକୁ ମିଳିଲା ଅନୁମତି । ୨୦୨୨-୨୩ ବର୍ଷ ପାଇଁ ୧୦୦ ଟି ଏମବିବିଏସ ସିଟରେ…

DRDO ଏବଂ ନୌସେନାକୁ ସଫଳତା: ଭୂପୃଷ୍ଠରୁ ଆକାଶକୁ ନିକ୍ଷେପ କରିପାରୁଥିବା ମିଜାଇଲର ସଫଳ ପରୀକ୍ଷଣ

ଭୁବନେଶ୍ୱର(ଓଡ଼ିଶା ଭାସ୍କର):  ଭୂପୃଷ୍ଠରୁ ଆକାଶକୁ ନିକ୍ଷେପ କରିପାରୁଥିବା ମିଜାଇଲ ଭିଏଲ-ଏସଆରଏସଏଏମ ର ସଫଳ ପରୀକ୍ଷଣ ହୋଇଛି । ଡିଆରଡିଓ ଏବଂ ଭାରତୀୟ ନୌସେନା ପକ୍ଷରୁ ମଙ୍ଗଳବାର ଚାନ୍ଦିପୁର ଆଇଟିଆରରୁ…