fbpx
Browsing Category

ଖବର

ନନ୍ଦନକାନନରେ ଧଳାବାଘୁଣୀ ବାଘୁଣୀ ବିଜୟା ଛୁଆ ରକି ଅସୁସ୍ଥ, ସ୍ୱତନ୍ତ୍ର ଖୁଆଡରେ ଚାଲିଛି ଚିକିତ୍ସା

ବାରଙ୍ଗ, (ଭାସ୍କର ନ୍ୟୁଜ୍‌) : ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଧଳାବାଘୁଣୀ ବିଜୟା ଗର୍ଭରୁ ଜନ୍ମିତ ବାଘ ଛୁଆ ରକି ଅସୁସ୍ଥ ହୋଇ ଚିକିତ୍ସା ହେଉ ଥିବା ଜଣାପଡିଛି ।ନନ୍ଦନକାନନ ପ୍ରାଣୀରେ ଏହି ୧୨ ମାସର ବାଘ ଛୁଆ ରକିର…

ସଫଳ ହେଲା ଅଏଲ୍‌ ଇଣ୍ଡିଆର ସେସମିକ୍‌ ସର୍ଭେ, ଗୋପ ବ୍ଲକ୍‌ ଅଞ୍ଚଳରେ ରହିଛି ବହୁ ପରିମାଣର ପେଟ୍ରୋଲ ଓ ଗ୍ୟାସ ଭଣ୍ଡାର

ଗୋପ, (ଭାସ୍କର ନ୍ୟୁଜ୍‌) : ସଫଳ ହେଲା ଅଏଲ୍‌ ଇଣ୍ଡିଆର ସେସମିକ୍‌ ସର୍ଭେ। ଗୋପରୁ ମିଳିଲା ପର୍ଯ୍ୟାପ୍ତ ପରିମାଣର ଗ୍ୟାସ୍ ପେଟ୍ରୋଲର ଭଣ୍ଡାର।  ଶନିବାର ପୂର୍ବାହ୍ନରେ ଅଏଲ୍‌ ଇଣ୍ଡିଆ ର ସିଜିଏମ୍‌ ଡ଼ଃ ବିରଞ୍ଚି…

ଅସହ୍ୟ ତାତିରେ ସିଝୁଛି ଓଡ଼ିଶା, ଆହୁରି ୪ରୁ ୫ ଦିନ ଯାଏଁ ଆକାଶରୁ ବର୍ଷିବ ନିଆଁ

ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍‌) : ଅସହ୍ୟ ତାତିରେ ସିଝୁଛି ଓଡ଼ିଶା। ସାରା ରାଜ୍ୟରେ ଗ୍ରୀଷ୍ମ ଲହରୀ ଜାରି ରହିଛି । ତାତିରେ ଛଟପଟ ହୋଉଛନ୍ତି ଲୋକେ। ଆଭ୍ୟନ୍ତରୀଣ ଓଡ଼ିଶା ତାତି ଆହୁରି ବଢ଼ିବା ନେଇ ପାଣିପାଗ ବିଭାଗ…

ଉତ୍ତରପ୍ରଦେଶରେ ଗଠବନ୍ଧନ ପାଇଁ କଂଗ୍ରେସର ପ୍ରସ୍ତାବକୁ ଖାତିର କଲେନି ମାୟାବତୀ

ଉତ୍ତରପ୍ରଦେଶ ନିର୍ବାଚନ ପୁର୍ବରୁ ଗଠବନ୍ଧନ ପାଇଁ ବହୁଜନ ସମାଜବାଦୀ ପାର୍ଟି ସହିତ ଯୋଗାଯୋଗ କରିଥିଲେ ମଧ୍ୟ ଦଳ ତରଫରୁ କୌଣସି ଉତ୍ତର ମିଳି ନଥିଲା । ଏପରିକି ମାୟାବତୀଙ୍କୁ ମୁଖ୍ୟମନ୍ତ୍ରୀ ପଦବି ଯାଚିଥିଲେ ମଧ୍ୟ ସେ…

ସବୁ ATMରେ ମିଳିବ କାର୍ଡଲେସ୍ ସୁବିଧା, କେବଳ SBI ଗ୍ରାହକଙ୍କୁ ମିଳୁଥିଲା ସ୍ୱତନ୍ତ୍ର ସୁବିଧା

ଏବେ ଦେଶର ସମସ୍ତ ବ୍ୟାଙ୍କରୁ ବିନା ଏଟିଏମ୍ କାର୍ଡରେ ଟଙ୍କା ଉଠାଣ ସୁବିଧା ଉପଲବ୍ଧ ହେବାକୁ ଯାଉଛି । ଏନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ ଘୋଷଣା କରିଛି । ବର୍ତ୍ତମାନ ସମଗ୍ର ଭାରତରେ ଅଳ୍ପ କେତେକ ବ୍ୟାଙ୍କ ଏହି ସୁବିଧା…

ଆଗ୍ରା, ମଥୁରା, ଅମୃତସର ଓ ମାତା ବୈଷ୍ଣୋଦେବୀ ମନ୍ଦିର ଭ୍ରମଣ କରିବାର ଅଫର୍ ମିସ୍ କରନ୍ତୁନି: ଜାଣନ୍ତୁ IRCTCର ନର୍ଥ ଇଣ୍ଡିଆ ପ୍ୟାକେଜର ବୁକିଂ…

ନୂଆଦିଲ୍ଲୀ: ଇଣ୍ଡିଆନ ରେଲୱେ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ (ଆଇଆରସିଟିସି) ଏକ ଖାସ୍ ଭ୍ରମଣ ଅଫର୍ ଲଞ୍ଚ କରାଯାଇଛି । ଆଇଆରସିଟିସିର ଏହି ନର୍ଥ ଇଣ୍ଡିଆ ପ୍ୟାକେଜରେ ଆପଣ ଆଗ୍ରା, ମଥୁରା, ଅମୃତସର ଓ ମାତା…

୧୦ରୁ ଟିକାକରଣ ଆରମ୍ଭ, ଘରୋଇ ମେଡିକାଲରେ ଦିଆଯିବ ବୁଷ୍ଟର ଡୋଜ୍‌

ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍‌): ଆସନ୍ତା ୧୦ ତାରିଖ ରବିବାରଠାରୁ ଆରମ୍ଭ ହେବ ଟିକାକରଣ ପ୍ରକ୍ରିୟା । ସାଧାରଣ ଲୋକ ନେବେ କୋଭିଡ୍‌ ବୁଷ୍ଟର ଡୋଜ୍‌ । ୧୮ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କୁ ଦିଆଯିବ ଏହି ଡୋଜ୍‌ ।…

ଏଫଆଇଏଚ ଜୁନିୟର ମହିଳା ହକି ବିଶ୍ୱକପ୍‌: ଦକ୍ଷିଣ କୋରିଆକୁ ୩-୦ ପରାସ୍ତ କରି ସେମିରେ ଭାରତ

ପୋଚେଫଷ୍ଠ୍ରୁମ(ଦକ୍ଷିଣ ଆଫ୍ରିକା): ଭାରତୀୟ ଜୁନିୟର ମହିଳା ହକି ଦଳ ବିଜୟ ଧାରା ବଜାୟ ରଖି ଏଠାରେ ଚାଲିଥିବା ଏଫଆଇଏଚ ଜୁନିୟର ମହିଳା ହକି ବିଶ୍ୱକପ ସେମିଫାଇନାଲ ମ୍ୟାଚ ଖେଳିବା ପାଇଁ ଯୋଗ୍ୟତା ହାସଲ କରିଛି । ଗ୍ରୁପ…

ଆଜି ଅଶୋକାଷ୍ଟମୀ ଓ ରୁକୁଣା ରଥଯାତ୍ରା, ୨ ବର୍ଷ ପରେ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରଥ ଟାଣିବେ ଭକ୍ତ

ଭୁବନେଶ୍ବର (ଭାସ୍କର ନ୍ୟୁଜ): ଦୀର୍ଘ ଦୁଇ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟିବ।  ଆଜି ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ପ୍ରସିଦ୍ଧ ରୁକୁଣା ରଥଯାତ୍ରା ଅନୁଷ୍ଠିତ ହେବ । ଏଥିପାଇର୍ ଏକାମ୍ରକ୍ଷେତ୍ର  ଚଳଚଞ୍ଚଳ ହୋଇ ଉଠିଛି  ।…

ଆଜି ଶପଥ ନେବେ ବିଏମ୍‌ସିର ପ୍ରଥମ ନିର୍ବାଚିତ ମେୟର ଓ ୬୭ ନବନିର୍ବାଚିତ କର୍ପୋରେଟର ; ଡେପୁଟି ମେୟର ନିର୍ବାଚନ ପାଇଁ ଚାଲିଛି କସରତ

ଭୁବନେଶ୍ୱର (ଓଡିଶା ଭାସ୍କାର): ଆଜ ଭୁବନେଶ୍ବର ମହାନଗର ନିଗମର ପ୍ରଥମ ନିର୍ବାଚିତ ମେୟର ସୁଲୋଚନା ଦାସଙ୍କ ସମେତ ୬୭ କପୋର୍ଟର ଶପଥ ଗ୍ରହଣ କରିବେ। ବିଏମ୍‌ସି ସ୍ବତନ୍ତ୍ର ସମ୍ମିଳନୀ କକ୍ଷରେ ସକାଳ ସାଢ଼େ ୯ଟାରେ ଶପଥ…