fbpx

ବିଧାୟକଙ୍କ ଘରେ ସିବିଆଇ ରେଡ୍

ଭୁବନେଶ୍ୱର,୧୮ ।୯(ଓଡିଶା ଭାସ୍କର): ବିଜେଡି ବିଧାୟକଙ୍କ ଦେବୀ ମିଶ୍ରଙ୍କ ଘରେ ଆଜି ହୋଇଛି ସିବିଆଇ ରେଡ୍ । ଭୁବନେଶ୍ୱର ୟୁନିଟ-୧ ସ୍ଥିତ ତାଙ୍କ ବାସଭବନରେ ଚଢାଉ କରିଛି ସିବିଆଇ । ସି-ସୋର ଲିଙ୍କରେ ବିଧାୟକଙ୍କ ଘରେ ଚଢାଉ ହୋଇଥିବା ସୂଚନା ମିଳିଛି ।

Get real time updates directly on you device, subscribe now.