fbpx

ଦିନ ୧୨ଟାରେ ସିବିଏସଇ ଦଶମ ରେଜଲ୍ଟ

ନୂଆଦିଲ୍ଲୀ: ସିବିଏସଇ ଦଶମ ପରୀକ୍ଷା ଫଳାଫଳ ଆଜି ଦିନ ୧୨ ଟାରେ ପ୍ରକାଶ ପାଇବ । ଏନେଇ ସିବିଏସଇ ପକ୍ଷରୁ କରାଯାଇଛି । ଦୁଇଟି ୱେବସାଇଟ୍ ରେ ପରୀକ୍ଷା ଫଳ ପ୍ରକାଶ ପାଇବ । cbseresults.nic.in ଓ cbse.gov.in ରେ ପରୀକ୍ଷା ଫଳ ଦେଖିପାରିବେ । ଚଳିତ ବର୍ଷ କରୋନା ମହାମାରୀ କାରଣରୁ ପରୀକ୍ଷା ହୋଇପାରିନଥିଲା । ତେଣୁ ରେଜଲ୍ଟ ପାଇଁ ବିକଳ୍ପ ମୁଲ୍ୟାୟନ ବ୍ୟବସ୍ଥା କରାଯାଇଛି । ଏହି ଅନୁଯାୟୀ ଆଜି ଦିନ ୧୨ ଟା ସମୟରେ ପରୀକ୍ଷା ଫଳ ପ୍ରକାଶ କରାଯିବ ।

Get real time updates directly on you device, subscribe now.