fbpx

ମଦ ପିଉଥିବା ଝିଅଙ୍କ ଭଲ ଗୁଣ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ

ପ୍ରାୟତଃ ନିଶା କରୁଥିବା ଲୋକଙ୍କ ମଧ୍ୟରେ ସମ୍ପର୍କ ଅଧିକ ସୁଦୃଢ ହୋଇଥାଏ । ଏପରି କିଛି ଘଟଣା ଝିଅମାନଙ୍କ କ୍ଷେତ୍ରରେ ବି ଦେଖାଯାଏ । କଣ ଆପଣ ଜାଣନ୍ତି କି, ମଦ୍ୟପାନ କରୁଥିବା ଝିଅମାନଙ୍କ ସହ ଡେଟ୍ କରିବା ଦ୍ୱାରା ଆପଣଙ୍କ ବହୁ ସାଧାରଣ ସମସ୍ୟା ଦୂର ହୋଇଯିବ । ଯଦି ଆପଣଙ୍କୁ ଜଣାନାହିଁ ତେବେ ଆସନ୍ତୁ ଜାଣିବା ମଦ ପିଉଥିବା ଝିଅଙ୍କ ବିଷୟରେ କିଛି ଖାସ୍ କଥା..

୧-ମଦ ପିଉଥିବା ଝିଅମାନେ ଅନ୍ୟ ଝିଅମାନଙ୍କ ଭଳି ଅଧିକ ଦେଖାଣିଆ ନଥାନ୍ତି । ସେ ଅନ୍ୟମାନଙ୍କ ଭଳି ନିଜକୁ ଆଉ କାହା ସହିତ ତୁଳନା କରିବାକୁ ପସନ୍ଦ କରନ୍ତି ନାହିଁ । ଏହି ଝିଅମାନଙ୍କୁ ଭୋଡକା ଓ ଟକିଲା ପସନ୍ଦ, କିନ୍ତୁ ବିୟରର ଟେଷ୍ଟକୁ ସେମାନେ ଅଧିକ ପସନ୍ଦ କରନ୍ତି ।

୨-ଯେଉଁ ଝିଅମାନଙ୍କୁ ବିୟର ପସନ୍ଦ, ସେମାନେ ଏହାର ଅଲଗା ବ୍ରାଣ୍ଡ ବିଷୟରେ ବି ଜାଣନ୍ତି । ଏପରି ଝିଅ ଆପଣଙ୍କୁ ପ୍ରତ୍ୟେକ ପରିସ୍ଥିତିରେ ଆରାମଦାୟକ ଅନୁଭବ କରାଇବା ଜାଣନ୍ତି ।

୩-ଯେଉଁ ଝିଅମାନଙ୍କୁ ବିୟର ପସନ୍ଦ, ସେମାନେ ବହୁତ କୁଲ୍ ରୁହନ୍ତି । ଏପରି ଝିଅ ବିୟର ପିଇବା ପାଇଁ କୌଣସି ସମୟ ଦେଖନ୍ତି ନାହିଁ । ସେମାନଙ୍କ ମନ ଯେତେବେଳେ ହୁଏ , ସେମାନେ ବିୟର ପିଇବା ଆରମ୍ଭ କରିଥାନ୍ତି ।

୪-ଏପରି ଝିଅମାନେ ସପିଂ ପାଇଁ ନିଜ ପାର୍ଟନରଙ୍କୁ କେବେ ହଇରାଣ କରନ୍ତି ନାହିଁ । କାରଣ, ସେମାନେ ସିପଂ ଅପେକ୍ଷା ବିୟର ପିଇବାକୁ ଅଧିକ ପସନ୍ଦ କରନ୍ତି ।

୫-ବିୟର ପିଉଥିବା ଝିଅମାନେ ପୁଅ ଭଳି ଦେଖାଯାଉଥିଲେ ବି ସେମାନଙ୍କ ମଧ୍ୟରେ ପ୍ରେମକୁ ଅନୁଭବ କରିବାରେ ଯଥେଷ୍ଟ ଫିଲିଙ୍ଗ୍ସ ରହିଥାଏ । ତୁମେ ତାଙ୍କୁ ଯେତେ ଭଲ ପାଇବ , ସେମାନେ ତୁମକୁ ସେତେ ଭଲ ପାଇବା ଦେବେ ।

Get real time updates directly on you device, subscribe now.