fbpx

ବଡ଼ଦିନର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୫ା୧୨(ଓଡ଼ିଶା ଭାସ୍କର): ଆଜି ଡିସେମ୍ବର ୨୫ ତାରିଖକୁ ଆମେ ବଡ଼ଦିନ ଭାବେ ପାଳନ କରିଥାଉ । ଏହାସହ କ୍ରିସମାସ ବୋଲି ମଧ୍ୟ ପାଳନ ହୋଇଥାଏ । ଆଜି ଧରାବତରଣ କରିଛନ୍ତି ପ୍ରଭୁ ଯୀଶୁଖ୍ରୀଷ୍ଟ । ଏହି ବଡ଼ଦିନ ଓ କ୍ରିସମାସର ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହ ସୁଖ, ଶାନ୍ତି ଓ ସମୃଦ୍ଧି କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ।

Get real time updates directly on you device, subscribe now.