fbpx

ଶନିବାର+୨ ବିଜ୍ଞାନ ଓ ବାଣିଜ୍ୟ ରେଜଲ୍ଟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଶନିବାର ସନ୍ଧ୍ୟାରେ ପ୍ରକାଶ ପାଇବ +୨ ବାଣିଜ୍ୟ ଓ ବିଜ୍ଞାନ ଫଳାଫଳ । ପରବର୍ତ୍ତୀ ପର୍ଯ୍ୟାୟରେ କଳା ଓ ଧନ୍ଦାମୂଳକ ପରୀକ୍ଷାର ଫଳ ପ୍ରକାଶ ପାଇବ । www.orissaresults.nic.in  ଏବଂ ସାମ୍ସ ଇ-ସ୍ପେସରେ ପ୍ରକାଶ ପାଇବ ଫଳାଫଳ ।

ଉଲ୍ଲେଖଯୋଗ୍ୟ ଯେ, କରୋନା କାରଣରୁ ଚଳିତ ବର୍ଷର ଯୁକ୍ତ ୨ ପରୀକ୍ଷା ସମ୍ଭବ ହୋଇନଥିଲା । ଏପରି ସ୍ଥଳେ କେଉଁଭଳି ଭାବରେ ମାର୍କ ଦିଆଯିବ ତାହା ସ୍ପଷ୍ଟ ହୋଇନାହିଁ ।

Get real time updates directly on you device, subscribe now.