fbpx

ଦିଲ୍ଲୀରେ ଓଡ଼ିଶା ସାଂସ୍କୃତିକ କେନ୍ଦ୍ର ଓ ପାଠାଗାର ପାଇଁ ନବନୀଙ୍କ ଚିଠି

ଭୁବନେଶ୍ୱର, ୯ା୧୨(ଓଡ଼ିଶା ଭାସ୍କର): କେନ୍ଦ୍ର ନଗର ବ୍ୟାପାର ମନ୍ତ୍ରୀ ହରଦୀପ ସିଂହଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଠି ଲେଖିଛନ୍ତି । ନୂଆଦିଲ୍ଲୀରେ ଓଡ଼ିଶା ସଂସ୍କୃତ କେନ୍ଦ୍ର ଓ ପାଠାଗାର ପାଇଁ ଜାଗା ଦେବା ପାଇଁ ସେ ଦାବି କରିଛନ୍ତି । ଓଡ଼ିଶା ନୃତ୍ୟର ପ୍ରଚାର, ପ୍ରସାର ପାଇଁ ଜାଗା ଯୋଗାଇବାକୁ ଦାବି କରିିଥିବା ସୂଚନା ମିଳିଛି । ପୂର୍ବରୁ ଅନ୍ୟ ରାଜ୍ୟକୁ ବି ନିଜସ୍ୱ ଭବନ ବ୍ୟତୀତ ଅନ୍ୟ ଜାଗା ମିଳିଛି । ଯେମିତିକି ତାମିଲନାଡ଼ୁ, କର୍ଣ୍ଣାଟକ, ଆନ୍ଧ୍ରକୁ ଦିଲ୍ଲୀରେ ଅତିରିକ୍ତ ଜାଗା ମିଳିଛି । ଏହି ଜାଗା ଯୋଗାଣ ନେଇ ହରଦୀପଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି ନବୀନ ।

Get real time updates directly on you device, subscribe now.