fbpx

କରୋନାରେ ପ୍ରାଣ ହରାଇଲେ ମମତା ବାନାର୍ଜୀଙ୍କ ଭାଇ ଅସିମ୍ ବାନାର୍ଜୀ

କୋଲକାତା, ୧୫/୦୫(ଓଡିଶା ଭାସ୍କର): ଦେଶରେ କରୋନା ଆତଙ୍କ ଖେଳାଇଥିବା ବେଳେ ଆଜି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଭାଇ କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି । ମମତାଙ୍କ ଭାଇ ଅସିମ୍ ବାନାର୍ଜୀ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସା ହେଉଥିବା ବେଳେ ଚିକିତ୍ସିତ ଅବସ୍ଥାରେ ଶନିବାର ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ସେ କୋଲକାତାର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସୁଚନା ମିଳିଛି । ସୁଚନାଯୋଗ୍ୟ, ପଶ୍ଚିମବଙ୍ଗରେ ଗତ ୨୪ ଘଣ୍ଟା ମଧ୍ୟରେ ୨୦ହଜାରରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Get real time updates directly on you device, subscribe now.