fbpx

ରାଜ୍ୟ ରେ 30 ହଜାର ଜାଗା ରେ ଦିଆଯିବ କରୋନା ଟୀକା

ଭୁବନେଶ୍ୱର, ୩୦ା୧୧ (ଓଡିଶା ଭାସ୍କର):  ରାଜ୍ୟ ରେ 30 ହଜାର ଜାଗା ରେ ଦିଆଯିବ କରୋନା ଟୀକା ।  କେନ୍ଦ୍ର ସରକାର ଙ୍କ ସହ ବୈଠକ ପରେ ରାଜ୍ୟ ସରକାର ଙ୍କ ସୂଚନା ଏଥିପାଇଁ ଚିହ୍ନଟ ହୋଇଛନ୍ତି   8 ହଜାର 300 ଟୀକା କର୍ମୀ। ଜିଲ୍ଲା ଓ ବ୍ଲକ ସ୍ତର ରେ ଗଠନ କରାଯାଇଛି କମିଟି ।  ସ୍ଵାସ୍ଥ କର୍ମୀ , ବୟସ୍କ ଓ ଗର୍ଭବତୀ ମହିଳାଙ୍କୁ ମିଳିବ ପ୍ରଥମେ ଟୀକା ଟୀକାକରଣ ପାଇଁ 3.2 ଲକ୍ଷ ସ୍ୱାସ୍ଥ୍ୟ କର୍ମୀ ଚିହ୍ନଟ  ।

Get real time updates directly on you device, subscribe now.