fbpx

କଟକରେ ପୁଣି ନକଲି ମସଲା କାରଖାନା ଠାବ

କଟକ ,୨୮ ।୧୧(ଓଡିଶା ଭାସ୍କର): କଟକରେ ପୁଣି ନକଲି ମସଲା କାରଖାନା ଠାବ ହୋଇଛି । ଚାଉଳିଆଗଞ୍ଜ ଥାନା ଗତିରାଉତପାଟଣାର ଭଦିମୂଳ ଅଞ୍ଚଳରୁ ନକଲି ହଳଦୀ କାରଖାନା ଠାବ ହୋଇଛି । ବହୁ ପରିମାଣରେ ନକଲି ହଳଦୀ, ମସଲା ଗୁଣ୍ଡ ଓ ବିଭିନ୍ନ ଲୋଗୋ ଥିବା ପ୍ୟାକେଜ ଜବତ ହୋଇଛି । ବହୁ ନାମୀଦାମୀ କମ୍ପାନୀର ଲୋଗୋ ଓ ପ୍ୟାକିଂ ଜବତ ହୋଇଛି । ନକଲି କାରଖାନାରେ କମିଶନରେଟ ପୋଲିସର ଚଢାଉ ଜାରି ରହିଛି ।

Get real time updates directly on you device, subscribe now.