fbpx

ଆଶ୍ୱସ୍ଥ କଲା ପାଣିପାଗ ବିଭାଗ, ଓଡ଼ିଶାକୁ ନାହିଁ ବାତ୍ୟା ଭୟ

ଭୁବନେଶ୍ୱର, ୫ା୫(ଓଡ଼ିଶା ଭାସ୍କର): ଓଡ଼ିଶାକୁ ବାତ୍ୟା ନଥିବା କହିଛନ୍ତି ଆଇଏମଡ଼ି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ୩ଦିନ ତଳେ ଆଣ୍ଡାମାନ ସାଗରରେ ଲଘୁଚାପ ସୃଷ୍ଟି ହୋଇଥିଲା । କିନ୍ତୁ ବର୍ତ୍ତମାନ ସେହି ଅଞ୍ଚଳରେ ରହିଛି, ତାହା ଘନୀଭୂତ ହୋଇନାହିଁ । ଏହାସହ ବାତ୍ୟାର ଗତିପଥରେ କୌଣସି ପରିବର୍ତ୍ତନ ନାହିଁ ତାହା ସ୍ଥିର ରହିଛି । ଆସନ୍ତା ସପ୍ତାହ ଯାଏଁ ଓଡ଼ିଶା ପ୍ରତି କୌଣସି ବିପଦ ନାହିଁ । ଓଡ଼ିଶା ପାଇଁ ଆଇଏମଡ଼ି ପକ୍ଷରୁ କୌଣସି ସତର୍କ ନାହିଁ ବୋଲି ସୂଚନା ଦିଆଯାଇଛି ।

Get real time updates directly on you device, subscribe now.