fbpx

ଲେବାନନରେ ଭୟଙ୍କର ବିସ୍ଫୋରଣ, ୧୦୦ରୁ ଅଧିକ ଆହତ

ବେରୁଟ,୫/୮:ଲେବାନନର ରାଜଧାନୀ ବେରୁଟରେ ଭୟଙ୍କର ବିସ୍ଫୋରଣ ଘଟିଛି। ଏହି ବିସ୍ଫୋରଣରେ ୧୦୦ରୁ ଅଧିକ ଲୋକ ଆହତ ହୋଇଥିବା ସୂଚନା ମିଳିଛି। ଏହାସହ ବଡ ବଡ ବିଲ୍ଡିଂ ମଧ୍ୟ ଦୋହଲି ଯାଇଛି। ବେରୁଟର ଏକ ପୋର୍ଟ ଏରିଆରେ ବିସ୍ଫୋରଣ ହୋଇଥିବା ଜଣାପଡିଛି।

Get real time updates directly on you device, subscribe now.