NUAPADA BY ELECTION; ଘୋଷଣା ହେଲା ନୂଆପଡ଼ା ଉପନିର୍ବାଚନର ତାରିଖ, ଏହି ତାରିଖରେ ପଡ଼ିବ ଭୋଟ୍‌

ଅକ୍ଟୋବର ୨୦ରେ ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ।

ନୂଆପଡ଼ା: ନଭେମ୍ବ ୧୧ ତାରିଖରେ ହେବ ନୂଆପଡ଼ା ଉପନିର୍ବାଚନ। ଘୋଷଣା କଲେ ମୁଖ୍ୟ ନିର୍ବାଚନ କମିଶନର । ନଭେମ୍ବର ୧୪ ତାରିଖରେ ହେବ ଭୋଟ୍ ଗଣତି।

ଅକ୍ଟୋବର ୧୩ରେ ପ୍ରକାଶ ପାଇବ ନୂଆପଡ଼ା ପାଇଁ ବିଜ୍ଞପ୍ତି। ଅକ୍ଟୋବର ୨୦ରେ ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ। ଅକ୍ଟୋବର ୨୨ରେ ଆଶାୟୀ ପ୍ରାଥୀଙ୍କ ପ୍ରାର୍ଥୀପତ୍ର ହେବ ଯାଞ୍ଚ।

ଅକ୍ଟୋବର ୨୪ରେ ଯେଉଁ ପ୍ରାର୍ଥୀ ଠିଆ ହେବା ଉପଯୋଗୀ ହେବନି ତାଙ୍କ ପ୍ରାର୍ଥିପତ୍ର ପ୍ରତ୍ୟାହାର କରାଯିବ। ୧୧ରେ ନୂଆପଡ଼ାରେ ପଡ଼ିବ ଭୋଟ, ୧୪ରେ ପ୍ରକାଶ ପାଇବ ଫଳାଫଳ।