fbpx

କଟକଣା ସହ ରାଜ୍ୟରେ ପାଳିତ ହେବ ଗଣତନ୍ତ୍ର ଦିବସ

ଭୁବନେଶ୍ୱର,୭ ।୧(ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ କମୁଥିବା ବେଳେ ଅନେକ ଦିଗରେ କଟକଣା ମଧ୍ୟ ହଟାଯାଉଛି । ଏହାରି ମଧ୍ୟରେ ରାଜ୍ୟରେ କୋଭିଡ ନିର୍ଦ୍ଦେଶାବଳୀ ସହ ଗଣତନ୍ତ୍ର ଦିବସ ପାଳିତ ହେବାକୁ ଯାଉଛି । ମହାତ୍ମା ଗାନ୍ଧୀ ମାର୍ଗରେ ପତାକା ଉତ୍ତୋଳନ କରିବେ ରାଜ୍ୟପାଳ ଗଣେଶୀ ଲାଲ । ଜାନୁଆରୀ ୨୬ ସକାଳ ୮.୩୦ ମିନିଟରେ ପତାକା ଉତ୍ତୋଳନ ହେବ । ସମ୍ମାନିତ ଅତିଧି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥିରେ ଯୋଗଦେବେ ।

Get real time updates directly on you device, subscribe now.