fbpx

ଦର୍ଶନ ବ୍ୟବସ୍ଥା ନେଇ ଡିଆଇଜିଙ୍କ ସମୀକ୍ଷା

ପୁରୀ,୨୦ ।୧(ଓଡିଶା ଭାସ୍କର): କାଲିଠୁ ଶ୍ରୀକ୍ଷେତ୍ରଧାମ ପୁରୀରେ ଆରମ୍ଭ ହେବାକୁ ଯାଉଛି ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା । ବିନା କୋଭିଡ୍ ରିପୋର୍ଟରେ ଏଣିକି କରିହେବ ଦର୍ଶନ । ଦର୍ଶନ ବ୍ୟବସ୍ଥା ସମୀକ୍ଷା କରିଛନ୍ତି କେନ୍ଦ୍ରାଞ୍ଚଳ ଡିଆଇଜି ଆଶିଷ ସିଂହ । ଦର୍ଶନ ବ୍ୟବସ୍ଥା ପାଇଁ ୨୬ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ବରିଷ୍ଠ ନାଗରିକଙ୍କ ପାଇଁ ସ୍ୱତନ୍ତ୍ର ଧାଡ଼ି ହୋଇଛି । ମାର୍କେଟ ଛକଠାରୁ ମନ୍ଦିର ଯାଏଁ ତିନି ଥାକିଆ ଧାଡି ହୋଇଛି ।

Get real time updates directly on you device, subscribe now.