fbpx

ପୁଅ ଉପରେ ଆକ୍ରମଣକୁ ନେଇ ଦୁଃଶ୍ଚିନ୍ତାରେ ଥିଲେ ନନ୍ଦ ସାର: ଦେଖନ୍ତୁ କଣ କହୁଛନ୍ତି ସହଯୋଗୀ, VIDEO

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଦୀର୍ଘ ଦିନ ଧରି କରୋନା ସହିତ ଲଢେଇ ପରେ ଦୁନିଆ ଛାଡି ବିଦାୟ ନେଇଛନ୍ତି ପଦ୍ମଶ୍ରୀ ନନ୍ଦ ସାର । ୧୦୨ ବର୍ଷ ବୟସରେ ନନ୍ଦ ସାରଙ୍କ ବିୟୋଗରେ ସବୁଆଡେ ଦୁଃଖର ମାହୋଲ ସୃଷ୍ଟି ହୋଇଛି । ଏହି ଅବସରରେ ନନ୍ଦ ସାରଙ୍କ ଘନିଷ୍ଠ ସହଯୋଗୀ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ମୃତ୍ୟୁ ପୂର୍ବରୁ ନନ୍ଦ ସାରଙ୍କ ପୁଅ ଉପରେ ଆକ୍ରମଣ ହୋଇଥିଲା । ଏହି ଆକ୍ରମଣକୁ ନେଇ ନନ୍ଦ ସାର ଅତ୍ୟନ୍ତ ବିଚଳିତ ଥିଲେ ବୋଲି ସହଯୋଗୀ ଜଣଙ୍କ ପ୍ରକାଶ କରିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, କିଛିଦିନ ପୂର୍ବରୁ ନନ୍ଦ ସାରଙ୍କୁ ଆକ୍ରମଣର ଧମକ ମିଳିଥିବା ବେଳେ ତାଙ୍କ ପୁଅ ଉପରେ ଆକ୍ରମଣ ହୋଇଥିଲା । ଏହି ଆକ୍ରମଣ ପରେ ପୋଲିସ ମଧ୍ୟ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା । ଦେଖନ୍ତୁ ଭିଡିଓ…

 

Get real time updates directly on you device, subscribe now.