fbpx

ଜବତ ହେଲା ନକଲି ଔଷଧ;ବଜାର ମିଳୁଛି ନକଲି Telma 40

କଟକ: ପୁଣି ଜବତ ହେଲା ନକଲି ଔଷଧ । କଟକକୁ ମୁଖ୍ୟତଃ ନକଲି ଜିନିଷର ଗନ୍ଥାଘର କହିଲେ ଭୁଲ ହେବ ନାହିଁ । ତେବେ କିଛି ଦିନ ତଳେ କଟକରୁ ନକଲିଔଷଧ ଜବତ ହୋଇଥିବା ବେଳେ ପୁଣି ଏବେ ନକଲି ଔଷଧ ଜବତ ହୋଇଛି । ନକଲି ଟେଲମା-୪୦ ଟାବଲେଟ ଜବତ କରିଛି ପୋଲିସ । ଦୋଳମୁଣ୍ଡାଇ ମହତାବ ରୋଡ ସ୍ଥିତ ଏକ ଟ୍ରାନ୍ସପୋର୍ଟରୁ ନକଲି ଔଷଧ ଜବତ କରିଲା ପୋଲିସ । ୧୩୫୦ ଷ୍ଟ୍ରିପ ନକଲି ମେଡିସିନ ଜବତ କରିଲା ପୁରୀଘାଟ ଥାନା ପୋଲିସ ।

Get real time updates directly on you device, subscribe now.