fbpx

ଦୂତୀ ଚାନ୍ଦ BLACKMAIL ମାମଲା; ସୁଧାଶୁଂକୁ ରିମାଣ୍ଡରେ ନେଲା ପୋଲିସ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅନ୍ତର୍ଜତୀୟ ଧାବିକା ଦୂତୀ ଚାନ୍ଦଙ୍କୁ ବ୍ଲାକମେଲ କରିବା ଅଭିଯୋଗରେ ୱେବ ପୋର୍ଟାଲ ମାଲିକ ରଘୁନାଥ ସାହୁଙ୍କୁ କମିଶନରେଟ ପୋଲିସ ଗିରଫ କରିଥିବା ବେଳେ ସୁଧାଂଶୁଙ୍କୁ ରିମାଣ୍ଡରେ ନେଇଛି ପୋଲିସ । ସୁଧାଂଶୁ ରାଉତଙ୍କ ସମେତ ସ୍ମୃତିରଞ୍ଜନଙ୍କୁ ରିମାଣ୍ଡରେ ନେଇଛି କମିଶନଟେ ପୋଲିସ ।

ପୂର୍ବରୁ ଅଲିମ୍ପିଆନ ଦୂତୀ ଚାନ୍ଦଙ୍କୁ ଧମକ ଦେବା ତଥା ତାଙ୍କ ବିରୋଧରେ ସୋସିଆଲ ମିଡିଆରେ ଅଶାଳୀନ ମନ୍ତବ୍ୟ ଦେବା ନେଇ ଥାନାରେ ଅଭିଯୋଗ ହୋଇଥିଲା । ଦୂତୀଙ୍କ ଅଭିଯୋଗ ଆଧାରରେ ପୋଲିସ ପ୍ରଥମେ ସୁଧାଂଶୁଙ୍କୁ ପଚରା ଉଚୁରା ପରେ ଗିରଫ କରିଥିଲା । ଶୁକ୍ରବାର ତାଙ୍କୁ ଗିରଫ କରାଯାଇଥିବା ବେଳେ ସୋମବାର ତାଙ୍କୁ ରିମାଣ୍ଡରେ ନିଆଯାଇଥିଲା ।

Get real time updates directly on you device, subscribe now.