fbpx

ମାଂସ ଖାଇବା ସ୍ୱାସ୍ଥ୍ୟ ପାଇଁ ହାନିକାରକ, ଜଲଦୀ ଆଣିଥାଏ ମରଣ

ଅଧିକ ମାଂସ ଖାଉଥିବା ଲୋକଙ୍କ ପାଇଁ ଚେତାବନୀ । ଅଧିକ ମାଂସ ଖାଇବା ସ୍ୱାସ୍ଥ୍ୟ ହାନିକାରକ ହୋଇଥାଏ । ଯୁକ୍ତରାଷ୍ଟ୍ର ଆମେରିକାରେ କିଛି ଲୋକଙ୍କ ଉପରେ ଏକ ଅନୁସନ୍ଧାନ କରାଯାଇଥିଲା, ଯେଉଁଥିରେ ମାଂସକୁ ବିପଜ୍ଜନକ ଖାଦ୍ୟ ଭାବେ ବର୍ଣ୍ଣନା କରାଯାଇଛି ।

ମାଂସ ଖାଇବା ଦ୍ୱାରା ମୃତ୍ୟୁ ସମୟ ବେଶ ପାଖେଇଆସିଥାଏ । ମାଂସ ପ୍ରୋଟିନ୍ ଆମ ଶରୀର ପାଇଁ ଲାଭଦାୟକ, କିନ୍ତୁ ଯେପର୍ଯ୍ୟନ୍ତ ଯାଏଁ ଆମେ କୌଣସି ବଡ ରୋଗରେ ପୀଡିତ ନହୋଇଛେ ସେପର୍ଯ୍ୟନ୍ତ ଖାଇପାରିବା ।

ଯଦି ଆପଣ ହୃଦଘାତ କିମ୍ବା କକର୍ଟ ରୋଗକୁ ନେଇ କିଛି ସମସ୍ୟା ରହିଛି, ତେବେ ମାଂସ ଖାଇବା ଦ୍ୱାରା ଶୀଘ୍ର ମୃତ୍ୟୁ ହୋଇପାରେ । ତେଣୁ ଆପଣ ସର୍ବଦା ମାଂସ କମ୍ ଖାଇବାକୁ ଚେଷ୍ଟା କରନ୍ତୁ ।

Get real time updates directly on you device, subscribe now.