fbpx

ଜାଣନ୍ତୁ ପ୍ରଦୀପ କୁମାର ଅମାତ୍‌ଙ୍କୁ ମିଳିଲା କେଉଁ ମନ୍ତ୍ରଳାୟ ଏବଂ ତାଙ୍କର ଶିକ୍ଷାଗତ ଯୋଗ୍ୟତା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଲେ ବୌଦ୍ଧ ବିଧାୟକ ପ୍ରଦୀପ କୁମାର ଅମାତ୍ । ତାଙ୍କୁ ଜଙ୍ଗଲ ଓ ପରିବେଶ ସହ ପଞ୍ଚାୟତିରାଜ ମନ୍ତ୍ରୀ ଦାୟିତ୍ୱ ମିଳିଛି । ୨୦୦୦ରୁ ଲଗାତାର ଭାବରେ ବୌଦ୍ଧ ବିଧାନସଭା ନହାସଲ କରିଥିଲେ । ଏହା ପରେ ସେ ସନାତକତ୍ତୋର ମଧ୍ୟ କରିଛନ୍ତି ଏବଂ ବ୍ରହ୍ମପୁର କଲେଜରେ ଏଲଏଲବି ଡିଗ୍ରୀ ହାସଲ କରିଛନ୍ତି ।

Get real time updates directly on you device, subscribe now.