fbpx

ଜାଣନ୍ତୁ ଜଗନ୍ନାଥ ସାରକାଙ୍କୁ ମିଳିଲା କେଉଁ ମନ୍ତ୍ରଳାୟ ଏବଂ ତାଙ୍କର ଶିକ୍ଷାଗତ ଯୋଗ୍ୟତା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କ୍ୟାବିନେଟ ମନ୍ତ୍ରୀ ଭାବେ ସର୍ବ ପ୍ରଥମେ ଶପଥ ନେଲେ ଜଗନ୍ନାଥ ସାରକା। ତାଙ୍କୁ ନବ ଗଠିତ ମନ୍ତ୍ରୀମଣ୍ଡଳରେ ଏସ୍‌ଟି ଏବଂ ଏସସି କଲ୍ୟାଣ, ସଂଖ୍ୟାଲଘୁ ଏବଂ ପଛୁଆ ବର୍ଗ ଏବଂ ଆଇନ୍ ବିଭାଗର ଦାୟିତ୍ୱ ମିଳିଛି । ସେ ୨୦୧୪ରୁ ୧୯ରେ ବିଷମ କଟକ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ସେହିପରି ପରବର୍ତ୍ତୀ ବିଧାନସଭା ନିର୍ବାଚନରେ ମଧ୍ୟ ସେ ଦ୍ୱିତୀୟଥର ପାଇଁ ବିଷମ କଟକରୁ ବିଧାୟକ ଭାବେ ନିର୍ବାଚିତ ହୋଇ ନବୀନ ପଟ୍ଟନାୟକଙ୍କ ମନ୍ତ୍ରୀ ମଣ୍ଡଳରେ ଜଣେ ରାଷ୍ଟ୍ରମନ୍ତୀ ହେବାର ସୁଯୋଗ ପାଇଥିଲେ । ସେ ଆଇନରେ ସ୍ନାତକ କରିଛନ୍ତି ।

 

 

Get real time updates directly on you device, subscribe now.