fbpx

ଜାଣନ୍ତୁ ନବ କିଶୋର ଦାସଙ୍କୁ ମିଳିଲା କେଉଁ ମନ୍ତ୍ରଳାୟ ଏବଂ ତାଙ୍କର ଶିକ୍ଷାଗତ ଯୋଗ୍ୟତା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ନବ କିଶୋର ଦାସ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ତାଙ୍କୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭଅଗ ଦାୟିତ୍ୱ ମିଳିଛି । ସେ ପୁର୍ବରୁ ମଧ୍ୟ ସମାନ ମନ୍ତ୍ରଳଅୟ ଦାୟିତ୍ୱରେ ଥିଲେ । ମନ୍ତ୍ରୀ ସେ ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ । ନବ ଦାସ କଳାରେ ସ୍ନାତକତ୍ତୋର କରିବା ସହ ଏଲଏଲବି ମଧ୍ୟ କରିଛନ୍ତିି ।

 

 

 

 

Get real time updates directly on you device, subscribe now.