fbpx

ସିଏମସି ବିକାଶ ଭବନ ନିକଟରେ ନିଆଁ

କଟକ, ୪ ।୩(ଓଡିଶା ଭାସ୍କର): କଟକ ସିଏମସି ବିକାଶ ଭବନରେ ନିକଟ ଇଲେକ୍ଟିକାଲ ଗୋଦାମରେ ଅଗ୍ନିକାଣ୍ଡ । ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି । ଏହି ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ ହୋଇଛି । ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପକ୍ଷରୁ ନିଆଁ ଲିଭା ଉଦ୍ୟମ ଜାରି ରହିଛି । ନିଆଁଲିଭା କାର୍ଯ୍ୟରେ ଗୋଟିଏ ଦମକଳ ନିୟୋଜିତ ହୋଇଛି ।

Get real time updates directly on you device, subscribe now.