fbpx

#ମିଲଖା ସିଂଙ୍କୁ କରୋନା ନେଇଗଲା…

ଚଣ୍ଡୀଗଡ଼(ଓଡ଼ିଶା ଭାସ୍କର): ଆଉ ନାହାନ୍ତି ଫ୍ଲାଇଂ କିଙ୍ଗ୍ ମିଲଖା ସିଂ। ଦୀର୍ଘଦିନ ଧରି ମହାମାରୀ କରୋନା ସହ ଲଢେଇ କରି ସେ ଏବେ ଆଖି ବୁଜି ଦେଇଛନ୍ତି

ଭାରତର ଏହି କୃତୀ କ୍ରୀଡ଼ାବିତ୍ ଙ୍କ ବିୟୋଗରେ ଭିଭିନ୍ନ ମହଲରୁ ଶୋକ ପ୍ରକାଶ ପାଇଛି। ପଦ୍ମଶ୍ରୀ ସମ୍ମାନରେ ତାଙ୍କୁ ଦେଶ ସମ୍ମାନ କରିଥିଲା। ତେବେ ସେ ମହାମାରୀ କରୋନା ସହ ଲଢେଇ କରିଚାଲିଥିଲେ।

Get real time updates directly on you device, subscribe now.