fbpx

ସମାଜର ପୂର୍ବତନ ସମ୍ପାଦିକା ମନୋରମା ମହାପାତ୍ରଙ୍କ ପରଲୋକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶାର ପ୍ରତିଷ୍ଠିତ ଦୈନିକ ଖବର କାଗଜ ସମାଜର ପୂର୍ବତନ ସମ୍ପାଦିକା ମନୋରମା ମହାପାତ୍ରଙ୍କ ପରାଲୋକ ଘଟିଛି । ଶନିବାର ଏସସିବିରେ ୮୭ ବର୍ଷ ବୟସରେ ମହାପାତ୍ରିଙ୍କ ପରଲୋକ ଘଟିଛି । ଛାତିରେ ଯନ୍ତ୍ରଣା କାରଣରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ଏକଧାରାରେ ଜଣେ ସାହିତ୍ୟକାର ଏବଂ ସାମ୍ବାଦିକା ରହିଥିଲେ ମନୋରମା । ମନୋରମାଙ୍କ ପରଲୋକ ଉଭୟ ସାହିତ୍ୟ ଓ ସାମ୍ବାଦିକ ଜଗତ ପାଇଁ ଅପୂରଣୀୟ କ୍ଷତି ।

Get real time updates directly on you device, subscribe now.