fbpx

ପୂର୍ବତନ ପିସିସି ସିଭାପତି ନିତ୍ୟାନନ୍ଦ ମିଶ୍ରଙ୍କ ପରଲୋକ

ଭୁବନେଶ୍ୱର (ଓଡ଼ିଶା ଭାସ୍କର) : ବର୍ଷୀୟାନ ନେତା ତଥା ପୂର୍ବତନ ପିସିସି ସଭାପତି ନିତ୍ୟାନନ୍ଦ ମିଶ୍ରଙ୍କ ପରଲୋକ ହୋଇଛି । ୧୯୮୦ରୁ ୮୯ ଯାଏଁ ବଲାଙ୍ଗୀରରୁ ଲୋକସଭା ସାଂସଦ ରହିଥିବା ନିତ୍ୟାନନ୍ଦଙ୍କୁ ମୃତ୍ୟୁ ବେଳକୁ ୯୩ ବର୍ଷ ହୋଇଥିଲା । ୧୯୨୮ ମସିହାରେ ସେ ବଲାଙ୍ଗୀରରେ ଜନ୍ମ ଗ୍ରହଣ କରିଥିବା ବେଳେ ଭୁବନେଶ୍ୱର ସ୍ଥିତ ଆମ୍ରି ହସ୍ପେିଟାଲରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ

Get real time updates directly on you device, subscribe now.