fbpx

କଟକରୁ ୪ ବନ୍ଧୁକ ବେପାରୀ ଗିରଫ, ୫୦ ରାଉଣ୍ଡ ଗୁଳି ଜବତ

କଟକ, ୧୪ ।୧୦(ଓଡିଶା ଭାସ୍କର): କଟକରେ ଚୋରା ବନ୍ଧୁକ କାରବାର ରାକେଟର ଫର୍ଦ୍ଦାଫାସ ହୋଇଛି । ଜଣେ ଦୁର୍ଦ୍ଦାନ୍ତ ଅପରାଧୀ ସମେତ ୪ ଜଣଙ୍କୁ ଗିରଫ କରିଛି ଚାଉଳିଆଗଞ୍ଜ ପୋଲିସ । ୫ଟି ବନ୍ଧୁକ ସହ ୫୦ ରାଉଣ୍ଡ ଅଫୁଟା ଗୁଳି ଜବତ କରିଛି ସ୍ପେଶାଲ ସ୍କ୍ୱାର୍ଡ । ଗ୍ରାହକ ବେଶରେ ଯାଇ ବେପାରିଙ୍କୁ ଗିରଫ କରିଛି ସ୍ପେଶାଲ ସ୍କ୍ୱାର୍ଡ । ଅପରାଧୀମାନେ ବିହାରରୁ ବନ୍ଧୁକ ଆଣି ଟ୍ୱିନସିଟିରେ ବେପାର କରୁଥିବା ସୂଚନା ମିଳିଛି ।

Get real time updates directly on you device, subscribe now.