fbpx

ସରପଞ୍ଚଙ୍କ ସହ ୪ ଜଣକୁ ତାଲା ପକାଇଲେ ଲୋକେ

ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଇଚ୍ଛାପୁର ପଞ୍ଚାୟତରେ ଚାଉଳ ବଣ୍ଟନକୁ ନେଇ ଦେଖିବାକୁ ମିଳିଛି ଉତ୍ତେଜନା । ସରପଞ୍ଚଙ୍କ ସମେତ ୪ କର୍ମଚାରୀଙ୍କୁ ତାଲା ପକାଇଲେ ଲୋକେ । ଇଚ୍ଛାପୁର ବଦଳରେ ୧୩ କିମି ଦୂର ଚଚା ପଞ୍ଚାୟତରେ ଚାଉଳ ବଣ୍ଟନକୁ ବିରୋଧ କରି ତାଲା ପକାଇଲେ ଲୋକେ । ଏହା ସହ ଇଚ୍ଛାପୁର ନୂଆ ପଞ୍ଚାୟତ ଅଫିସରେ ଚାଉଳ ଦେବାକୁ ଦାବି କରିଛନ୍ତି । ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ସରପଞ୍ଚ ଲୋକଙ୍କ ଦ୍ୱାରା ଅଟକ । ମନରେଗା ଏପିଓ ଓ ଯୋଗାଣ ସହାୟକଙ୍କୁ ବି ଅଟକ ରଖିଛନ୍ତି ଲୋକେ ।

Get real time updates directly on you device, subscribe now.