• Likes
  • Followers
  • Subscribers
  • Followers
  • Android App
  • Tuesday, March 17, 2026
  • Home
  • About
  • Contact Us
  • E-Paper
  • YouTube

Odisha Bhaskar Odisha Bhaskar - Latest Odia News, Odisha latest news

KHIMJI JAN 2026
  • Home
  • ଭିଡ଼ିଓ
  • ଖବର
    • କୃଷି
    • ଖବର
    • ଭିଡିଓ ଖବର
  • ଦେଶ ବିଦେଶ
    • ଦେଶ
    • ବିଦେଶ
    • ୟୁକ୍ରେନ-ରୁଷିଆ ଯୁଦ୍ଧ
  • ରାଜ୍ୟ
    • ମହାନଗର
  • ରାଜନୀତି
    • ପଞ୍ଚାୟତ ନିର୍ବାଚନ
    • ପୌର ନିର୍ବାଚନ
    • ରାଜ୍ୟସଭା
  • ଅପରାଧ
  • ଶିକ୍ଷା
    • ନିଯୁକ୍ତି
  • ସ୍ୱାସ୍ଥ୍ୟ
    • କରୋନା
  • ଖେଳ
    • IPL
    • ଅଲିମ୍ପିକ୍
    • ଟି-୨୦ ବିଶ୍ୱକପ୍
  • ବାଣିଜ୍ୟ
  • ମନୋରଞ୍ଜନ
  • ଜୀବନଚର୍ଯ୍ୟା
    • Astrology
    • Rasifala
  • ଜ୍ଞାନ ବିଜ୍ଞାନ
  • ପରମ୍ପରା
    • ରଥ ଯାତ୍ରା
      • ଦୁର୍ଗା ପୂଜା
Odisha Bhaskar
  • Home
  • ଦେଶ ବିଦେଶ
  • ଦେଶ
  • ଅକ୍ଟୋବର ୧ରୁ PPF ଯୋଜନାର ୩ଟି ନିୟମରେ ହେବ ପରିବର୍ତ୍ତନ, ଏହି ଆକାଉଣ୍ଟରେ ମିଳବ ନାହିଁ ସୁଧ

ଅକ୍ଟୋବର ୧ରୁ PPF ଯୋଜନାର ୩ଟି ନିୟମରେ ହେବ ପରିବର୍ତ୍ତନ, ଏହି ଆକାଉଣ୍ଟରେ ମିଳବ ନାହିଁ ସୁଧ

By Sasmita Jamuda On Sep 7, 2024 at 10:55 AM
Share

ନୂଆଦିଲ୍ଲୀ: ପୋଷ୍ଟ ଅଫିସର ସ୍ମଲ ସେଭିଂ ସ୍କୀମ୍ ଅନ୍ତର୍ଗତ PPF ଯୋଜନାରେ ୩ଟି ବଡ଼ ପରିବର୍ତ୍ତନ ହେବାକୁ ଯାଉଛି । ଅକ୍ଟୋବର ୧ ତାରିଖରୁ ଏହି ନୂତନ ନିୟମ ଲାଗୁ ହେବା ନେଇ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଗାଇଡଲାଇନ୍ ଜାରି କରାଯାଇଛି । PPF ଯୋଜନା ୧୫ ବର୍ଷର ମାଚ୍ୟୁରିଟି ଅବଧି ସହ ଆସିଥାଏ । ଚଳିତ ବର୍ଷ ଅଗଷ୍ଟ ୨୧ରୁ କେନ୍ଦ୍ରୀୟ ଆର୍ଥିକ ମନ୍ତ୍ରଣାଳୟ ଅଧୀନରେ ଥିବା ଅର୍ଥନୈତିକ ବ୍ୟାପାର ବିଭାଗ ପିପିଏଫ୍ ଯୋଜନା ବ୍ୟତୀତ ସୁକନ୍ୟା ସମୃଦ୍ଧି ଯୋଜନା ଏବଂ NSC ନିୟମରେ ପରିବର୍ତ୍ତମନ କରିଛି ଯାହା ଅକ୍ଟୋବର ୧ ତାରିଖରୁ କାର୍ଯ୍ୟକାରୀ ହେବ । PPF ଯୋଜନାର ନିମ୍ନଲିଖିତ ୩ଟି ନିୟମରେ ପରିବର୍ତ୍ତନ ହୋଇଛି ।

୧. ନାବାଳକ ନାଁରେ ଖୋଲାଯାଇଥିବା PPF ଆକାଉଣ୍ଟ: ବ୍ୟକ୍ତି ଜଣଙ୍କୁ ୧୮ ବର୍ଷ ବୟସ ନହେବା ପର୍ଯ୍ୟନ୍ତ ଏପରି ଅନିୟମିତ ଆକାଉଣ୍ଟ ପାଇଁ ପୋଷ୍ଟ ଅଫିସ୍ ସେଭିଂ ଆକାଉଣ୍ଟ(POSA) ସହ ସମାନ ସୁଧ ଦିଆଯିବ । ତେବେ ଉକ୍ତ ବ୍ୟକ୍ତି ୧୮ ବର୍ଷ ହେବା ପରେ ଆକାଉଣ୍ଟ ମାଚ୍ୟୋରିଟି ଲାଗୁ ହେବ । ଏହା ପରେ ପିପିଏଫ୍ ଉପରେ ସୁଧହାର ପ୍ରଦାନ କରାଯିବ ।

୨. ଗୋଟିଏରୁ ଅଧିକ PPF ଆକାଉଣ୍ଟ: ଗୋଟିଏରୁ ଅଧିକ ପିପିଏଫ୍ ଆକାଉଣ୍ଟ ଥିଲେ ଯୋଜନାର ସୁଧହାର ଅନୁଯାୟୀ ପ୍ରାଥମିକ ଆକାଉଣ୍ଟକୁ ଟଙ୍କା ଆସିଥାଏ । ଦ୍ୱିତୀୟ ଆକାଉଣ୍ଟରେ ଥିବା ଟଙ୍କା ବି ପ୍ରାଥମିକ ଆକାଉଣ୍ଟକୁ ଟ୍ରାନ୍ସଫର କରାଯାଇଥାଏ । ପ୍ରାଥମିକ ଏବଂ ଦ୍ୱିତୀୟ ଆକାଉଣ୍ଟ ବ୍ୟତୀତ କୌଣସି ଆକାଉଣ୍ଟରେ ସୁଧ ଦିଆଯିବ ନାହିଁ ।

ଆହୁରି ପଢନ୍ତୁ

LPG Gas Booking Number: ଏହି ନମ୍ବରରେ କଲ୍…

ସାହିପାରିଲେନି ସ୍ଵାମୀଙ୍କ ଧୋକା, ଡିଭୋର୍ସ…

୩. NRI ଦ୍ୱାରା PPF ଆକାଉଣ୍ଟର ସମ୍ପ୍ରସାରଣ: NRI ପିପିଏଫ୍ ଆକାଉଣ୍ଟରେ ପୋଷ୍ଟ ଅଫିସ୍ ସେଭିଂ ଆକାଉଣ୍ଟ ସହ ସମାନ ସୁଧ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ଦିଆଯିବ । ଏହା ପରେ ଉକ୍ତ ଆକାଉଣ୍ଟରେ କୌଣସି ସୁଧ ପ୍ରଦାନ କରାଯିବ ନାହିଁ ।

Share

Prev Post

ଥମୁନି ଗଧିଆ ଆତଙ୍କ; ୟୁପି ପରେ ଏବେ ମଧ୍ୟପ୍ରଦେଶରେ ଗୋଟିଏ ପରିବାରର ୫ ଜଣଙ୍କୁ ଆକ୍ରମଣ 

Next Post

ଗଡ଼ିଲା ସୁଭଦ୍ରା ସଚେତନତା ରଥ, ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

You might also like More from author
Top Stories

LPG Gas Booking Number: ଏହି ନମ୍ବରରେ କଲ୍ କରି ବୁକ୍ କରିପାରିବେ ସିଲିଣ୍ଡର, ସରକାର ଜାରି କଲେ…

ଦେଶ ବିଦେଶ

ସାହିପାରିଲେନି ସ୍ଵାମୀଙ୍କ ଧୋକା, ଡିଭୋର୍ସ ନଦେଇ ମାସକୁ ୮୫ ହଜାରରେ ସ୍ଵାମୀକୁ ଭଡ଼ାରେ ଲଗେଇଦେଲେ…

Cricket

ବାଂଲାଦେଶକୁ ବ୍ୟାନ କରିବ ICC? କ୍ରିକେଟ୍‌ ବୋର୍ଡ ଉପରେ ବଡ଼ ସଙ୍କଟ, ସରକାରକୁ ଦେଲେ ଚେତାବନୀ

Top Stories

ଗ୍ରାହକଙ୍କୁ ଲାଗିବ ବଡ଼ ଝଟକା, ଏପ୍ରିଲ ମାସରୁ ଏହି ସବୁ ଜିନିଷର ବଢି଼ଯିବ ଦର, ଚିନ୍ତାରେ ଖାଉଟି

Top Stories

TMC ଜାରି କଲା ପ୍ରାର୍ଥୀ ତାଲିକା, ଏଥର ନନ୍ଦୀଗ୍ରାମ ନୁହେଁ, ଏହି ଆସନରୁ ଲଢ଼ିବେ ମମତା

Top Stories

କାବୁଲ୍ ହସ୍ପିଟାଲରେ ପାକିସ୍ତାନର ତାଣ୍ଡବ, କଡ଼ା ନିନ୍ଦା କଲା ଭାରତ, ସାଧାରଣ ଜନତାଙ୍କ ମୃତ୍ୟୁକୁ…

Prev Next
ADVERTISEMENT
Odisha Bhaskar

Recent Posts

ମୀନ ରାଶିରେ ସୂର୍ଯ୍ୟ, ୩ ରାଶିଙ୍କର ଲାଗିଲା…

ଡିଜିଏମ୍ଏସ୍ ବାର୍ଷିକ ଖଣି ସୁରକ୍ଷା ପକ୍ଷରେ…

ହ୍ଵାଟ୍ସଆପ୍ ଆଣିଲା ଦମଦାର୍ ଫିଚର୍, ଏଣିକି…

LPG Gas Booking Number: ଏହି ନମ୍ବରରେ କଲ୍…

ଇରାନୀ ଖାଦ୍ୟ ଲୁକମତ-ଅଲ-କାଦି ଉପରେ ଆଧାରିତ…

ବିବାହ ପୂର୍ବରୁ ପାର୍ଟନରଙ୍କୁ ନିହାତି…

Polls

ପ୍ରବାସୀ ଭାରତୀୟ ଦିବସ ଓଡ଼ିଶାର ପ୍ରଗତିରେ ସହାୟକ ହେବ କି?

View Results

Loading ... Loading ...
More Stories

LPG Gas Booking Number: ଏହି ନମ୍ବରରେ କଲ୍…

ସାହିପାରିଲେନି ସ୍ଵାମୀଙ୍କ ଧୋକା, ଡିଭୋର୍ସ…

ବାଂଲାଦେଶକୁ ବ୍ୟାନ କରିବ ICC? କ୍ରିକେଟ୍‌…

ଗ୍ରାହକଙ୍କୁ ଲାଗିବ ବଡ଼ ଝଟକା, ଏପ୍ରିଲ ମାସରୁ…

Prev Next 1 of 14,939

Odisha Bhaskar is one of the leading Odia newspapers. We have a large base of readers which we have created by providing the latest news with integrity and the true spirit of journalism.

© 2026 - TK Digital All Rights Reserved.