fbpx

ଗଜପତି ଜିଲ୍ଲାର କେତେକ ସ୍ଥାନ ୪ ଦିନ ପାଇଁ ସଟ୍‌ଡାଉନ୍

ଗଜପତି, ୩୦/୭ (ଓଡିଶା ଭାସ୍କର):ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। କରୋନା ମୁକାବିଲା ନେଇ ବିଭିନ୍ନ ଜିଲ୍ଲାରେ ବହୁ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଉଛି।ଏହାରି ମଧ୍ୟରେ ଗଜପତି ଜିଲ୍ଲାର ୭ଟି ବ୍ଲକ ମୁଖ୍ୟାଳୟ , ପାରଳାଖେମୁଣ୍ଡି ସହର ଓ କାଶୀନଗର NAC ୪ ଦିନ ପାଇଁ ସଟ୍‌ଡାଉନ୍ ଘୋଷଣା କରିିିଛି ପ୍ରଶାସନ । ପ୍ରତି ସପ୍ତାହରେ ୪ ଦିନ ସଟ୍‌ଡାଉନ୍ ପାଇଁ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି  ନିଆଯାଇଛି। ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଏହା କାର୍ଯ୍ୟକାରୀ ହେବ ।

Get real time updates directly on you device, subscribe now.