fbpx

ଆଉ ୪୩ ମୋବାଇଲ ଆପ୍ ବ୍ୟାନ୍, ଜାଣନ୍ତୁ କ’ଣ କ’ଣ ରହିଛି ସାମିଲ ?

ନୂଆଦିଲ୍ଲୀ,୨୪ ।୧୧: ଆଉ ୪୩ଟି ମୋବାଇଲ ଆପ ବ୍ୟାନ କରିଛନ୍ତି ଭାରତ ସରକାର । ସୂଚନା ପ୍ରଯୁକ୍ତି ଆଇନର ଧାରା ୬୯(କ) ଅନୁସାରେ ଏସବୁ ବ୍ୟାନ ହୋଇଛି । ସ୍ନାକ ଭିଡିଓ, କ୍ୟାମକାର୍ଡ, ୱି ଡେଟ୍, ରେଲା ଆଦି ଳୋକପ୍ରିୟ ଆପ ବ୍ୟାନ ହୋଇଥିବା ସୂଚନା ମିଳିଛି । ଭାରତର ଏକତା, ଅଖଣ୍ଡତା ପ୍ରତି ବିପଦ ଥିବା କାରଣରୁ ଏହାକୁ ବ୍ୟାନ କରାଯାଇଛି ।

Get real time updates directly on you device, subscribe now.