fbpx

ଗଲି କ୍ରିକେଟରେ କମାଲ କଲେ ଅଜା: ଦେଖନ୍ତୁ ଏହି ମଜାଦାର ଭାଇରାଲ Video

ନୂଆଦିଲ୍ଳୀ:ଆଜିକାଲି ସୋସିଆଲ ମିଡିଆରେ ଏଭଳି କିଛି ଭିଡିଓ ଭାଇରାଲ ହେବାକୁ ଲାଗୁଛି ଯାହା ଆମକୁ ଆଶ୍ଚର୍ୟ୍ୟ କରିବା ସହ ଏହା ଖୁବ କୌତୁହଳ ସୃଷ୍ଟି କରିଥାଏ । ଆଜି ଆମେ ଆମ ଭିଡିଓରେ ଏଭଳି କିଛି ଭିଡିଓ ଦେଖାଇବୁ ଯାହା ଆପଣଙ୍କୁ ଖୁବ ଏଣ୍ଟରଟେନ କରାଇବ । ଦେଖନ୍ତୁ ଭିଡିଟଟିକୁ । ନିକଟରେ ଏହି ଭିଡିଓଟି ଭାଇରାଲ ହୋଇଛି । ଭିଡିଓଟିରେ ଦେଖିବାକୁ ମିଳିଛି ଜଣେ ବୃଦ୍ଧ ଷ୍ଟ୍ରିଟ କ୍ରିକେଟ ଖେଳୁଛନ୍ତି । ଆଉ ସେ ଏହି କ୍ରିକେଟ ଖେଳରେ ଏତେ ମର୍ଜି ଯାଇଛନ୍ତି ଯେ ତାଙ୍କ ଖେଳ ଦେଖି ପିଲାମାନେ ଚିଲେଇବାକୁ ଲାଗିଛନ୍ତି ।

କେବଳ ଏତିକି ନୁହେଁ ବୃଦ୍ଧ ଜଣକ ଯେତେବେଳେ ସଟ ଖେଳି ରନ ନେବାକୁ ଲାଗିଲେ ସେତେବେଳେ ଏହା ଖୁବ ମଜାଦାର ଥିଲା । ଜଣେ ବାଳକ ଏହି ପୁରା ଘଟଣାକୁ ଭିଡିଓରେ ରେକର୍ଡ କରିଛି ଜ୍ଝ ଆଉ ଏହି ଭିଡିଓ ବର୍ତ୍ତମାନ ଖୁବ ଜୋରରେ ଭାଇରାଲ ହେବାକୁ ଲାଗିଛି । ବାସ୍ତବରେ ଏହି ଭିଡିଓଟିକୁ ହ୍ୟାଣ୍ଡେଲ ବିବ୍ ୱାଲ ନ୍ୟୁଜ୍ ନାମକ ଇଷ୍ଟାଗ୍ରାମ ଆକଉଣ୍ଟରେ ସେୟାର କରାଯାଇଛି । ଅନେକ ଲୋକ ଏହାକୁ ସେୟାର କରିବା ସହ ଅଧିକାଂଶ ଏହାକୁ ଲାଇକ କରିଛନ୍ତି ।

Get real time updates directly on you device, subscribe now.